Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୭ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତକଲା ପୋଲିସ, ୩ଜଣ ଗିରଫ
ଫୁଲବାଣୀ,୩୧/୫- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁମନ୍ତ କହଁର, ପୀତବାସ କହଁର ଏବଂ କୁମର ବେହେରା!-->…
Read More...
Read More...
ବାଉଁଶୁଣୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟ ଶୁଭାରମ୍ଭ
ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବାଉଁଶୁଣୀ ନୋଡାଲ ଉଚ୍ଚବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟ ଆଜି ହୋଇଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା!-->…
Read More...
Read More...
ଘରଘର ବୁଲି କରୋନା ପରୀକ୍ଷା କଲେ ସ୍ବାସ୍ଥ୍ୟ କର୍ମଚାରୀ
ଦଶପଲ୍ଲା,୩୧/୫ :- ସଚେତନତା ର ଅଭାବ ହେଉ କିମ୍ବା ସାମାଜିକ ବାସନ୍ଦ ଭୟରେ କରୋନା ପରୀକ୍ଷା କେନ୍ଦ୍ରକୁ ଆସୁନାହାନ୍ତି ଜନସାଧାରଣ । ଏଣୁ ଆଜି ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ବାଣିଗୋଛା ଗ୍ରାମ ପଂଚାୟତର ଉଦ୍ୟମୀ ସରପଂଚ ଭୋବନି କରଣ ,ଡା କାଳୀପ୍ରସାଦ ଷଡ଼ଙ୍ଗୀ ,ଫାର୍ମାସିଷ୍ଟ ରବିନାରାୟଣ!-->!-->!-->…
Read More...
Read More...
ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୩୧/୫- ବୌଦ୍ଧବ୍ଲକ ମଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସି ଆର ସି ସି ଏବଂ ନିଜ ନିଜର ପରିବାର କରୋନା ପ୍ରତି ସଚେତନ ରହିବା, ନିଜ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ!-->…
Read More...
Read More...
ଦୀର୍ଘଦିନ ହେଲା ପଡିରହିଛି ପାନୀୟଜଳ ପ୍ରକଳ୍ପ, ଶୀଘ୍ର ମରାମତି ପାଇଁ ଦାବି
ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲୀ ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୬ମାସ ହେବ ଅଚଳ ହୋଇପଡିରହିଛି । ଏହାକୁ ମରାମତି କରିବାପାଇଁ ଗ୍ରାମବାସୀ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଦାବି!-->…
Read More...
Read More...
ବୌଦ୍ଧ: ଆଜି ୨୦୯ କରୋନା ପଜିଟିଭ ଚିହ୍ନଟ, ଝଗଡୁଗାଡିଆ ଗ୍ରାମରୁ ସର୍ବାଧିକ ୯୪
ବୌଦ୍ଧ,୩୧/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...