Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗ୍ନୀବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଲେ କନ୍ଧମାଳ ସାଂସଦଙ୍କ ସ୍ୱତନ୍ତ୍ର ପ୍ରତିନିଧି ଦଳ
ଦଶପଲ୍ଲା: ଗତକିଛି ଦିନତଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମତାପର ଉତ୍ତାପ ଯୋଗୁଁ ବହୁ ଆଦିବାସୀ ଲୋକଙ୍କ ଘରେ ନିଆଁ ଲାଗିଯିବାରୁ ସେ ବାସହରା ହୋଇ ପଡିଥିବା ବେଳେ ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରତିନିଧି ଦଳ ଦଶପଲ୍ଲାର ବିଭିନ୍ନ ଅଗ୍ନୀ!-->…
Read More...
Read More...
ଭଞ୍ଜନଗର ସ୍ୱତନ୍ତ୍ର ଉପ କାରାଗାରରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର: ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ତାଲୁକା ଆଇନ ସେବା କମିଟି ଭଂଜନଗର ଦେବଦତ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଉପ କାରାଗାର, ଭଞ୍ଜନଗରରେ ଅପରାଧିକ ପ୍ରକ୍ରିୟା ସଂହିତାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମରେ ପୁରୀ ଆଞ୍ଚଳିକ ପରିବହନ ବିଭାଗର ସଫଳତା, ଆଠ ଦିନରେ ୨୬ ଲକ୍ଷ ୭୩ ହଜାର ୩୨୭…
ପୁରୀ : ଅପ୍ରେଲ ୧ରୁ ୮ ତାରିଖ ସୋମବାର ଯାଏଁ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ୍ର ମିଳିତ ସହଯୋଗରେ ସଦମହକୁମାର ବାସେଳି ସାହି ସମେତ ଜିଲ୍ଲାର ବିଭିନ୍ନ ଜାଗାରେ ଏକ ସପ୍ତାହ ସ୍ପେଶାଲ୍ ଡ୍ରାଇଭ ଓ ୮ ତାରିଖ ରେ ଅଚାନକ ଚଢାଉ କରାଯାଇଛି । ସ୍ପେଶାଲ ଡ୍ରାଇଭରେ ୧୩ ଜଣ ମଦୁଆ ଚାଳକଙ୍କ!-->…
Read More...
Read More...
ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଲାବଣ୍ୟଗଡ଼ ଠାରୁ ଏକ ବିଶାଳ ବାଇକ ରାଲୀରେ ବିଜେଡି ସାଂସଦ ପ୍ରାର୍ଥୀ ଭ୍ରୁଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।!-->…
Read More...
Read More...
କେରଳରେ ପ୍ରେମିକାକୁ ହତ୍ୟା,କୋଟଗଡ଼ ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ
ବାଲିଗୁଡ଼ା: କେରଳରେ ପ୍ରେମିକାକୁ ହତ୍ୟା, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ । କୋଟଗଡ଼ ପୋଲିସ୍ ସହାୟତାରେ ଅଭିଯୁକ୍ତକୁ ବାନ୍ଧିଲା କେରଳ ପୋଲିସ୍ । ମୃତକ ରାଇକିଆ ଥାନା ଚାଞ୍ଚେଡ଼ି ଅଞ୍ଚଳର ରୀତିକା ସାହୁ ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକ କୋଟଗଡ଼!-->…
Read More...
Read More...
ବିଜେଡ଼ିରେ ଯୋଗଦେଲେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା
ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ମହିଧର ରଣା, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବୌଦ୍ଧ ଜିଲ୍ଲା!-->…
Read More...
Read More...
ଭଞ୍ଜନଗର ବେଲଗୁଣ୍ଠା ରାସ୍ତାରେ ବସ ଦୁର୍ଘଟଣା
ଭଞ୍ଜନଗର: ଆଜି ସକାଳ ୧୦.୩୦ ମିନିଟରେ ଭଞ୍ଜନଗର ବସଷ୍ଟାଣ୍ଡରୁ ଚିକମିକ ନାମକ ବସ ବାଲିପଦର ବୁଗୁଡା ଅଭିମୁଖେ ବାହାରିଥିଲା, କିନ୍ତୁ ଦୁଇ କିଲୋମିଟର ଗଲା ପରେ ନୂଆ ଗାଁ ବ୍ରିଜ ଠାରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଥିଲା । ବସରେ ୨୫ ରୁ ୩୦ ଯାତ୍ରୀ ବସିଥିଲେ ।!-->…
Read More...
Read More...
ଛାତରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ
ନୂଆଗାଁ : ନୂଆଗାଁ ବ୍ଲକ ସଦର ମହକୁମାରେ ବିଜୟ କୁମାର ପ୍ରଧାନଙ୍କ ଘର କାମ ଚାଲୁଥିବା ବେଳେ ଗଞ୍ଜାମ ପୋଲସରା କଲମ୍ବା ଗ୍ରାମର ରବିନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନଶ୍ରମିକ ଭାବେ କିଛିଦିନ ହେଲା କାମ କରୁଥିଲେ । ଆଜି ଦିନ ୧୦ଟା ସମୟରେ ଛାତ କାମ କରୁଥିବା ବେଳେ ରବିନ୍ଦ୍ର ପ୍ରଧାନ (୫୫)ଙ୍କ!-->…
Read More...
Read More...
ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ଦେବଗଡ଼/ରେଢାଖୋଲ:ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା!-->…
Read More...
Read More...
ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମାଇଜେସନ ଅନୁଷ୍ଠିତ
ପୁରୀ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ବା ଏନଆଇସି ସମ୍ମିଳନୀ କକ୍ଷରେ ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମାଇଜେସନ କରାଯାଇଥିଲା । ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି!-->…
Read More...
Read More...