Browsing Category

ରାଜ୍ୟ

ବୌଦ୍ଧ: ସୁନାବେଶରେ ହଜାରହଜାର ଶ୍ରଦ୍ଧାଳୁଙ୍କୁୁ ଦର୍ଶନଦେଲେ ଶ୍ରୀଜୀଉ

ବୌଦ୍ଧ,୧୭/୭:- ଆଜି ମହାପ୍ରଭୁଙ୍କ ଦିବ୍ୟ ବେଶ ସୁନାବେଶକୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନରେ ବୌଦ୍ଧସ୍ଥିତ ରଥଖଳାରେ ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ
Read More...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ,୧୫ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ସେଥିପାଇଁ ଆଜି ସକାଳୁ ସକାଳୁ
Read More...

ବିଦେଶୀ ମଦ ଅଧିକ ମୂଲ୍ୟରେ ବିକ୍ରି ବିରୁଦ୍ଧରେ ଅଭିଯୋଗ

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ବିଭିନ୍ନ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି | ଗ୍ରାହକ ବିଲ୍ ମାଗିଲେ ଦୀଆ ଯାଉନାହିଁ। ଯଦି ବା କିଛି ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ସେଥ୍‌ରେ ଧାର୍ଯ୍ୟ
Read More...

ନିଷ୍କାସନ ହୋଇ ପାରୁନି ନର୍ଦମା ପାଣି

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରେ ପାରଳା ରାଜ ପରିବାର ପକ୍ଷରୁ ବିଭିନ୍ନ କେନାଲ ଓ ଡ୍ରେନେଜ ମାନ ନିର୍ମାଣ କରାଯାଇଥିଲା I ପର୍ଯ୍ୟାୟ କ୍ରମେ ପ୍ରଶାସନିକ ଅବହେଳା ଯୋଗୁଁ କିଛି କେନାଲରେ ଅନାବନା ଗଛ ଉଠିଲାଣି ତ ଆଉ କିଛି କେନାଲରେ ଆବର୍ଜନା
Read More...

ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳିରେ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ
Read More...

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରଜାତି ବୃଦ୍ଧି ନେଇ ଲକ୍ଷ୍ୟ

ସମ୍ବଲପୁର : ସମ୍ବଲପୁର ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓ ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଚିତା ମୃଗ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହୋଇଛି। ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟି ହରିଣ ସ୍ଥାନାନ୍ତରିତ
Read More...

ସାମ୍ବାଦିକ ଙ୍କୁ ଧମକ

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅନ୍ତର୍ଗତ ବାଉଁଶଲୁଣ୍ଡି -୧ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଖବର ପ୍ରସାରଣ କରିଥିବା ସାମ୍ବାଦିକ ଙ୍କୁ ଧମକ ଦିଆଯାଉଛି। ମଙ୍ଗଳବାର " ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ଅଭିଯୋଗ" ଶୀର୍ଷକରେ ପ୍ରତିଦିନ
Read More...

ମୌଳିକ ସୁବିଧା ରୁ ବଞ୍ଚିତ ଘୋଡ଼ାଡ଼ିଆଁ ଗାଁ

ହରଭଙ୍ଗା : ସରକାର ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ସବୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ଥିବାର ଡିଂଡିଂମ ପିଟି ଆସୁଥିବା ବେଳେ ଅବହେଳିତ ହୋଇ କିଛି ନାହିଁ ନାହିଁ ରେ ଆଦିମ ଜନ ବସତି ଘୋଡାଡିଆଁ ଗାଁ l ବିଜେଡି ଶାସନ ର 24ବର୍ଷ ର ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ ବାବୁ ଉକ୍ତ
Read More...

କୃତଜ୍ଞତା ଜଣାଇଲେ ବିଧାୟକ

ନୟାଗଡ଼ - ପଞ୍ଚମ ଥର ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ନିମନ୍ତେ ସେ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକ ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହିତ ଜନତାଙ୍କୁ କୃତଜ୍ଞତା ଜଣାଉଛନ୍ତି । ଆଜି ନୟାଗଡ଼ ବ୍ଲକର ନବଘନପୁର, ଲେଙ୍କୁଡ଼ିପଡ଼ା,
Read More...

ଦୁଷ୍କର୍ମ ଅଭିଯୋଗରେ ଦଣ୍ଡିତ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ଆଜି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମାମଲାର ୧୪ ଜଣ ସାଖି, ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ୧୦
Read More...