Browsing Category

ରାଜ୍ୟ

ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ

ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗଦିବସ ଅନୁଷ୍ଠିତ

ଗଣିଆ,୨୧/୬- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କୋରନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସକୁ ଜାରିରଖିବା ସହିତ ରାସଙ୍ଗ ପଞ୍ଚାୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଶିବାଶିଷ ମିଶ୍ର ଘର ଘର
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଜପତି,୨୧/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ସୁସ୍ଥ ରହେ । ପ୍ରତ୍ୟେକ ବ୍ୟକ୍ତି
Read More...

ଏନ୍‌ଏସ୍‌ଏସ୍‌ ପକ୍ଷରୁ ଯୋଗ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୨୧/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ମା ମାହେଶ୍ୱରୀ
Read More...

ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ ପାଳନ

ହରଭଙ୍ଗା,୨୧/୬- କୋରନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ମୂଖ୍ୟ କାର୍ଯ୍ୟାଳୟ ଏବଂ କ୍ଲବ୍ ର ବ୍ଲକର
Read More...

ଆସନ୍ତାକାଲି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାର ଏହି ସ୍ଥାନରେ ଟିକାକରଣ ନିମନ୍ତେ ସ୍ଲଟ ବୁକିଂ

ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ନିମନ୍ତେ Cowin portalରେ Slots ଖୋଲାଯାଇଛି। ହିତାଧିକାରୀମାନେ ଟିକାକରଣ ନିମନ୍ତେ ନିଜର ପଂଜିକରଣ କରିବାକୁ ଅନୁରୋଧ।୨୨ ଜୁନ୍ (ମଙ୍ଗଳବାର), ସକାଳ ୮ ରୁ ମଧ୍ୟାହ୍ନ ୧
Read More...

ବାଇକ୍ ସହ ବିଦେଶୀ ମଦ ଜବତ, ୨ ଗିରଫ

ଚଣ୍ଡିଖୋଲ: ବଡଚଣା ବ୍ଲକ ପାରିଆ ପଞ୍ଚାୟତ ବରୁଣିଆସ୍ଥିତ ଅଫିସ ସାମ୍ନା ରାସ୍ତାରେ ଏକ ବାଇକ ଯୋଗେ ୨ଜଣ ଯୁବକ ୪୦ଗୋଟି ବିଦେଶୀ ମଦ ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବୈରୀ ଥାନା ଏଏସ୍‌ଆଇ ଅନିଲ ସାହୁ, ଏ.ଆଇ ବିଶ୍ୱଜିତ ବିଶ୍ୱାଳ, ପୁଲିସ କର୍ମଚାରୀ ଅସରଫ ଅଲ୍ଲୀ ରାଜ ବାଇକ ସହ
Read More...

ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର:ଆଜି ସ୍ଥାନୀୟ ସୁବର୍ଣା ନାରୀଜାଗରଣ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱ।ଭିମାନ,ମହିଳା ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଆତିଥି ଭାବରେ ଗୋରେଖ ନାଥ ସାହୁ ଓ ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପିକା
Read More...