Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଞ୍ଜାମ ଜିଲ୍ଲା ବସ କର୍ମଚାରୀ ସଂଘର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର
ବ୍ରହ୍ମପୁର,୧/୭- ଯେଉଁଦିନଠାରୁ କରୋନା ଆରମ୍ଭ ହେଲା ସେହିଦିନ ଠାରୁ ଘରୋଇ ବସ କର୍ମଚାରୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଗତବର୍ଷ ଡିସେମ୍ବର ମାସ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ କେତେବେଳେ ଲକଡ଼ାଉନ ତ କେତେବେଳେ ସଟଡ଼ାଉନ ଯାହାଫଳରେ ଗାଡିଚଳାଚଳ ଠିକ ଭାବରେ ହୋଇପାରୁନାହିଁ ।!-->…
Read More...
Read More...
ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦୁରମୁଣ୍ଡା ଗାଁର ଗତକାଲି ଅପରାହ୍ନ ୪ ଟାରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗୁଦୁରମୁଣ୍ଡା ଗାଁର ଅଖି ମିର୍ଦ୍ଧାଙ୍କ ପୁଅ ସୁଧୀର ମିର୍ଦ୍ଧା (୩୫) । ରାସ୍ତାରେ ଯାଉଥିବା ବେଳେ!-->…
Read More...
Read More...
କାର୍ରୁ ୮ପେଟି କଫ ସିରପ୍ ଜବତ,୨ଅଟକ
ପାଟଣାଗଡ : ବଲାଙ୍ଗିର ଜିଲ୍ଳ ପାଟଣାଗଡ ଉପଖଣ୍ଡ କପାଣୀ ଗାଁ ରୁ ପୋଲିସ ଏକ ଚାରିଚକିଆ ଗାଡି (ଓଡି ୦୩ ଆର ୫୩୨୫)ରେ ୧୨ ଶହ ବୋତଲ କଫ ସିରପ୍ ଜବତ କରିଛି । ବେଆଇନ ଭାବରେ କଫ ସିରପ୍ ଚାଲାଣ ହେଉଥିବା ସୂଚନା ପାଇ ପାଟଣାଗଡ ପୋଲିସ୍ ଓ ବେଲପଡା ପୋଲିସ୍ର୍ ମିଳିତ ଉଦ୍ୟମ ରେ ଗାଡିଟିକୁ ପିଛା!-->…
Read More...
Read More...
ରାଜ୍ୟରେ ପୁଣି ୪୫ଜଣଙ୍କ ମୁଣ୍ଡ ନେଲା କରୋନା, ୩୦୮୭ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଉପରତଳ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ!-->…
Read More...
Read More...
ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୨ଟି ଜିଲ୍ଲାକୁ ଏ ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।କୋରାପୁଟ, ମାଲକାନଗିରି,!-->…
Read More...
Read More...
ଲକଡାଉନ ପ୍ରଭାବ : ଶ୍ରୀମନ୍ଦିର ହୁଣ୍ଡିରୁ ମିିଳିଲା ମାତ୍ର ଏତିକି ଟଙ୍କା
ପୁରୀପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବୁଧବାର ମାତ୍ର ୯୫୨ ଟଙ୍କା ଦାନ ମିଳିଛି । ଗତ ମଙ୍ଗଳବାର ଦିନ ଚଳିତ ବର୍ଷର ସର୍ବନିମ୍ନ ୨୩୦ଟଙ୍କା ଦାନ ରାଶି ମିଳିଥିଲା ।ଏହା ପୂର୍ବରୁ ମେ ୨୭ ରେ ୪୭୧ ଟଙ୍କା, ଏପି୍ରଲ ୨୭ ରେ ୧୫୩୦ ଟଙ୍କା ଆଦାୟ ହୋଇଥିଲା । ଏହି ଦୁଇ ତାରିଖରେ ସୁନା ଓ ରୂପା ଦାନ ଶୂନ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଓ
କେନ୍ଦୁଝର,୩୦/୬- ଆଜି ଆନନ୍ଦପୁର ବ୍ଳକ ଶିକ୍ଷା ଉପ ଶିକ୍ଷାଧିକାରୀ (ଏବିଓ ) ଶ୍ରୀ ଅଭିମନ୍ୟୁ ସାହୁ ଆନନ୍ଦପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ପଣସ ଡିହା ୟୁଜି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର!-->…
Read More...
Read More...
କଣ୍ଟାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
କଣ୍ଟାମାଳ,୩୦/୬- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବା ଜଣାଯାଇଛି । ଏହି ଅବସରରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ!-->…
Read More...
Read More...
କଣ୍ଟାମାଳରେ ପୁଣି ଲୁଟେରା ଲୁଟିନେଲେ ଭାରତ ଫାଇନାନ୍ସର ୧ ଲକ୍ଷ ୨୦ ହଜାର ଟଙ୍କା : ୧୧ ବର୍ଷରେ ୧୧ ଥର ଲୁଟ୍ ହୋଇ…
କଣ୍ଟାମାଳ,୩୦/୬- ଆଜି ଅପରାହ୍ନରେ ବୌଦ୍ଧଜିଲ୍ଲା କଣ୍ଟାମାଳ-ନାରାୟଣପ୍ରସାଦ ରାସ୍ତାର ତିଲକାମାଲ ଛକଠାରେ ୬ଜଣ ଲୁଟେରା ସଂଘବଦ୍ଧ ଆକ୍ରମଣ କରି ଭାରତ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରି ନେଇଥିବା ଜଣାଯାଇଛି । କମ୍ପାନୀର କାର୍ଯ୍ୟାଳୟ ଠାରୁ ମିଳିଥିବା!-->…
Read More...
Read More...
ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା
ଗଣିଆ,୩୦/୬- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତ ରୁ ତିନୋଟି ସ୍କୁଲରୁ ୩ ଜଣ ଶିକ୍ଷକ ଗୋଟାଏ ଦିନରେ ଏକା ସାଙ୍ଗରେ ଅବସର ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ କିଶ୍ୱର ପ୍ରସାଦ ପଞ୍ଚାୟତର ଜନତା ଏମଇ ସ୍କୁଲ କିଶ୍ୱରପ୍ରସଦରୁ ଲକ୍ଷ୍ମଣ ବେହେରା, ରାସଙ୍ଗ ଗ୍ରାମ ପଞ୍ଚାୟତର!-->…
Read More...
Read More...