Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଁଳାପାଲି ହେଲା କଣ୍ଟେନମେଣ୍ଟ ଜୋନ, ଚାରିକଡରୁ ଘେରାବନ୍ଦୀ
ବୌଦ୍ଧ ,୮/୫- ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମରେ କ୍ରମାଗତ କରୋନା ପଜିଟିଭ ଚିନ୍ହଟ ହେବା ଓ ଗୋଟିଏ ଦିନରେ ସର୍ବାଧିକ 32 ଜଣ ଆକ୍ରାନ୍ତ ଚିନ୍ହଟ ହେବା ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ଜଣା ପଡିଛି l ଆଜି ଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ କଟକଣା ଜାରୀ!-->…
Read More...
Read More...
ଡ୍ରେନ ନାହିଁ, ଗାଆଁ ଦାଣ୍ଡରେ ବହୁଛି ନଳକୂପର ଉଦବୃତ ପାଣି
ବୌଦ୍ଧ,୮/୫- ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ଥିବା ନଳକୂପ ଗୁଡିକର ଉଦବୃତ ପାଣି ଗାଆଁ ଦାଣ୍ଡରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି l ନଳକୂପ ଗୁଡିକରେ ସକପିଟ ନଥିବା କାରଣରୁ ଓ ଗାଆଁ ଦାଣ୍ଡରେ ଡ୍ରେନ ନଥିବା ହେତୁ!-->!-->!-->…
Read More...
Read More...
ବୌଦ୍ଧ : ୧୭୮ ସଂକ୍ରମିତ ଚିହ୍ନଟ, ଭେଜିଗୋରାରୁ ସର୍ବାଧିକ ୨୬ ଜଣ
ବୌଦ୍ଧ,୮/୫ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହରଭଙ୍ଗା ବ୍ଲକ୍ ଭେଜିଗୋରାରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ବ୍ଲକ୍ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍ପୁର୍!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ବୌଦ୍ଧ,୮/୫ - ଜାତୀୟ ରାଜପଥ ନମ୍ବର୍ 57 ର ମର୍ଯାଦପୁର୍ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗତକାଲି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଠାରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ଓଡ଼ି 05 ଏ.ସି. 0863!-->!-->!-->…
Read More...
Read More...
ଦୁର୍ଘଟଣାରେ ମେଡିକାଲ ଛାତ୍ର ଆହତ
ଦଶପଲ୍ଲା,୮/୫ - ଗତକାଲି ରାତି ପ୍ରାୟ ୧୧.୪୫.ସମୟରେ କଟକରୁ କିଛି ମେଡିକାଲ ଛାତ୍ରଙ୍କୁ ନେଇ ବଲାଙ୍ଗୀର ଯାଉଥିବା, ରାଜ୍ୟ ପରିବହନ ନିଗମର ଏକ ବସ୍ ବାଣିଗୋଛା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ, ଏକ ପଣସ ଗଛରେ ମାଡ ହୋଇଯିବା ଫଳରେ , ଦୁଇ ଡ଼୍ରାଇଭରଙ୍କ ସମେତ ୫ ଜଣ ମେଡିକାଲ ଛାତ୍ର!-->!-->!-->…
Read More...
Read More...
ବୌଦ୍ଧରେ ପ୍ରତିଷ୍ଠା ହେବ ମେଡିକାଲ୍ ଅକ୍ସିଜେନ ପ୍ଲାଣ୍ଟ
ବୌଦ୍ଧ ,୭/୫- ବୌଦ୍ଧ ଠାରେ ଏକ ପିଏସଏ ମେଡିକାଲ ଅକ୍ସିଜେନ ପ୍ଳାଂଟ ଭାରତ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣା ପଡିଛି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଜମି ଯୋଗାଣ ସହିତ ଆବଶ୍ୟକ ସହଯୋଗ ପ୍ରଦାନ ନିମନ୍ତେ!-->!-->!-->…
Read More...
Read More...
ଜଳିଗଲା କାର୍
ଦଶପଲ୍ଲା,୭/୫- ଆଜି ଅପରାନ୍ହ ସାଢେ ୩ଟା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ଶନି ମନ୍ଦିର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ପୋଡି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ ବଲାଙ୍ଗୀର ଅଭିମୂଖ ଯାଉଥିବା ବେଳେ!-->!-->!-->…
Read More...
Read More...
ବୌଦ୍ଧଜିଲ୍ଲାରେ ସାମ୍ବାଦିକଙ୍କ ଟୀକାକରଣ ଆରମ୍ଭ
ବୌଦ୍ଧ,୭/୫ - ଆଜି ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା କରିବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାଧାରୀଙ୍କୁ ଟୀକାଦେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି!-->…
Read More...
Read More...
ଜବରଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମି ଓ ସରକାରୀ ଜମି ଉଚ୍ଛେଦ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ “ସାନହାମରା’…
ଦଶପଲ୍ଲା,୭/୫- ଜଙ୍ଗଲ ଓ ବନ୍ୟ ସମ୍ପଦର ସୁରକ୍ଷା, ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଏବଂ ବୃକ୍ଷରୋପଣ ନିମନ୍ତେ ସରକାର ବନବିଭାଗ ଜରିଆରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ବର୍ଷା କରାଇବାରେ ବୃକ୍ଷର ଭୂମିକା ଅତ୍ୟନ୍ତ!-->…
Read More...
Read More...
ଜିଲ୍ଲା କୃଷି ଅଧିକାରୀଙ୍କ କରୋନାରେ ମୃତ୍ୟୁ
ଦଶପଲ୍ଲା,୭/୫ - ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା, ବଢି ଚାଲିଥିବାବେଳେ ଗତକାଲି ନୟାଗଡ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ!-->…
Read More...
Read More...