Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି

ଭୁବନେଶ୍ୱର:ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

ପୁରୀ : ଆଜି ପବିତ୍ର ଶ୍ରୀ କ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ନ ହୋଇଛି ତିନି ରଥର ଚକଅଖ ଡେରା ନୀତି | ସକାଳ ଧୂପ ବଢିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ…
Read More...

ପାଚେରୀକୁ ଧକ୍କା ଦେଲା ମିନି ଟ୍ରକ; ଅଳ୍ପକେ ବର୍ତ୍ତିଲେ ଘରେ ଥିବା ପରିବାର

କୋରାପୁଟ : ବିଦ୍ୟୁତ୍ ପୋଲ ଓ ଘରକୁ ଧକ୍କା ଦେଲା ଗାଡ଼ି ।ପାଚେରୀ କାନ୍ଥ ଭାଙ୍ଗିଲା । ଅଳ୍ପକେ ବର୍ତ୍ତିଲେ ଘରେ ଥିବା ପରିବାର ଲୋକେ ।ପାଚେରୀ ଭାଙ୍ଗିଥିଲା ମଧ୍ୟ ଘରେ ଥିବା ପରିବାର ଲୋକଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥିବା ମିନି ଟ୍ରକଟି…
Read More...

ପାକିସ୍ତାନକୁ ଆଉ ନିରାପଦ ମଣୁନାହାନ୍ତି ଆତଙ୍କବାଦୀ!

ନୂଆଦିଲ୍ଲୀ,୧୯/୫: ଭାରତରେ ଆତଙ୍କବାଦୀମାନେ ସେନା ଗୁଳିର ଶିକାର ହୋଇ ନିହତ ହେଉଥିବା ବେଳେ ପାକିସ୍ତାନରେ ମଧ୍ୟ ଆତଙ୍କବାଦୀମାନେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀର ଶିକାର ହେଉଛନ୍ତି । ଏହି ଗୋଷ୍ଠୀଗୁଡ଼ିକ ଆତଙ୍କବାଦୀମାନଙ୍କୁ ବାଛି ବାଛି ମାରୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ…
Read More...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ

ଭୁବନେଶ୍ୱର:ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ।ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ…
Read More...

ତୁଟିବ ପୋଲାଭରମ୍ ବିବାଦ, ମେ’୨୮ରେ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ତୁଟିବ ପୋଲାଭରମ୍ ବିବାଦ। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ସାମିଲ ହେବେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। ଆଭାସୀ ମାଧ୍ୟମରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।…
Read More...

ପାରିବାରିକ କଳହରୁ ପୁଅକୁ ହତ୍ୟା କରି ପୋତିଦେଲେ

ରେଢାଖୋଲ- ପାରିବାରିକ କଳହରୁ ଜନ୍ମ କଲା ମାଆ ଅନ୍ୟ ପୁଅ, ଝିଅ ସହ ମିଶି ବଡ ପୁଅକୁ ହତ୍ୟା କରିଥିବା ଘଟଣା ଘଟିଛି ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ସୁଦସାହିରେ l ଖବର ପାଇ ରବିବାର ଅପରାହ୍ନରେ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରୁଛି l ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡ଼ଇଁଚା…
Read More...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର…
Read More...

ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଗସ୍ତ,କଲେ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକ ରେ ନିଜର ସନ୍ତୋଷ ପ୍ରକାଶ…
Read More...

ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ପିଙ୍କି ହେଲ୍ପ ଡେସ୍କ”ର ଆରମ୍ଭ

ପୁରୀ: ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଓ ପରିବାର ବଳ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଆଶ୍ବାସନ ପାଇଁ ପୁରୀ ଜିଲ୍ଲା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି - "ପିଙ୍କି ହେଲ୍ପ ଡେସ୍କ"ର ପ୍ରଥମ…
Read More...