Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ଗଛରେ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ
ବୌଦ୍ଧ,୧୪/୧୦ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ୟାସ!-->!-->!-->…
Read More...
Read More...
ଦୁର୍ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁତର
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ବାରିଙ୍ଗ ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ କାରରେ ବସିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବlଞ୍ଜିର ସହକାରୀ ନିର୍ବାହୀ ଯନ୍ତ୍ରୀ ନରସିଂହ ସ୍ୱାଇଁ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା!-->!-->!-->…
Read More...
Read More...
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଲଗାଣ ପ୍ରବଳ ବର୍ଷା ସତ୍ବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୭ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଯୁବ!-->…
Read More...
Read More...
ସହରାଞ୍ଚଳର ବିକାଶ ପାଇଁ ୮୮୫କୋଟି : ଅଟଳ ମିଶନ ଅମୃତ ଯୋଜନା କାର୍ଯ୍ୟକାରିତାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଅମୃତ ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ସରକାର ୫ ବର୍ଷ (୨୦୧୫-୨୦)ରେ ୮୮୫.୫୮ କୋଟି ଟଙ୍କା ଦେଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର,!-->…
Read More...
Read More...
ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍ରୁ ପାଣି!-->…
Read More...
Read More...
ଗଞ୍ଜେଇ ଚାଷ ଠାବ କରୁଛି ଇସ୍ରୋ
ଭୁବନେଶ୍ୱର: ଓଡିଶାର ଗଞ୍ଜେଇ ସବୁଠୁ ଭଲ । ଏକଥା ବଲିଉଡର ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତୀ କହିଥିଲେ । ସୁଶାନ୍ତ ସିଂ ରାଜପୁତ ମାମଲାରେ ଖୋଲତାଡ କରୁକରୁ ଏନ୍ସିବି ରୀୟାଙ୍କୁ ନିଶା କାରବାର ବେପାରରେ ଗିରଫ କରିବା ପରେ ରାଜ୍ୟ ପୁଲିସ ଓଡିଶାରେ କେଉଁଠାରେ କିପରି ଗଞ୍ଜେଇ ଚାଷ ହେଉଛି ସେ!-->…
Read More...
Read More...
ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୩/୧୦- ଗଜପତିରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାର!-->…
Read More...
Read More...
ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୩/୧୦- ଗଜପତିରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାର!-->…
Read More...
Read More...
ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉନ୍ନତି ସାମାନ୍ୟ ଆଶ୍ୱସ୍ତି ଆଣିଛି: ଆଜି ନୂଆ ୫୬ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଦୀର୍ଘ ମାସାଧିକ କାଳ ପର୍ଯ୍ୟନ୍ତ ସଂକଟ ଦେଇ ଗତି କଲା ପରେ ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କିଛି ବାଟକୁ ଆସି ଥିବାରୁ ଏଠାରେ ଲୋକେ ସାମାନ୍ୟ ଆଶ୍ୱସ୍ତି ରହିଛନ୍ତି । ଗତ ତିନିଦିନ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ନିରନ୍ତର ହ୍ରାସପାଉଛି, ଯାହାକି ମାସାଧିକ କାଳ!-->…
Read More...
Read More...
ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ
ପାରଳାଖେମୁଣ୍ଡି,୧୩/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା!-->…
Read More...
Read More...