Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଳାଜାଇରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ
ଶାସ୍ତ୍ରରେ ଶରୀରରେ ଥିବା କଳାଜାଇ ବା ତୀଳଚିହ୍ନର ବହୁତ ମହତ୍ୱ ରହିଛି । ନାଲିଜାଇ ଶରୀର ଯେକୌଣସି ଅଙ୍ଗରେ ଥିଲେ ତାହା ଶୁଭ ଫଳଦାୟକ ହୋଇଥାଏ । କିନ୍ତୁ କଳାଜାଇ ଶୁଭ ବି ଥାଏ ଏବଂ ଅଶୁଭ ଥାଏ । ତୀଳଚିହ୍ନର ମଧ୍ୟ ସମାନ ମହତ୍ୱ ରହିଛି । ଯଦି ଆପଣଙ୍କ ଶରୀରରେ କଳାଜାଇ ବା ତୀଳଚିହ୍ନ ଅଛି ତେବେ!-->…
Read More...
Read More...
ରାଜ୍ୟରେ ପୁଣି ୧୩୪୧ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ୧୦ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୧୩୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ବୌଦ୍ଧ: କଣ୍ଟାକ୍ଟ ଟ୍ରେସିଂ ତାଲିକା ମଧ୍ୟରୁ ପୁଣି ୧୦ ପଜିଟିଭ ଚିହ୍ନଟ
ବୌଦ୍ଧ,୧୧/୮ : ଆଜି ନୂତନ ଭାବରେ ପୁଣି ୧୦ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି ।!-->…
Read More...
Read More...
ଶାଶୁ ସଂକ୍ରମିତ ହେଲେ ବୋହୁଙ୍କୁ ନେଲେ କୋଭିଡ୍ ହସ୍ପିଟାଲ
ସୋନପୁର : ଗତକାଲି ସୋନପୁର ସଦର ପଟାଭାଡି ୱାର୍ଡ ନଂ ୧୦ ର ଗୋଟିଏ ପରିବାରର ମାଁ ଓ ପୁଅ ସଂକ୍ରମିତ ଜଣାପଡିବାପରେ ଦାୟିତ୍ୱରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ଉକ୍ତ ପରିବାରର ମାଁଙ୍କୁ ଛାଡି ପୁଅ ଓ ବୋହୁଙ୍କୁ ଜୋର କରି କୋଭିଡ୍ ହସ୍ପିଟାଲକୁ ନେଇଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗର!-->…
Read More...
Read More...
କଟକଣା ମଧ୍ୟରେ ଭକ୍ତି ଓ ନିଷ୍ଠାର ସହ ଜନ୍ମାଷ୍ଟମୀ ବ୍ରତ ପାଳିତ
ବୌଦ୍ଧ,୧୧/୮ - କରୋନା ମହାମାରୀ ଯୋଗୁଁ ଅନେକ ପର୍ବପର୍ବାଣୀ ଓ ଓଷା ବ୍ରତ ପାଳନ ଗତ ୫ ମାସ ଧରି ପ୍ରଭାବିତ ହେଉଛି । ଆଜି ପବିତ୍ର ଜନ୍ମାଷ୍ଟମୀ ବ୍ରତ । ବୌଦ୍ଧ ଜିଲ୍ଲାରେ ଲକ୍ ଡାଉନ ଓ ସଟ୍ ଡାଉନରେ ଗତକାଲି ଠାରୁ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ଟା ଯାଏଁ ଟିକିଏ କୋହଳ ହୋଇଥିଲେ ମଧ୍ୟ!-->…
Read More...
Read More...
ହରଭଙ୍ଗାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ଦାବି
ବୌଦ୍ଧ,୧୦/୮ - ବୌଦ୍ଧ ଗଡଜାତ ଅମଳରୁ ହରଭଙ୍ଗା ବିଶେଷ ମହତ୍ୱ ରଖିଆସିଛି । ବୌଦ୍ଧ ଗଡଜାତର ଏକ ପ୍ରମୁଖ ବ୍ୟବସାୟୀକ ଓ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଥିଲା । ରାଜା ନାରାୟଣ ପ୍ରସାଦ ଦେବଙ୍କ ଶାସନ କାଳରେ ହରଭଙ୍ଗାରେ ପୋଲିସ ଥାନା, ପ୍ରାଥମିକ ବିଦ୍ୟାଳୟ ଓ ଡାକ୍ତରଖାନା ଆଦି ପ୍ରତିଷ୍ଠା!-->…
Read More...
Read More...
ନିଜ ପରିଚୟ ଦେଇପାରୁନଥିବା ଯୁବକ ଉଦ୍ଧାର
ବୌଦ୍ଧ,୧୦/୮ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଶ୍ୟାମସୁନ୍ଦରପୁର୍ ଗ୍ରାମକୁ କେଉଁ ଆଡୁ ଚାଲି ଆସିଥିବା ଓ ମାନସିକ ସ୍ଥିତି ଭଲନଥିବା ଜଣେ ଯୁବକଙ୍କୁ ବୌଦ୍ଧ ଥାନା ପୋଲିସ୍ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ ଲୁଙ୍ଗିଟିଏ ପିନ୍ଧି ସାଂପୋଚ ଗ୍ରାମ ପଂଚାୟତ!-->…
Read More...
Read More...
ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ୫୧ୟୁନିଟ ରକ୍ତ ସଂଗ୍ରହ
ଫୁଲବାଣୀ:ସ୍ଥାନୀୟ ରକ୍ତଭଣ୍ଡାରଠାରେ ବିଜୁ ଜନତାଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଶିବିରକୁ ଉଦଘାଟନ କରିଥିଲେ । ବର୍ତମାନ ପରିସ୍ଥିତିରେ ସମଗ୍ର ଓଡ଼ିଶା କରୋନା ମହାମାରୀ ଦ୍ୱାରା କବଳିତ ହୋଇଥିବା ବେଳେ!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୧୭କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୯୧୬ରେ ପହଂଚିଛି।ସେଥିରୁ ଆଜି!-->…
Read More...
Read More...
ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନେବୁ ନିଷ୍ପତ୍ତି
ଭୁବନେଶ୍ୱର : କରୋନା ମହାମାରୀ ଭିତରେ ମନ୍ଦିର ଖୋଲିବା ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଜି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି କରୋନା ସ୍ଥିତି ଏବେବି ଜଟିଳ ରହିଛି । ଏହାସତ୍ତ୍ୱେ ଏହି ସ୍ଥିତିକୁ ଆକଳନ କରି ସରକାର ଖୁବଶୀଘ୍ର ରାଜ୍ୟର ସମସ୍ତ ମଠ,ମନ୍ଦିର ଓ!-->…
Read More...
Read More...