Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ବଢିଲା ତୈଳ ଦର
ନୂଆଦିଲ୍ଲୀ: ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଘଟିଛି । ଆଜି ତୈଳଦର ବିଭିନ୍ନ ସ୍ଥାନରେ ୨୫ରୁ ୨୮ ପଇସା ଲେଖାଏ ମହଙ୍ଗା ହୋଇଛି । ଫଳରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଏକାଧିକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ!-->…
Read More...
Read More...
ପୁଣି ୩୮ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୨୯୫୭ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଷଣ୍ଢର ଶବସତ୍କାର କଲେ ଯୁବ ସ୍ବେଚ୍ଛାସେବୀ
ହରଭଙ୍ଗା,୨୨/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବିରନସିଂହପୁର ପଂଚାୟତର ନୂଆପଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ଏକ ଷଣ୍ଢର ମୃତ୍ୟୁ ହୋଇଥିବାବେଳେ ରାସ୍ତାରେ ଦୀର୍ଘ ସମୟ ଧରି ପଡିରହିଥିଲା । ପରେ ଅଂଚଳର ଯୁବ ସମାଜସେବୀମାନେ ଷଣ୍ଢର ପାର୍ଥିବ ଶରୀରକୁ ଏକ ଜେସିବି ଦ୍ବାରା!-->…
Read More...
Read More...
କଣ୍ଟାମାଳ କଲେଜ ପକ୍ଷରୁ ଭର୍ଚୁଆଲ ଯୋଗ ଶିବିର
କଣ୍ଟାମାଳ,୨୧/୬- କଣ୍ଟାମାଳ ପଞ୍ଚାୟତ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତମ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ଶିକ୍ଷାବିଭାଗ ଅଧ୍ୟାପକ ସନ୍ତୋଷକୁମାର ବିଶି ମୁଖ୍ୟଅତିଥ ôଭାବେ ଯୋଗଦେଇ ଯୋଗ!-->…
Read More...
Read More...
ଚାଷୀଙ୍କୁ ମିଳିନି ୨୦୧୫ ମସିହା ବୀମା ଛାଡ ଟଙ୍କା : ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ
କଣ୍ଟାମାଳ,୨୧/୬- ଚାଷୀଙ୍କ ବୀମା ଛାଡ ଅର୍ଥ ରଶି ପ୍ରଦାନ ପାଇଁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି!-->…
Read More...
Read More...
୩ ବର୍ଷହେଲା ଅସଂପୂର୍ଣ୍ଣ ଦେବଗଡ ଶବସତ୍କାର ଗୃହ, ପାଣିରେ ପଡିଲା ୨ଲକ୍ଷ ଟଙ୍କା
ହରଭଙ୍ଗା,୨୧/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମରେ ଶବସତ୍କାର ଗୃହ ନିର୍ମାଣ ପାଇଁଁ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫ୍ସି ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଆଜକୁ ନିର୍ମାଣ ଆରମ୍ଭ ହେବାର ତିନିବର୍ଷ ବିତିଯାଇଥିଲେହେଁ ଶବସକ୍ରାର ଗୃହଟି ସଂପୂର୍ଣ୍ଣ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ମାଲ୍ବାହୀ ଟ୍ରକ
ଦଶପଲ୍ଲା,୨୧/୬ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ ଟା ସମୟରେ ଏକ ଲୁହାପ୍ଲେଟ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ!-->…
Read More...
Read More...
କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ!-->…
Read More...
Read More...