Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁଚିଣ୍ଡା ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
କୁଚିଣ୍ଡା:ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ ସରକାରର ଏକ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ!-->…
Read More...
Read More...
ବଜ୍ରପାତରେ ୪ ଗାଈଙ୍କ ମୃତ୍ୟୁ
ଦଶପଲ୍ଲା - ଆଜି ଅପରାହ୍ନ ସମୟରେ ଦଶପଲ୍ଲା ଅଂଚଳର ବିଭିନ୍ନ ସ୍ଥାନରେ ଅପରାହ୍ନ ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଘଡଘଡି ହୋଇଥିବାବେଳେ ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କତଇଳା ଗ୍ରାମ ନିକଟରେ ଏକ ମହୁଲ ଗଛ ମୂଳରେ, ଗ୍ରାମର ଉପେନ୍ଦ୍ର ଭୋଇ,!-->…
Read More...
Read More...
ଓଏମ୍ସିର ୭୦ ତମ ପ୍ରତିଷ୍ଠା ଦିବସ ; ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ପାଇଁ ପରାମର୍ଶ
ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ!-->…
Read More...
Read More...
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର
ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବଙ୍ଗୋମୁଣ୍ଡା ଜାତୀୟ ରାଜପଥ 59 ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୁରିବାହାଲ ଥାନା ସରଦାପୁର ଗ୍ରାମର ସାନ ବଗର୍ତ୍ତିଙ୍କ ପୁଅ!-->…
Read More...
Read More...
ବଢୁଛି ତାଳ ସଜ ଚାହିଦା,ତାଳ ଗଛ ସୃଷ୍ଟିରେ ଜିଲ୍ଲା ମାରିଛି ଫେଲ
ହରଭଙ୍ଗା :ସମ୍ପ୍ରତି ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ 45ଡିଗ୍ରୀ ସେଲସିୟସରୁ ଉର୍ଦ୍ଦ୍ବ ତାପମାତ୍ରା ରେକର୍ଡ କରିଥିଲା ପାଣିପାଗ ବିଭାଗ l ଗ୍ରୀଷ୍ମ ପ୍ରଭାବ ରେ ଜିଲ୍ଲା ବାସି ଅସ୍ତ ବ୍ୟସ୍ତ ଓ ଗୁଳୁଗୁଳିରେ ଦହକ ବିକଳ ହେଉଥିବା ଦେଖିବାକୁ ମିଳିଛି l ଗ୍ରୀଷ୍ମ ପ୍ରଭାବକୁ ନେଇ ରାସ୍ତା ଘାଟ ଖାଁ!-->…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଚିକିଟି : ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅଧୀନ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଖାରିଆଗୁଡା ଫାଣ୍ଡିରେ ପରିବାର ଲୋକଙ୍କୁ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଖାରିଆଗୁଡା ଫାଣ୍ଡି ପକ୍ଷରୁ ଏକ ମାମଲା ରୁଜୁ କରିଛନ୍ତି!-->…
Read More...
Read More...
ଗ୍ରୀଷ୍ମ ତାପ ସାଙ୍ଗଙ୍କୁ ଅଘୋଷିତ ବିଦ୍ୟୁତ୍ କାଟ , ଲୋକେ ଡହଳବିକଳ
ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆକ୍ତାମାକ୍ତ ଦଶପଲ୍ଲା । ସକାଳ ୧୦ଟାରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଘରେ ବାହାରେ ଯୁଆଡ଼େ ଯିବ ଖାଲି ତାତି ଆଉ ତାତି। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଦୁଇ ଦିନ ହେଲା ୩୩କେଭି ବିଦ୍ୟୁତ୍!-->…
Read More...
Read More...
ବିରାଟଙ୍କ ବିଷୟରେ ଡିଭିଲିୟର୍ସ ଏମିତି କାହିଁକି କହିଲେ ?
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିରାଟ କୋହଲିଙ୍କୁ ସେ ପ୍ରଥମେ ପସନ୍ତ କରୁନଥିଲେ । ଆଇପିଏଲରେ ଆରସିବିରେ ତାଙ୍କୁ ଭେଟିବା ପରେ ହିଁ ତାଙ୍କ ସହ ବନ୍ଧୁତା ହୋଇଥିଲା।!-->…
Read More...
Read More...
48 ଘଣ୍ଟାରେ 6 ଆତଙ୍କୀ ସଫା
ଶ୍ରୀନଗର- ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ମଙ୍ଗଳବାର ଦିନ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ମୃତ୍ୟୁ ପରେ 48 ଘଣ୍ଟା ମଧ୍ୟରେ ଏହା ଏହି ଅଞ୍ଚଳରେ ଦ୍ୱିତୀୟ!-->…
Read More...
Read More...
ବାଇକ୍ ଚୋରି, ଅଭିଯୁକ୍ତ ଗିରଫ
ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି କରିନେଟ ଅଭିଯୋଗରେ ପୁଲିସ ସଦର ଥାନା ଅନ୍ତର୍ଗତ ତଳକଣ୍ଡୁରୀପଡ଼ା ଗାଁର ମାଧବ ଭୋଇ(୨୧)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି | ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ସଦର ଥାନା ଅନ୍ତର୍ଗପ ଗୋପୀନାଥପୁର ତଳନୂଆ ସାହିର ରାକେଶ ବିଶ୍ବାଳଙ୍କ!-->…
Read More...
Read More...