Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାହିଯାତ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ
ପୁରୀ : ଶ୍ରୀକ୍ଷେତ୍ର ରେ ହେବାକୁ ଥିବା ସାହି ଯାତ କୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ବାଲି ସାହି ଆଖଡା ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ସାହିଯାତ ପୁରୀ ର ଐତିହ୍ୟ,!-->…
Read More...
Read More...
ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ଛାଟ
ବୌଦ୍ଧ : ନୂଆପାଲି ହାଇସ୍କୁଲର ଶିକ୍ଷକଙ୍କୁ ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ବଦଳି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ lଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜନୈତିକ ସମ୍ପୃକ୍ତି ଥିବା ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବୌଦ୍ଧ!-->…
Read More...
Read More...
ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ : ଜଣେ ଗିରଫ
ବରଗଡ : ବରଗଡ ବନବିଭାଗ ଦ୍ୱାରା ହିମାଚଳପ୍ରଦେଶକୁ ଚାଲାଣ ହେଉଥିବା ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏବଂ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ!-->…
Read More...
Read More...
ଜୟନ୍ତୀଗଡ଼ଠାରେ ଧୂମଧାମରେ ପାଳିତ ହେଲା ଇଦ୍ ଉଲ୍ ଫିତର
କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଜୟନ୍ତୀଗଡଠାରେ ଆଜି ସକାଳ ୬.୩୦ମି ସମୟରେ ମୁସଲମାନ ବସ୍ତିର ମସଜିଦରେ ଏକ କାଳୀନ ୬୦୦୦ ହଜାର ମୁସଲମାନ ପୁରୁଷ ଓ ସ୍ତ୍ରୀଲୋକ ନମାଜ ପାଠ କରିଥିଲେ । ଏହି ପ୍ରାର୍ଥନା ସଭାର ସୁଚାରୁପରେ ପରିଚାଳନା ପାଇଁ ମହିଳା ନମାଜି!-->…
Read More...
Read More...
ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ
ନୂଆଗାଁ : ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ!-->…
Read More...
Read More...
ମହା ଆନନ୍ଦରେ ପାଳିତ ହେଲା ଇଦ୍ ଉଲ୍ ଫିତର
ଘୁ.ଉଦୟଗିରି: ମୁସଲମାନ ସଂପ୍ରଦାୟ ମାନଙ୍କର ସବୁ ଠାରୁ ବଡ଼ ପର୍ବ ଇଦ ଉଲ ଫିତର । ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସି ମନରେ ଏହି ଭାଇଚାରାର ପର୍ବକୁ ବିଶ୍ୱ ବାସୀଙ୍କ ଖୁସି କାମନା କରି!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିଭଳି ବାଲିଗୁଡା!-->!-->!-->…
Read More...
Read More...
ଚୋରାବନ୍ଧୁକ ଜବତ୍, ଜଣେ ଗିରଫ
ଦଶପଲ୍ଲା : ) ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ । ଏହି ଅଂଚଳର ଅଧିକାଂଶ ବ୍ୟକ୍ତି ନିଜ ପାଖରେ ଦେଶୀ ବନ୍ଧୁକ ରଖି ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତକାଲି ରାତିରେ ବାଣୀଗୋଛା ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଡ଼କ୍ଟର ହ୍ୟାନିମେନଙ୍କ ଜୟନ୍ତି ପାଳିତ
ବରଗଡ଼: ହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ ଡ଼କ୍ଟର ସାମୁଏଲ ହ୍ୟାନିମାନ ୧୭୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୭୯୬ ମସିହାରେ ଏକ ଯୁଗାନ୍ତକାରୀ ଚିକିତ୍ସା ବିଜ୍ଞାନ ଉଦ୍ଭାବନ କରିଥିଲେ । ତାଙ୍କର ଚେଷ୍ଟା ଓ ନିଷ୍ଠା ବଳରେ ଏହି ଚିକିତ୍ସା ବିଜ୍ଞାନ ସାରା ବିଶ୍ୱରେ ପରିଚିତ!-->…
Read More...
Read More...
ବିଜେଡି ଗଠନକଲା ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି
ଭୁବନେଶ୍ୱର: ବିଜେଡି ପକ୍ଷରୁ ବୁଧବାର ଦିନ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରାଯାଇଛି । ଏହି ଇସ୍ତାହାର କମିଟିରେ ୩୮ ଜଣିଆ ସଦସ୍ୟ ରହିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ଚନ୍ଦ୍ରଶେଖର ସାହୁ ।
ସେହିପରି କମିଟିରେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା!-->!-->!-->…
Read More...
Read More...