Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହରମ ଉପଲକ୍ଷେ ଶାନ୍ତି କମିଟି ବୈଠକ
ଚମ୍ପୁଆ,୧୬ା୭: ଚମ୍ପୁଆ ଥାନା ସଭା ଗୃହ ଠାରେ ଏସଡିପିଓ ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ମହରମ ପର୍ବ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନ ଗିରିଜା ଶଙ୍କର ସାହୁ ଯୋଗ ଦେଇଥିବା ବେଳେ ଥାନା ଅଧିକାରଣୀ ଦେବକୀ!-->…
Read More...
Read More...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତରପଶ୍ଚିମ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ଘଡ଼ଘଡ଼ି ସହିତ!-->…
Read More...
Read More...
ଆବାସିକ କମିଶନର ପଦବୀରୁ ହଟିଲେ ଆଇପିଏସ ରବି କାନ୍ତ
ଭୁବନେଶ୍ୱର: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବି କାନ୍ତଙ୍କୁ ହଟାଇ ଦେଇଛନ୍ତି । । ତେବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି ।
ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ!-->!-->!-->…
Read More...
Read More...
ତେଲେଙ୍ଗାନାରେ ଆଦିବାସୀ ଦିବ୍ୟାଙ୍ଗ ଦାଦନ ଶ୍ରମିକ ବନ୍ଧକ ଘଟଣା,ଦାଦନ ସର୍ଦ୍ଦାର କୋର୍ଟ ଚାଲାଣ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ବାଗଦୋର ପଞ୍ଚାୟତ ସର୍ଗିପାଲି ଗାଁର ଆଦିବାସୀ ଦିବ୍ୟାଙ୍ଗ ଦାଦନ ଶ୍ରମିକ ଚୈତନ୍ୟ ଛତ୍ରିଆ(୨୫)ଙ୍କୁ ଉକ୍ତ ଥାନା ଥୁଡିବାହାଲ ଗାଁର ଦାଦନ ସର୍ଦ୍ଦାର କାଳିଆ ମହାନନ୍ଦ ଓରଫ୍ ରତ୍ନାକର ତେଲେଙ୍ଗାନାର ସୋମଶାବାଦ ଜିଲ୍ଲା ଅନ୍ତର୍ଗତ ଆରସିଗୁଡା ସ୍ଥିତ!-->…
Read More...
Read More...
୧.୨୮ ମିନିଟରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ପୁରୀ : ଗୋଟାଏ ୨୮ମିନିଟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଏହି ସମୟ ଶୁଭ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଥିବାରୁ ସେହି ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯିବ ବୋଲି ଶ୍ରୀ ରଥ କହିଛନ୍ତି । ଏହା ପୂର୍ବରୁ!-->…
Read More...
Read More...
ଦକ୍ଷିଣମୋଡ଼ ହେଲା ଦର୍ପଦଳନ ଓ ତାଳଧ୍ୱଜ ରଥ, ଆସନ୍ତାକାଲି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ
ପୁରୀ : ହେରାପଞ୍ଚମୀ ନିତି ସମ୍ପର୍ଣ୍ଣ ହେବା ପରେ ଆଜିଠାରୁ ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି । ସକାଳଧୁପ ପରେ ମହାପ୍ରଭୁଙ୍କ ଠାରୁ ତିନିରଥ ଲାଗି ଆଜ୍ଞାମାଳ ବିଜେ ହୋଇଥିଲା । ତାପରେ ଆରମ୍ଭ ହୋଇଥିଲା ତିନିରଥର ଦକ୍ଷିଣ ମୋଡ । ବିଧିପରମ୍ପରା ଆଧାରରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ!-->…
Read More...
Read More...
୪୪ତମ ହେରାପଞ୍ଚମୀ ଭଜନ ସମାରୋହ; କଣ୍ଠଶିଳ୍ପୀ ଇରା ମହାନ୍ତି ପାଇଲେ ମାଖନଲାଲ ହାଲଦାର ସ୍ମୃତି ସମ୍ମାନ
ପୁରୀ : ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୪୪ତମ ହେରାପଞ୍ଚମୀ ଭଜନ ସମାରୋହ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ମର୍ଯ୍ୟାଦାଜନକ ମାଖନଲାଲ ହାଲଦାର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ସମରୋହକୁ ଓଡ଼ିଶା!-->…
Read More...
Read More...
ପାରଳାରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ ହୋଇଯାଇଛି । ଆଷାଢ଼ ମାସର ଶୁକ୍ଳ ପଞ୍ଚମୀରେ ହେରା ପଞ୍ଚମୀ ପାଳିତ ହୋଇଥାଏ । ମାଆ ମହାଲକ୍ଷ୍ମୀଙ୍କୁ ଏକା ଛାଡି ପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ!-->…
Read More...
Read More...
ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ତଳିକୁ ଗରା ଓ ଝରାପାଣି ଭରସା
ଚମ୍ପୁଆ : ନିଅଣ୍ଟିଆ ବର୍ଷା ଯୋଗୁଁ ଲୁଚକାଳି ଖେଳ ପାଇଁ ଚଳିତବର୍ଷ ଚମ୍ପୁଆ ବ୍ଳକରେ ଗଜାମରୁଡିର ସମ୍ଭାବନା ଦେଖାଯାଇଥିବା ବେଳେ ବର୍ଷକର ଆହାର ପାଇଁ ଚାଷୀ ଅଭିନବ ପ୍ରୟାସ ଜାରିରଖିଥିବା ଦେଖିବାକୁ ମିଳିଛି । ଏପରିକି ବର୍ଷା ଅଭାବରୁ ବୁଣାଧାନ ଅପେକ୍ଷା ରୁଆ ଧାନଚାଷ ଲକ୍ଷ୍ୟ ରଖୁଥିବା ଚାଷୀ!-->…
Read More...
Read More...
୯ ଜଣ ଚୋରା କୋଇଲା ପାଉଁଶ ବେପାରୀଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ
ଚୌଦ୍ୱାର: କୋଇଲା ପାଉଁଶ ଚୋରି ବେଳେ ମାଡି ବସିଲା ଚୌଦ୍ୱାର ପୋଲିସ । ଗତ ୧୦ ତାରିଖ ରେ ଅଜୟ ବେହେରା ନାମକ ଜଣେ ବ୍ୟକ୍ତି ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ, ଗତ ୯ ତାରିଖ ରାତି ରେ ଚୌଦ୍ୱାର କଜଳଖଣା ସ୍ଥିତ ଇଡ଼କୋ ଜମି ରେ ଗଦା ହୋଇରହିଥିବା କୋଇଲା ପାଉଁଶକୁ କିଛି ସନ୍ଦିଗ୍ଧ!-->…
Read More...
Read More...