Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାବତ ମା’ କାଟିଦେଲା ୯ ବର୍ଷ ଝିଅର ଗାଲ
ବାଲିଗୁଡ଼ା,୩/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ପଡ଼ା ଗାଁରେ ଅଭାବନୀୟ ଘଟଣା । ୯ବର୍ଷର ଝିଅର ଗାଲକୁ ବ୍ଲେଡରେ କାଟିଦେଲା ସାବତ ମା' । ଘଟଣାସ୍ଥଳରେ ପହଞ୍ଚିଲା ଚାଇଲ୍ଡ ଲାଇନ୍ ଟିମ୍ । ପୀଡ଼ିତାକୁ ଉଦ୍ଧାର କରିବାସହ ଚାଇଲ୍ଡ ଲାଇନ୍ ଟିମ୍ ପକ୍ଷରୁ ଥାନାରେ ଅଭିଯୋଗ । ସୂଚନା!-->…
Read More...
Read More...
ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକଲା ଅବକାରୀ ବିଭାଗ
ବୌଦ୍ଧ,୩/୧୨ - ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ବାଉଁଶୁଣୀଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ଦୁମୁଦୁମା ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ଚଢାଉକରି ବିପୁଳ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୩/୧୨ - ଆଜି ଜିଲ୍ଲାରେ ପୁଣି ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ ପଜିଟିଭକୁ ମିଶାଇଲେ ଆଜି ସୁଦ୍ଧା ୨୭୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ତନ୍ମଧ୍ୟରୁ ୨୭୦୯ ଜଣ ସୁସ୍ଥ!-->…
Read More...
Read More...
ହରଭଙ୍ଗା ବିଡିଓ ଓ କର୍ମଚାରୀଙ୍କ ପ୍ରଶଂସା କଲେ ବିଭାଗୀୟ ନିର୍ଦ୍ଦେଶକ
ବୌଦ୍ଧ,୩/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ବ୍ଲକର ବିଡିଓ ଓ କର୍ମଚାରୀଙ୍କ ପ୍ରଶଂସା କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର!-->…
Read More...
Read More...
କୁନି ଚିତ୍ରକର ସ୍ଥିତିପ୍ରଜ୍ଞାଙ୍କ ତୁଳୀର ଚମକ
ବୌଦ୍ଧ,୩/୧୨ - ତୁଳସୀ ଦୁଇ ପତ୍ରରୁ ବାସେ । ମଣିଷ ଭିତରେ ଥିବା ପ୍ରତିଭା ପିଲାଟି ଦିନରୁ ପରିପ୍ରକାଶ ହୋଇଥାଏ । ବିନା ତାଲିମରେ ବିନା ଶିକ୍ଷାରେ ମଧ୍ୟ ତାହାର ଚମକ ଦେଖିବାକୁ ମିଳେ । ଏଭଳି ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆମ ଜିଲ୍ଲାର ଜଣେ କୁନି ପ୍ରତିଭା ସ୍ଥିତିପ୍ରଜ୍ଞା । ବୌଦ୍ଧବ୍ଳକ!-->…
Read More...
Read More...
ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ସବ୍ଷ୍ଟେସନ
ବୌଦ୍ଧ/ଜହ୍ନାପଙ୍କ,୩/୧୨ - ବୌଦ୍ଧବ୍ଲକ୍ ଜହ୍ନାପଙ୍କ ନିକଟ ପୋଡାବଲସ ଗ୍ରାମଠାରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଦ୍ୟୁତ ବିଭାଗର ଗ୍ରୀଡ଼ ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ହୋଇ ପଡିଛି । ଦୀର୍ଘ ଦିନରୁ ପାଚେରୀ ନିର୍ମାଣ କରିବା କିମ୍ବା ତାର ବାଡ ଦେବା ପାଇଁ ଦାବି ହେଉଥିବା ବେଳେ ଆଜି!-->…
Read More...
Read More...
ରାଜ୍ୟରେ ପୁଣି ୪୩୪ କରୋନା ପଜିଟିଭ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୦୩ ।୧୨ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୦୧୭ରେ ପହଞ୍ଚିଛି ।!-->…
Read More...
Read More...
ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ :ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ…
ଭୁବନେଶ୍ବର,:ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ବୌଦ୍ଧ: ତିନିଦିନର ବିରତି ପରେ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨/୧୨- ଲଗାତାର ତିନିଦିନ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁନ ରହିବାପରେ ଆଜି ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ ପଜିଟିଭକୁ ମିଶାଇଲେ ଆଜି ସୁଦ୍ଧା ୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ!-->…
Read More...
Read More...
ପୁଣି ରାଜ୍ୟରେ ୪୮୦ କରୋନା ପଜିଟିଭ ଚିହ୍ନଟ, ୬ମୃତ
ଭୁବନେଶ୍ୱର ୦୨ ।୧୨ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୫୮୩ରେ ପହଞ୍ଚିଛି ।!-->…
Read More...
Read More...