Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖାଲିପଡିଛି ବହୁ ପଦବୀ, ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ କେବେ ?
ପାରଳାଖେମୁଣ୍ଡି,୧୨/୧୧- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ଜିଲ୍ଲା କୃଷି ଅଧିକାରୀ ପଦବି ଖାଲି ପଡ଼ିଛି ।!-->…
Read More...
Read More...
ବାଲିଗୁଡ଼ା ବିଡ଼ିଓଙ୍କ ବଦଳି ଦାବୀ ପ୍ରସଙ୍ଗ ୮ ଦିନରେ ପହଞ୍ଚିଲା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଜନ ପ୍ରତିନିଧିଙ୍କ…
ବାଲିଗୁଡ଼ା,୧୨/୧୧: ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ସହ ଅଞ୍ଚଳର ଉନ୍ନତି ଦିଗରେ ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗରେ ଜନପ୍ରତିନିଧିଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଡ଼ିଓ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି!-->…
Read More...
Read More...
ଧାନର ମାନ ପରୀକ୍ଷଣ ତାଲିମ ଶିବିର
ବୌଦ୍ଧ,୧୨/୧୧ - ଆସନ୍ତା ଖରିଫ ୨୦୧୯ -୨୦ ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ଧାନର ମାନ ପରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ବୌଦ୍ଧ ସେବା ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ପକ୍ଷରୁ ଆୟୋଜିତ ଏହି ତାଲିମ କେନ୍ଦ୍ରରେ ବୌଦ୍ଧ ସହରାଞ୍ଚଳର ପ୍ରାୟ ୫୦ ଜଣ!-->…
Read More...
Read More...
ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୨/୧୧- ଗଜପତିରେ ଆଜି ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ୨ ଜଣ,ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇ ଛନ୍ତି । କରୋନା ଚିହ୍ନଟହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ!-->…
Read More...
Read More...
ପୁଣି ରାଜ୍ୟରେ ୯୮୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର ୧୨ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୮୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୯୮୬ରେ ପହଞ୍ଚିଛି ।!-->…
Read More...
Read More...
ବୌଦ୍ଧ ପାଇଁ ଗର୍ବ ଆଣିଛନ୍ତି ପ୍ରଫେସର ଡ. କରୁଣାକର ନନ୍ଦ
ବୌଦ୍ଧ,୧୨/୧୧ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ନନ୍ଦଙ୍କ ସୁପୁତ୍ର ପ୍ରଫେସର୍ ଡ଼. କରୁଣାକର ନନ୍ଦ ବୌଦ୍ଧ ପାଇଁ ଗୌରବ ଆଣି ଦେଇଛନ୍ତି l ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ତରଫରୁ ସଦ୍ୟ ପ୍ରକାଶିତ Applied Physics କ୍ଷେତ୍ରରେ!-->…
Read More...
Read More...
ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ପୁଣି ୧୭୦ ଏକର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡ଼ା,୧୨/୧୧: ଜୋର ଧରିଲା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚାଲିଛି ମିଳିତ ଅପରେସନ୍ । ବାଲିଗୁଡ଼ା ଥାନା ବଲମରପଦା ଓ ସିଟୁପାଜୁ ଜଙ୍ଗଲରେ ୧୭୦ ଏକର ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଏକ ଲକ୍ଷ ୭୦ ହଜାର ଗଞ୍ଜେଇ!-->…
Read More...
Read More...
ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ
କଣ୍ଟାବାଞ୍ଜି,୧୧/୧୧ - ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ!-->…
Read More...
Read More...
କଣ୍ଟାବାଞ୍ଜିରେ ଅନଙ୍ଗ ଉଦୟଙ୍କ ୭୫ତମ ଜନ୍ମଦିବସ ପାଳନ, ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ କମ୍ବଳ ବଣ୍ଟନ
କଣ୍ଟାବାଞ୍ଜି,୧୧/୧୧ - ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାସଂଦ ,ବର୍ତ୍ତମାନ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓଙ୍କ ୭୫ତମ ଜନ୍ମ ଦିବସ ପାଳନ ହୋଇଯାଇଛି । ଅନଙ୍ଗଙ୍କ ପ୍ଲାଟିନମ୍ ଜନ୍ମ ଦିନକୁ ବଲାଙ୍ଗିର ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ବିଜେଡି!-->!-->!-->…
Read More...
Read More...
ମେହେର ସୁପର ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସମ୍ବଲପୁର ଓ ଅନୁଗୁଳ
ବୌଦ୍ଧ/ବାଉଁଶୁଣି,୧୧/୧୧ - ବlଉଁଶୁଣି ଠାରେ ଚାଲିଥିବା 12 ଓଭର ବିଶିଷ୍ଟ ମେହେର ସୁପର ଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦୁଇ ଗୋଟି ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ସମ୍ବଲପୁର ଓ ଅନୁଗୁଳ ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି | ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚରେ ପ୍ରଥମେ!-->…
Read More...
Read More...