Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡି ଅଞ୍ଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ପୁରୁଷ ମହିଳା ଓ ଶିଶୁ, ଆତଙ୍କରେ ଅଞ୍ଚଳବାସୀ
ଦାରିଙ୍ଗବାଡି,୧୧/୯- ଗତ ୧ମାସ ହେବ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କିଛି ମହିଳା ଓ ଛୋଟ ଛୋଟ ପିଲା ମାନେ ଯାଯାବର ଭଳି ବୁଲୁଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ଗୁଞ୍ଜରଣ ସୃଷ୍ଟି ହୋଇଛି । ୧ମାସ ହେବ!-->…
Read More...
Read More...
ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା
ଗଜପତି,୧୧/୯- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି । ତାର ନାମ ଗଜପତି ଡିଷ୍ଟ୍ରିକ୍ଟ ୟୁନାଇଟେ ଼ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖାଯାଇଛି । ଇଞ୍ଜ । ଭେଙ୍କଟେ ରାମଣାଙ୍କ!-->…
Read More...
Read More...
ଚାରଭାଟି ଗାଁରେ ଏକ ସଙ୍ଗେ ନୂଆଁ ଖାଇଲେ ୧୨୦ଟି ପରିବାର
କଣ୍ଟାମାଳ,୧୧/୯- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ବେଶ ଧୂମଧାମରେ ପାଳନ ହୋଇଯାଇଥିବା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ଚାରଭାଟି ଗ୍ରାମବାସୀ ଏକ ନିଆରା ଢଙ୍ଗରେ ଗ୍ରାମରେ ନୂଆଖାଇ ପାଳନ କରଥିବା ଜଣାପଡିଛି । ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଗ୍ରାମର ୧୨୦ ଟି ପରିବାର!-->…
Read More...
Read More...
ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନଙ୍କ ସ୍ୟାଣ୍ଡ ଆନିମେସନ
ପବିତ୍ର ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ନୂଆଖାଇର ଶୁଭେଚ୍ଛା ଦେଇଛନ୍ତି। ଏହି ସ୍ୟାଣ୍ଡ ଆନିମେସନରେ କୃଷି ଭିତ୍ତିକ ପର୍ବ ନୂଆଖାଇ ପାଇଁ ସେ କୃଷକ ମାନଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ସେହିପରି ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ!-->…
Read More...
Read More...
ବନ୍ଧା ହେଲେ ଫେସବୁକ୍ କୁଇନ୍: ଫେକ୍ ଆକାଉଣ୍ଟ ଖୋଲି ଚୂନା ଲଗାଉଥିଲେ ଯୁବକଙ୍କୁ
ବନ୍ଧା ହେଲେ ଫେସବୁକ୍ କୁଇନ୍ । ଫେସବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ ହଜାର ହଜାର ଟଙ୍କା । ୧୫ରୁ ଅଧିକ ଯୁବକଙ୍କୁ ଫସାଇଥିବା ଯୁବତୀ!-->…
Read More...
Read More...
କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀଗଣେଶ ପୂଜା ପାଳିତ
କୋଣାର୍କ : ବିଘ୍ନେଶ୍ୱର ବିଘ୍ନ ବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜା କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତି ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ଦାୟିତ୍ବ!-->…
Read More...
Read More...
ଛିଡ଼ିଲା ବିଦ୍ୟୁତ ତାର, ଟ୍ରକ ଡ୍ରାଇଭର ଆହତ
ଗଞ୍ଜାମ ସହର ସ୍ଥିତ ସନିଶ୍ଚର୍ ମନ୍ଦିର ନିକଟରେ ଜାତୀୟ ରାଜପଥ(୧୬) ରେ ଏକ ଟ୍ରକ ବିଦ୍ୟୁତ ଖୁଣ୍ଟକୁ ବାଡେଇ ହୋଇ ଓଲଟି ପଡିଥିବା, ବେଳେ, ଅନ୍ୟପଟେ ଉପରଦେଇ ଯାଇଥିବା ୩୩କେଭି ବିଦ୍ୟୁତ ତାର ଛିଡି ଯାଇ ରାସ୍ତା ଉପରେ ପଡିଯାଇଥଲା। ତାର ଛିଡିବା ସମୟରେ କୌଣସି ଯାନବାହନ ଚଳାଚଳ କରିନଥିବା ବେଳେ,!-->…
Read More...
Read More...
କରୋନା ନେଲା ଆଉ ୮ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୨ ଜଣ, ବଲେଶ୍ବର ,ଢ଼େଙ୍କନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୬୨ ଜଣ ଲୋକାଲ୍!-->…
Read More...
Read More...
ସୋନପୁରରେ ନୂଆଁଖାଇ ସମ୍ପନ୍ନ
ସୁବର୍ଣ୍ଣପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଜି ନିର୍ଦ୍ଧାରିତ ଲଗ୍ନରେ ସମାପନ ହୋଇଛି। ପ୍ରଥମେ ମାଁ ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାହୁର ଭୋଗ ଉଠିଥିଲା। ପରେ ଏକ ବିରାଟ ପଟୁଆରରେ ପାହୁର ଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟଚଣ୍ଡୀଙ୍କ ପୀଠରେ ଭୋଗ ଲାଗି ହୋଇଥିଲା ପରେ ସମସ୍ତ ଗଡ଼ଜାତ!-->…
Read More...
Read More...