Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଣ୍ଟାବାଞ୍ଜିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକାକରଣ
କଣ୍ଟାବାଞ୍ଜି,୧୧/୫- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶରେ ଆଜି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡସିଲଡ଼ ଟୀକାର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲା,!-->…
Read More...
Read More...
ବୌଦ୍ଧ ସମେତ ୧୬ଟି ଜିଲ୍ଲାରେ ଆର୍ଟିପିସିଆର ଟେଷ୍ଟିଂ ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ…
ଭୁବନେଶ୍ୱର :କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ ବୌଦ୍ଧ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର ମାଲକାନଗିରି ,ନୂଆପଡା!-->…
Read More...
Read More...
କାଳବୈଶାଖୀ ପ୍ରଭାବରେ ବୌଦ୍ଧଜିଲ୍ଲାରେ ବର୍ଷା, ତାତିରୁ ଆଶ୍ୱସ୍ତି
ବୌଦ୍ଧ,୧୧/୫- ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସକାଳୁ ଆକାଶ ମେଘାଛନ୍ନ ଥିବା ଦିନ ପ୍ରାୟ ୧୦ ଘଣ୍ଟା ବେଳେ ହଠାତ୍ ପବନ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଦୁଇଦିନ ପୁର୍ବରୁ ମନମୁଣ୍ଡା ଓ!-->…
Read More...
Read More...
ବଲାଙ୍ଗୀର ହସପିଟାଲରେ 2ଭିନ୍ନ ଲାଞ୍ଚ ଭିଡିଓ ଭାଇରାଲ, ଆକ୍ସନ ବି ଭିନ୍ନ
ବଲାଙ୍ଗୀର,୧୧/୫ - କିଛିଦିନ ତଳେ ବଲାଙ୍ଗୀର BBMCH ଓ ପାଟଣାଗଡ ଉପଖଣ୍ଡ ହସପିଟାଲର 2ଟି ଅଲଗା ଅଲଗା ଲାଞ୍ଚ ଦାବୀ କରୁଥିବା 2ଟି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସିଡିଏମଓ ଡ. ଭୀମ ସାହୁ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଗୋଟେ!-->…
Read More...
Read More...
ବୌଦ୍ଧ : ଆଜି ଜିଲ୍ଲାରେ 152 କରୋନା ପଜିଟିଭ, ତୁକୁଲୁଣ୍ଡା ଗ୍ରାମରୁ ସର୍ବାଧିକ 31 ଚିହ୍ନଟ
ବୌଦ୍ଧ,୧୧/୫ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି 152 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା 152!-->…
Read More...
Read More...
ବାଉଁଶୁଣୀ ଦୈନିକ ବଜାର ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର
ବୌଦ୍ଧ/ବାଉଁଶୁଣୀ,୧୧/୫ - ବାଉଁଶୁଣୀ ଛକ ନିକଟରେ ବହୁ ଦିନରୁ ବସୁଥିବା ଦୈନିକ ବଜାରକୁ କରୋନା ସମୟରେ ପୁନର୍ବାର ହାଇସ୍କୁଲ ପଡିଆ ନିକଟକୁ ଆଜି ଠାରୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଗତବର୍ଷ ମଧ୍ୟ କରୋନା ପାଇଁ ପଡିଆ ପାଖକୁ ବଜାର ଉଠା ଯାଇଥିଲା ଓ କରୋନା ସଂକ୍ରମଣ କମିବା ପରେ!-->!-->!-->…
Read More...
Read More...
ଗଜପତିରେ ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୦/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୧ ଜଣ, ଗୋଶାଣି ବ୍ଳକରେ ୧୧ ଜଣ,ଗୁମ୍ମା ବ୍ଳକରୁ ୩ ଜଣ,କାଶୀ ନଗର ବ୍ଳକରୁ ୧୪ ଜଣ, ମୋହନା ବ୍ଳକରୁ ୧୬!-->…
Read More...
Read More...
ଆରପାରିରେ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆ, ବିଭିନ୍ନ ମହଲରେ ଶୋକ
ବୌଦ୍ଧ,୧୦/୫ - ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆଙ୍କ ଆଜି ପରଲୋକ ହୋଇଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେଲା ଶ୍ରୀ ବସ୍ତିଆ ଅସୁସ୍ଥ ଅନୁଭବ କରୁଥିଲେ ଓ ନିଜ ଘର କଣ୍ଟାମାଳବ୍ଲକ ଶୁଣ୍ଢିପଦର ଗ୍ରାମରେ ଥିଲେ । ଆଜି ସକାଳେ ଗୁରୁତର ହେବାରୁ!-->…
Read More...
Read More...