Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ କପା ବୋଝେଇ ଟ୍ରକ ଦୁର୍ଘଟଣା
ବୌଦ୍ଧ,୧/୧୨ - ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ ବୁଟୁପାଲି - ବଘିଆପଡା ରାସ୍ତାର କଂଟୁଆଣି ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ 7 ଘଣ୍ଟା ସମୟରେ ବଘିଆପଡା ଅଂଚଳରୁ ମଧ୍ୟ ପ୍ରଦେଶ ରାଜ୍ୟକୁ ଯାଉଥିବା!-->!-->!-->…
Read More...
Read More...
କୋଭିଡ୍ ବେଳେ ଏଡ୍ସ ରୋଗୀଙ୍କ ପାଇଁ ଦେବଦୂତ ସାଜିଥିଲେ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି
ବାଲିଗୁଡ଼ା,୧/୧୨: ଆଜି ବିଶ୍ୱ ଏଡ୍ସ ଦିବସ । ଦେଶ ଏବଂ ରାଜ୍ୟରେ ଏଡ୍ସ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ଏଡ୍ସ ସଂକ୍ରମଣ ବିଷୟରେ ସଚେତନ କରାଯାଉଛି । ମହାମାରୀ କରୋନା!-->…
Read More...
Read More...
ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ
ସମ୍ବଲପୁର : ଏଠାକାର ସଦର ରେଞ୍ଜ ଅନ୍ତର୍ଗତ ଯାଦୁଲୋଇସିଂ ସଂରକ୍ଷିତ ବଣରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ଏ ବିଷୟରେ ଜିଲ୍ଲା ବଣ ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ମୃତ ଦନ୍ତାହାତୀର ଆୟୁ ପ୍ରାୟ ୧୦ବର୍ଷ ଓ ସେଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର!-->…
Read More...
Read More...
ରାଜ୍ୟରେ ପୁଣି ୩୭୮ କରୋନା ପଜିଟିଭ ଚିହ୍ନଟ, ୫ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୧୦୩ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଜଣେ ଗୁରୁତର
ବୌଦ୍ଧ,୧/୧୨- ଗତକାଲି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ଚାରିଛକ - ଛତ୍ରଙ୍ଗ ରାସ୍ତାର ବାଇଶି ପଡା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ ସୋରିଷ ପଖାଳ ଗ୍ରାମର!-->…
Read More...
Read More...
କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ଜଣ ଶ୍ରମିକ ଉଦ୍ଧାର
ବାଲିଗୁଡ଼ା,୩୦/୧୧- କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ ଜଣ ଦାଦନ ଶ୍ରମିକ ଉଦ୍ଧାର । କେଉଁଝର ଓ କନ୍ଧମାଳ ଜିଲ୍ଲାରୁ ତାମିଲନାଡ଼ୁ ର ତିରୁପୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର କରିଛି କ.ନୂଆଗାଁ ପୋଲିସ୍ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍!-->…
Read More...
Read More...
ଏଲ.କେ.ବି.କେ. ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବୌଦ୍ଧ,୩୦/୧୧- ମହାମାରୀ କୋରାନାର ଏହି ବିପଦ ସଙ୍କୁଳ ପରିସ୍ଥିତିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ,ସରସରା ତରଫରୁ ଚତୁର୍ଥ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ!-->…
Read More...
Read More...
ଗଛ ଲଗାଇ ଦମ୍ପତି ପାଳିଳେ ଝିଅର ଜନ୍ମଦିନ
ସମ୍ବଲପୁର:ସ୍ଥାନୀୟ ଧନକଉଡା ବ୍ଲକର ଶାସନ ପଞ୍ଚାୟତ ଅନ୍ତର୍ଗତ ପଳସାପାଲି ଗ୍ରାମର ଗୋପାଳ ରାଉତ ଓ ପତ୍ନୀ ସୁରୁବୁଇ ରାଉତ ତାଙ୍କର ବଡ଼ ଝିଅ ଅଙ୍କିତା ରାଉତର ୧୩ତମ ଜନ୍ମ ଦିବସ ଉପଲକ୍ଷେ ନୂଆଖୁରୀ ଗାଁ ସ୍ଥିତ ମହିଳା କଲ୍ୟାଣ ଓ ପରିବେଶ ସୁରକ୍ଷା ସଙ୍ଗଠନର ସଂଗକ୍ଷିତ ଜାଗାରେ ଫଳ ବୃକ୍ଷରୋପଣ କରି!-->…
Read More...
Read More...
କଟକଣାକୁ ଫୁ: କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ମନ୍ଦିର ଆଗରେ ଭିଡ଼
ସମ୍ୱଲପୁର :କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ମନ୍ଦିରମାନଙ୍କରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ମନ୍ଦିରରେ ପୁଲିସ ମୁତୟନ ମଧ୍ୟ କରାଯାଇଛି । ହେଲେ ଲୋକଙ୍କ ଭାବନା ଆଗରେ ଏହାର ବିଶେଷ ପ୍ରଭାବ ଦେଖାଯାଉ ନାହିଁ ଓ କଟକଣାକୁ ଫୁ କରି ଅନେକ ମନ୍ଦିର ଓ!-->…
Read More...
Read More...
ବୌଦ୍ଧ : ଦ୍ୱିତୀୟ ଦିନବି ଜିଲ୍ଲାରେ କରୋନା ଆକ୍ରାନ୍ତ ଶୁନ
ବୌଦ୍ଧ,୩୦/୧୧ - ଆଜି ବୌଦ୍ଧ ଜିଲ୍ଲାରେ କେହି ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ମଧ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁନ ଥିଲା । ନଭେମ୍ବର ମାସ ଆରମ୍ଭରୁ ଜିଲ୍ଲାରେ କରୋନା ଗ୍ରାଫ୍ ନିମ୍ନଗାମୀ!-->…
Read More...
Read More...