Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବକୃଷ୍ଣ ସାହୁ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକୃଷ୍ଣ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ପାଳନ ହୋଇଯାଇଛି I ଡ଼ିମିରିଝରି ଗ୍ରାମର ଗ୍ରାମବାସୀ ଓ ବିଦ୍ୟାଳୟ କମିଟିର ମିଳିତ ଆନୁକୂଲ୍ୟରେ ଆଜିର ଏହି!-->…
Read More...
Read More...
କନ୍ଧମାଳ ପୁଲିସ ପକ୍ଷରୁ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସାପତ୍ର
ଫୁଲବାଣୀ : କନ୍ଧମାଳ ପୁଲିସ୍ ପକ୍ଷରୁ ଏସ୍.ପି ଶୁଭେନ୍ଦୁ ପାତ୍ର ୧୨ ଜଣ ସ୍ଵେଚ୍ଛାସେବୀଙ୍କୁ ପ୍ରଶଂସା ପତ୍ର ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଗତ ମଇ ୨୮ ତାରିଖ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିସାହି ନିକଟରେ ଏକଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ!-->…
Read More...
Read More...
ଲାୟନ୍ସ କ୍ଲବ ବରଗଡ଼ର ସ୍ଥାପନା ଦିବସ
ବରଗଡ଼ : ମଙ୍ଗଳବାର ଦିନ ସ୍ଥାନୀୟ ଟୁଲି ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଲବର ୪୫ ତମ ସ୍ଥାପନା ଦିବସ ସଭାପତି କିଶନ ଲାଲ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଲାୟନ୍ ଦୀପକ ବଲୋଦିଆ ସଂପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା!-->…
Read More...
Read More...
ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀର ମୁଖ୍ୟ ପ୍ରବେଶ ପଥ ଅଠରନଳା
ପୁରୀ : ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀର ମୁଖ୍ୟ ପ୍ରବେଶ ପଥ ଅଠରନଳା ଓ ତା ସଲଗ୍ନ ବହୁ ପୁରାତନ ମୂଷାନଇ। ଦୁଇ ଦୁଇଟି ଯୋଜନାରେ ଉଭୟ ଅଠରନଳା ସୌନ୍ଦର୍ଯୀକରଣ ଓ ମୂଷା ନଈ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରଯାଇଥିଲେ ମଧ୍ୟ ଅବସ୍ଥା ଯଥାପୂର୍ବ ତଥାପର। ତେବେ ଅଠରନଳା!-->…
Read More...
Read More...
ବାଲୁକା ଚିତ୍ରକଳାରେ ଶୁଭେଛା
ପୁରୀ : ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ଦ୍ବିତୀୟ ପଦକ ଜିତିଛି। ୧୦ ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ମ୍ୟାଚ୍ରେ ଉଭୟ ଭାରତୀୟ ଶୁଟର ମନୁ ଓ ସରବଜୋତ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତୀୟ!-->…
Read More...
Read More...
ଜଙ୍ଗଲୀ ହାତୀର ଆତଙ୍କ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଭଳିଆପଦର ଅଞ୍ଚଳରେ ବୁଲୁଚି ଜଙ୍ଗଲୀ ହାତୀ,ବନବିଭାଗ ନଜର ରଖିବା ସତ୍ତ୍ୱେ ଲୋକେ ଆତଙ୍କିତ ଅଛନ୍ତି I ସୂଚନା ଅନୁଯାଇ ମଙ୍ଗଳବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜର ଶଗଡା ସେକ୍ସନର ଭଳିଆପଦର ଅଞ୍ଚଳରେ ଏକ ମାଇହାତୀ ବୁଲୁଥିବା!-->…
Read More...
Read More...
ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍
ବାଲିଗୁଡ଼ା : ବିଳମ୍ବିତ ରାତିରେ ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିପଳ ସାହିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ କାରଟି କେଉଁ କାରଣରୁ ଜଳିଗଲା ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ ସବୁଦିନ ଭଳି ସମିର ବଳିଆରସିଂ ନିଜ ଘର!-->…
Read More...
Read More...
ପୋଖରୀରେ ବୁଡି ଯୁବକ ମୃତ
ବୌଦ୍ଧ : ପୋଖରୀରେ ବୁଡି ୨୨ ବର୍ଷୀୟ ଯୁବକ ମୃତ। ମୃତକ ଜଣକ ହେଲେ ବୌଦ୍ଧ ଥାନା ସମ୍ପୋଚ ପଞ୍ଚାୟତ ସୁବଳୟା ଗ୍ରାମର ସୁଜିତ୍ ପାତ୍ର। ଆଜି ପ୍ରାୟ ଅପରାହ୍ନ ସମୟରେ ଗାଁ ପୋଖରୀରେ ଶୌଚ କରୁଥିବା ବେଳେ ବୁଡି ଯାଇଥିବାର ସୂଚନା ମିଳିଛି l ପୋଖରୀ ହୁଡାରେ ଚପଲ ଗାମୁଛାକୁ ନଜର କରି ପାଣିରେ!-->…
Read More...
Read More...
ଶିଶୁ ଚାଲାଣ ବନ୍ଦ ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ
ବୌଦ୍ଧଗଡ : ମଙ୍ଗଳବାର ବୌଦ୍ଧ ଠାରେ ଥିବା ଜଳ ଛାୟା କାର୍ୟ୍ୟାଳୟର ସଭାଗୃହ ଠାରେ ବିଶ୍ବ ଯୁବ କେନ୍ଦ୍ର ପକ୍ଷରୁ ଶିଶୁ ଚାଲାଣ ବନ୍ଦ ସମ୍ପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବରେ ଜଲଛାୟା!-->…
Read More...
Read More...
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ଦେବଗଡ଼ : ବାରକୋଟ ବ୍ଲକ୍ ସଇଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲ୍ଲୁଙ୍ଗ ଯୋଗଦେଇ ଆସିଥିବା ୮୮ ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ସଂପୃକ୍ତ ବିଭାଗୀୟ!-->…
Read More...
Read More...