ସୁବାଷ ସାହୁ ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି ନିଯୁକ୍ତ

0 60

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଛାତ୍ର ସଭାପତି ରୂପ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ କଲ୍ୟାଣପୁର ପଞ୍ଚାୟତ ଢାଉଆ ଗ୍ରାମର ଶ୍ରୀ ସୁବାଷ ଚନ୍ଦ୍ର ସାହୁ ମନୋନୀତ୍ବ ହୋଇଥିବାରୁ ଅଂଚଳବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ବିଧାୟକ ଅନନ୍ତ ନାରୟଣ ଜେନାଙ୍କୁ ପଂଚାୟତ ତରଫ ରୁ କୃତଙଜ୍ଞତା ଜ୍ଞାପନ କରାଯାଉଛି l ଶ୍ରୀ ସୁବାଷ ଚନ୍ଦ୍ର ସାହୁ ଛାତ୍ର ରାଜନୀତିରେ ଜଣେ ନୂଆ ଚେହେରା ହୋଇଥିଲେ ମଧ୍ୟ ସେ ଛାତ୍ରମାନଙ୍କ ଦ୍ଵାରା ଗ୍ରହଣୀୟ l ୨୦୦୬ ମସିହାରେ ପଟିଆ ରାଜା ମଧୁସୂଦନ ବିଜ୍ଞାନ ମହାବିଦ୍ୟାଳୟ ସଭାପତି ରହି ଆଜି ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ, ରାଜନୈତିକ କାଯ୍ୟରେ ନିଜକୁ ଜାତିତ ରଖି ଜତିତ ରଖି ଆସୁଛନ୍ତି l ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରସମାଜକୁ ନେଇ ଯେଉଁ ସ୍ବପ୍ନ ଯେପରି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ , ବୃକ୍ଷରୋପଣ ଏବଂ ସାମାଜର ଶେଷ ଧାଡିରେ ଥିବା ଲୋକ ପାଖରେ କିପରି ପ୍ରତ୍ୟେକ ଜନ କଲ୍ୟାଣକାରି ଯୋଜନା ପହଂଚିବ ସେଥିପାଇଁ ଅବିଶ୍ରାନ୍ତ ପରିଶ୍ରମ କରିବା ପାଇଁ ସଂକଳ୍ପ ବଦ୍ଧ ।

hiranchal ad1
Leave A Reply

Your email address will not be published.

four × 3 =