Browsing Category

ରାଜ୍ୟ

ଦୁର୍ଦ୍ଦିନରେ ପାରଳା ମୂର୍ତ୍ତି କାରିଗର

ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସହରର ମୂର୍ତ୍ତିକାରିଗରଙ୍କ ଜୀବନଜୀବିକା କଷ୍ଟକର ହୋଇ ପଡିଛି।କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗରଙ୍କ ବିକ୍ରି ବଟା କଷ୍ଟକର ହୋଇ ପଡିଛି। ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀରେ ମାଟି ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରି
Read More...

ରାଜ୍ୟକୁ ଅଧିକ ସାର ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କଲେ କୃଷିମନ୍ତ୍ରୀ ଡ.ସାହୁ

ଭୁବନେଶ୍ୱର : ଚଳିତ ଖରିଫ ଚାଷ ପାଇଁ ରାଜ୍ୟକୁ ଅଧିକ ୟୁରିଆ ସାରା ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କେନ୍ଦ୍ର ସାରା ମନ୍ତ୍ରୀ ମନୋଜ ସୁଖ ଭାଇ ମାଣ୍ଡଭିଅଙ୍କୁ ଭିଡିଓ
Read More...

ଖୋର୍ଦ୍ଧାରେ ହେବନି ଗଣେଶ ପୂଜା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜନୋତ୍ସବ ଉପରେ ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଏ ବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉ କି ଗାଁ ଗଣେଶ ପୂଜା
Read More...

ମହାନଦୀରେ ବନ୍ୟାର ପରିଦୃଶ୍ୟ : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ୩.୨୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ବ୍ୟାପକ ପରିମାଣରେ ନିଷ୍କାସନ ଯୋଗୁଁ ଏଠାକାର ମହାନଦୀରେ ବନ୍ୟା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଉପଭୋଗ କରିବା ପାଇଁ ଏଠାକାର ମହାନଦୀ କୂଳରେ ସ୍ଥାନେ ସ୍ଥାନେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ହୀରାକୁଦ
Read More...

ଗଜପତିରେ ପୁଣି ୪୨ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୪୨ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଶାଣୀରୁ୧୨ ଜଣ, ଗୁମ୍ମା ବ୍ଳକରୁ ୩ଜଣ, ପାରଳାପୌର ପରିଷଦରୁ ୧୨ଜଣ, ଆର ଉଦୟଗିରି ବ୍ଲକରୁ ୬ଜଣ ନୂଆଗଡ଼ ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ୫୩ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମଗ୍ର ରାଜ୍ୟରେ ଆଜିକାର ଘୋଷିତ ମୋଟ ୨୨୩୯ ଜଣ ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୫୩ ଜଣ ରହିଛନ୍ତି । ଜିଲ୍ଲାର ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ୧୫୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୯୯୦ ଜଣ ସୁସ୍ଥ ହୋଇ ଘରକୁ
Read More...

ହରଭଙ୍ଗା : ବନ୍ୟା ଥମିଲା, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କଲେ କୃଷି ଅଧିକାରୀ

ହରଭଙ୍ଗା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ବନ୍ୟା ଯୋଗୁଁ ୨ଟି ଗାଁ ମାଛଡା ଓ କୁତୁରୀ ପାଣି ଘେରରେ ଥିବାବେଳେ ହରଭଙ୍ଗା ବ୍ଲକର ବିଡିଓ ନିଳକଣ୍ଠ ବେହେରା ଓ
Read More...

୧୨୯ କୋଟି ଟଙ୍କାର ଜିଏସଟି ଠକ ସମ୍ବଲପୁରରୁ ଗିରଫ

ସମ୍ବଲପୁର : ଜାଲ ୱେବିଲ ଜରିଆରେ ୧୨୯ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ କଶ୍ମୀରା କୁମାର ଅଗ୍ରୱାଲଙ୍କୁ ଗତକାଲି ସମ୍ବଲପୁରରେ ଗିରଫ କରାଯାଇଛି । ଏଠାରେ ଗିରଫ କଲାପରେ ତାକୁ ରାଉରକେଲା ଏସଡିଜେଏମ କୋର୍ଟ ରେ ପ୍ରସ୍ତୁତ କରାଯାଇଥିଲା ଓ ତାହାର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ
Read More...

ଆଜି ବୌଦ୍ଧଜିଲ୍ଲାରେ ୫୩, କେବଳ ନାରାୟଣ ନଗର ଗ୍ରାମରୁ ୪୭ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୮/୮ - ଆଜି ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୮୨ରେ ପହଞ୍ଚିଲା । ଆଜି ମଧ୍ୟ ନାରାୟଣନଗର ବାଦ୍‌ ପଡିନାହିଁ ଓ ଉକ୍ତ ଗ୍ରାମରୁ ୪୭ କରୋନା
Read More...

ରାଜ୍ୟରେ ପୁଣି ୨୨୩୯ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ
Read More...