Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ା ପୋଲିସ୍କୁ ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ଚୋରାଚାଲାଣ ବେଳେ କାର୍ ସହ ୬୦କେଜିରୁ ଉର୍ଦ୍ଧ୍ୱ ଓଜନର…
ବାଲିଗୁଡ଼ା,୨୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍କୁ ମିଳିଛି ପୁଣି ସଫଳତା । ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ୬୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇଇ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଚାଲାଣରେ ବ୍ୟବହୃତ କାର୍ ଜବତ କରିବାସହ ଦୁଇଟି ଘଟଣାରେ ପାଞ୍ଚ ଜଣ ଚାଲାଣ କାଳୀଙ୍କୁ!-->…
Read More...
Read More...
ଶାରିରୀକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ଡେପୁଟି କଲେକ୍ଟରଙ୍କ ପତ୍ନୀ
ବୌଦ୍ଧ,୨୮/୯ - ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶରତ ବାଗଙ୍କ ନାମରେ ଶାରିରୀକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ତାଙ୍କର ପତ୍ନୀ ଦଲିୟା ଦେବନାଥ । ସ୍ୱାମୀଙ୍କ ନାମରେ ପରକୀୟା ପ୍ରୀତି ଅଭିଯୋଗ କରିବା ସହ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି!-->…
Read More...
Read More...
ରାସ୍ତାରୁ ପାଇଥିବା ଟଙ୍କା ଫେରାଇଲେ ଯୁବକ
ବୌଦ୍ଧ /ଜହ୍ନାପଙ୍କ,୨୮/୯ - ଦୁନିଆକୁ ଯେତେ ସ୍ୱାର୍ଥପର ବୋଲି ଆମେ କହିଲେ ମଧ୍ୟ ଏବେବି କିଛିଲୋକଙ୍କ ନିକଟରେ ମଣିଷପଣିଆଁ ରହିଛି । ଜହ୍ନାପଙ୍କ ଗ୍ରାମର ପ୍ରକାଶ ବାରିକ ଓ ବିଭୀଷଣ ପ୍ରଧାନ ସାଙ୍ଗ ହୋଇ ଯାଉଥିବାବେଳେ ଜହ୍ନାପଙ୍କ - ଖମାରୀପଡା ରାସ୍ତାର ମଦଭାଟି କେନାଲ ପୋଲ ନିକଟରୁ ଗତ ୨୫!-->…
Read More...
Read More...
ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ
ବୌଦ୍ଧ,୨୭/୯ - କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ | ମିଳିଥିବା ସୂଚନା ଅନୁଯାୟୀ ଲମ୍ବସରୀ ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ରହିଛି | ନଳକୂପର ମରାମତି!-->…
Read More...
Read More...
ସୁବାଷ ସାହୁ ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି ନିଯୁକ୍ତ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଛାତ୍ର ସଭାପତି ରୂପ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ କଲ୍ୟାଣପୁର ପଞ୍ଚାୟତ ଢାଉଆ ଗ୍ରାମର ଶ୍ରୀ ସୁବାଷ ଚନ୍ଦ୍ର ସାହୁ ମନୋନୀତ୍ବ ହୋଇଥିବାରୁ ଅଂଚଳବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାୟକ!-->…
Read More...
Read More...
ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ବାଣୀ କଲ୍ୟାଣ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ
ବିଜୁ ଜନତା ଦଳ ଯୁବ ସଂଗଠନକୁ ଅଧିକ ମଝବୁତ୍ କରିବା ଲକ୍ଷ୍ୟ ନେଇ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଯୁବ ଜନତା ଦଳକୁ ସଂପ୍ରସାରଣ କରିଛନ୍ତି l ବାଣୀ କଲ୍ୟାଣଙ୍କୁ ନୂତନ ଭାବେ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ମନୋନୀତ କରିଛନ୍ତି l!-->…
Read More...
Read More...
ଥମୁନି କରୋନା ଦିନକରେ ୩୯୨୨ନୂଆ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ରାଜ୍ୟ ସରକାର କରୋନା ସ୍ଥିତି ସମୀକ୍ଷା ବୈଠକରେ କରୋନା ନିୟନ୍ତ୍ରଣକୁ ଆସୁଛି, ଧିରେ ଧିରେ ସଂକ୍ରମଣ କମୁଛି ଏହିଭଳି କହୁଥିବା ବେଳେ ପ୍ରତ୍ୟେକ ଦିନ ତିନି ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ ରୋଗୀ ବାହାରୁଛନ୍ତି । ଆଜି ରାଜ୍ୟରେ ୩୯୨୨!-->…
Read More...
Read More...
କୋଭିଡ୍ ପରିଚାଳନାରେ ତୃଟି ନେଇ ଶାସକ ଦଳ ବିଧାୟକଙ୍କ ବିଷୋଦଗାର
ଭୁବନେଶ୍ୱର: କୋଭିଡ୍ ପରିଚାଳନା ନେଇ ବିରୋଧୀ ସବୁବେଳେ ଅଭିଯୋଗ ଆଣୁଥିବା ବେଳେ ଆଜି ଶାସକ ଦଳର ବିଧାୟକ ଉମାକାନ୍ତ ସାମନ୍ତରାୟ ବିଷୋଦଗାର କରିଛନ୍ତି । ଶ୍ରୀ ସାମନ୍ତରାୟ କୋଭିଡ୍ ପରିଚାଳନାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ ବୋଲି ସ୍ୱୀକାର କରିବା!-->…
Read More...
Read More...
ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ସାତ ମାସ ହେବ ରାଜ୍ୟର ସମସ୍ତ ସାଂସ୍କୃତିକ ଓ ଧାର୍ମିକ ପୀଠଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏବେ ଏହା ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି!-->…
Read More...
Read More...
ପୁରୀ ଓ କୋଣାର୍କକୁ ଆଜିଠୁ ଆରମ୍ଭ ହେଲା ମୋ ବସ୍ ସେବା
ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜିଠାରୁ ପୁରୀ ଓ କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା । ପୂର୍ବରୁ କଟକ-ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମୋ ବସ ସେବା ଚଳପ୍ରଚଳ କରୁଥିଲା । ଏବେ ପୁରୀ ଓ କୋଣାର୍କ ଯାତ୍ରୀମାନେ ଏହି ସୁବିଧା ପାଇବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା!-->…
Read More...
Read More...