Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଏପିଓଏସ୍ ମେସିନ୍ ମାଧ୍ୟମରେ ଗୃହ ଟିକସ ଆଦାୟ ଶୁଭାରମ୍ଭ
ବାଲିଗୁଡ଼ା,୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏମପିଓଏସ (ମୋବାଇଲ୍ ପଏଣ୍ଟ୍ ଅଫ୍ ସେଲ୍) ମେସିନ୍ ମାଧ୍ୟମରେ ଅନ୍ୟ ଲାଇନରେ ଗୃହ ଟିକସ ଆଦାୟ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା!-->…
Read More...
Read More...
ରାଜ୍ୟରେ ପୁଣି ୩୬୧୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଓ ସ୍ଥାନୀୟ ଅଂଚଳରୁ ୧୪୯୭ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୨୦ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୧୮୯୧ ରେ
ବୌଦ୍ଧ,୧/୧୦- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ୧୮୯୧ରେ ପହଞ୍ଚିଛି । ସିଡିଏମଓ ଡାକ୍ତର!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାରହୋଇ ୬୦୫୫ରେ ପହଞ୍ଚିଛି । ଏ ବିଷୟରେ ଏକମାତ୍ର ଉଲ୍ଲେଖନୀୟ ପକ୍ଷ ଏହାଯେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ଆରୋଗ୍ୟ ଲାଭ କରି ଘରକୁ!-->…
Read More...
Read More...
କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା
କଣ୍ଟାବାଞ୍ଜି,୧/୧୦- କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତାରେଣୀ ପାଢୀଙ୍କ ଗତ ମଙ୍ଗଳବାର ସକାଳେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ତିନି ଚାରି ଦିନ ହବ ଅସୁସ୍ଥ ଅବସ୍ଥାରେରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା!-->…
Read More...
Read More...
ତିନି ମାସ ପରେ ମଧ୍ୟ ମିଳିନାହିଁ ପ୍ରସବକାଳୀନ ଭତ୍ତା
ବୌଦ୍ଧ,୧/୧୦ - ପ୍ରସବର ତିନିମାସ ପରେ ମଧ୍ୟ ଜଣେ ନବ ପ୍ରସୂତିଙ୍କ ପ୍ରସବକାଳୀନ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଂଚାୟତ ସମାପାଜୁ ଗ୍ରାମର ଲିଲି ମଲ୍ଲିକ ଗତ ଜୁନ୍ ମାସ ୧୬ ତାରିଖ ଦିନ ବଘିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ!-->…
Read More...
Read More...
ବିଦ୍ୟୁତ ବିଭ୍ରାଟକୁ ନେଇ ବାଉଁଶୁଣୀ ଅଂଚଳରେ ଜନ ଅସନ୍ତୋଷ
ବୌଦ୍ଧ/ବାଉଁଶୁଣୀ,୧/୧୦ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଅଂଚଳରେ ଘନଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି । ଆଗାମୀ ଦିନରେ ବିଦ୍ୟୁତ୍ ଗ୍ରାହକମାନେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ନିୟମିତ!-->…
Read More...
Read More...
ବୌଦ୍ଧ : ବଜ୍ରାଘାତରେ ଜଣେ ମୃତ, ବ୍ୟାପକ କ୍ଷୟକ୍ଷତି
ବୌଦ୍ଧ ,୧/୧୦- ଗତକାଲି ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଥିବା ଜଣାପଡିଛି lମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମ ପଂଚାୟତର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ପ୍ରଧାନ (60!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି କାର ଜବତ, ୨ଜଣ ଗିରଫ
ଦାରିଙ୍ଗବାଡ଼ି,୩୦/୯: ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜଣେ ନାବାଳକ ହୋଇଥିବା ବେଳେ ଆଉ ଜଣେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପରପାଙ୍ଗା ଗ୍ରାମର ସାଗର!-->…
Read More...
Read More...
ଗଜପତିରେ ପୁଣି ୧୮ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୮ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୫ ଜଣ, ପାରଳା ପୌର ପରିଷଦରୁ ୨ଜଣ, ଆର ଉଦୟଗିରି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ!-->…
Read More...
Read More...