Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । । ୨୪ ଘଣ୍ଟା ମଧ୍ୟରେ ୨୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୩୬୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୮/୧୦- ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୨ ଜଣ, ପାରଳା ପୌର ପରିଷଦରୁ ଜଣେ, ଆର ଉଦୟଗିରି ବ୍ଳକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ!-->…
Read More...
Read More...
ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ
ପାରଳାଖେମୁଣ୍ଡି,୧୮/୧୦(ହୀ.ପ୍ର)- ଗଜପତି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଟ୍ୟନିର୍ଦ୍ଦେଶକ, ନାଟ୍ୟକାର, କଳାକାର ତଥା ନାଟ୍ୟ ସଙ୍ଗଠକ ଓ ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଠାରେ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ।!-->…
Read More...
Read More...
ଘାଟିରେ ପଡ଼ିଛି ୨ ଜଣକ ମୃତ ଦେହ ଏହା ହତ୍ୟା ନା ଦୁର୍ଘଟଣା ପୋଲିସର ତଦନ୍ତ
ଫୁଲବାଣୀ,୧୮/୧୦ :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲି ପଦର ଘାଟିରେ ରାତିରେ ୨ ଜଣ ଯୁବକଙ୍କ ମୃତ ଦେହ ପଡ଼ିରହିଛି ।ସୂଚନା ଅନୁଯାୟୀ ୨ ଜଣ ରାଇକିଆ ରୁ ତୁମୁଡ଼ିବନ୍ଧ ନିଜ ଘରକୁ ଫେରୁଥିଲେ । ଘଟଣା ସ୍ଥଳରେ ତୁମୁଡ଼ି ବନ୍ଧ ଓଆଇସି ବାବା ସରାଫ ପହଞ୍ଚି ଏହା ଦୁର୍ଘଟଣା ନା ହତ୍ୟା ଏନେଇ!-->…
Read More...
Read More...
ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର
ବୌଦ୍ଧ,୧୮/୧୦- ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଗ୍ରାମ ପଂଚାୟତର କାତର୍ଡl ଗ୍ରାମରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କାତର୍ଡl ଗ୍ରାମରେ ରହୁଥିବା ଦେବାର୍ଚ୍ଚନ ମାଝୀ (50) ଓ ତାଙ୍କର ସ୍ତ୍ରୀ ମଥୁରା!-->…
Read More...
Read More...
ଟ୍ରାନ୍ସଫରମର ଫାଟିଯିବାରୁ 4 ଦିନ ହେଲା ଗାଆଁ ଅନ୍ଧାର
ବୌଦ୍ଧ,୧୮/୧୦ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମରେ ଥିବା ବିଦ୍ୟୁତ୍ ବିଭାଗର ଟ୍ରାନ୍ସଫରମର ଗତ 15 ତାରିଖ ସକାଳେ କୌଣସି କାରଣରୁ ଫାଟି ଯିବା ଫଳରେ ଗତ 4 ଦିନ ଧରି କୁଲୁତାଜୋର୍ ଗ୍ରାମ୍ ଅନ୍ଧାରରେ ଥିବା ଜଣାପଡିଛି l ଟ୍ରାନ୍ସଫର୍ମର ଫାଟି ଯାଇଥିବା ସମ୍ପର୍କରେ ବିଦ୍ୟୁତ!-->…
Read More...
Read More...
ଗଛରେ ଟ୍ରକ ପିଟି ହୋଇ ଡ୍ରାଇଭର ଓ ହେଲପର ଗୁରୁତର
ଫୁଲବାଣୀ,୧୭/୧୦:କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଖାରିନାଳରେ ପାଖରେ ଏକ ଟ୍ରକ ଗାଡ଼ି ନମ୍ବର ଏପି ୧୬ ଟିଇ ୬୩୨୫ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଗଛରେ ପିଟିହୋଇଛି। ଟ୍ରକଟି ବିଶଖାପାଟଣା ରୁ ରାଇପୁର କୋଇଲା ନେଇ ଯିବାବେଳେ ଏଭଳି ଘଟଣା ହୋଇଛି ।ଡ୍ରାଇଭର ଓ ହେଲପର ଗୁରୁତର ଆହାତ!-->…
Read More...
Read More...
କୋଭିଡ ନିୟମ ଅନୁଯାୟୀ କଣ୍ଟାବାଞ୍ଜିରେ ଦଶହରା ପୂଜା ପାଳିତ, ଆଜିଠୁ ନବରାତ୍ର ଆରମ୍ଭ
କଣ୍ଟାବାଞ୍ଜି ,୧୭/୧୦- କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସବୁ ପର୍ବପର୍ବାଣୀ ଫିକା ହୋଇଯାଇଥିବା ବେଳେ ପାର୍ବଣର ପର୍ବ ଦୁର୍ଗାପୂଜା ମଧ୍ୟ ଫିକା ପଡିଯାଇଛି । କରୋନା ଗାଇଡଲାଇନରେ ଏହି ନବରାତ୍ର ପୂଜା କରିବା ପାଇଁ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ବଲାଙ୍ଗୀରର ର୍ନିେଶ ରହିଛି । ଯାହାକୁ!-->…
Read More...
Read More...
ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୭/୧୦- ଗଜପତିରେ ପୁଣି ୭ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ମୋହନା ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୪ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି!-->…
Read More...
Read More...
ପାରଳାରେ ଜାଗାମିଶନ କାର୍ଯ୍ୟକ୍ରମ ଉଦଘାଟିତ ୮୯୦ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ
ପାରଳାଖେମୁଣ୍ଡି,୧୭/୧୦- ରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମ ଆଜି ପାରଳାଖେମୁଣ୍ଡି ଠାରେ ଉଦଘାଟିତ ହୋଇଯାଇଛି । ପାରଳା ପୌରପରିଷଦ ତରଫରୁ ଗତ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଉଦଯାପିତ ହୋଇଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ!-->…
Read More...
Read More...