Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଇଁ ପୂଜାପାଠ
ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ଲୋଇସଂହା ବିଜେପି ଶାଖା ପକ୍ଷରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ପାର୍ଟି ଅଧକ୍ଷ ଅମିତ ଶାହ ଓ ଦେଶରେ କରୋନା ଭୁତାଣୁ ଶିକାର ହୋଇଥିବା ସମସ୍ତ ଭାରତୀୟଙ୍କ ଆରୋଗ୍ୟ କାମନା କରି ଯୋଗୀସରଡା ସ୍ଥିତ ଯୋଗେଶ୍ୱର ମନ୍ଦିର ଠାରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ!-->…
Read More...
Read More...
ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ଭୁବନେଶ୍ୱର : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପୁରୀର ଜଣେ ଶ୍ରଦ୍ଧାଳୁ ଓଡିଶା ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ସେ ତାଙ୍କର ଆବେଦନରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ରାଜ୍ୟରେ କରୋନା!-->…
Read More...
Read More...
ରାଜଧାନୀବାସୀଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି
ଭୁବନେଶ୍ୱର : ମହାମାରୀ କରୋନା ସମୟରେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ସୁଖଦ ଖବର ଆସିଛି । ତାହା ହେଉଛି ପ୍ରତି ରାଜଧାନୀବାସୀଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି(ଇମୁନିଟି) ବୃଦ୍ଧି ପାଇଛି ବୋଲି ଆର୍ଏମ୍ଆର୍ସି(ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର)ର ନିର୍ଦ୍ଦେଶିକ ଡକ୍ଟର!-->…
Read More...
Read More...
ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨ଶହ ଟପିଲା
ଭୁବନେଶ୍ୱର : ରାଜ୍ୟରେ ମୃତ୍ୟୁସଂଖ୍ୟା ୨ଶହ ଟପିଛି । ଆଜି ମହାମାରୀ କରୋନା ପୁଣି ୧୦ଜଣଙ୍କର ଜୀବନ ମଧ୍ୟ ନେଇଛି । ଏଥିରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରୁ ଜଣେ ୪୮ ବର୍ଷିୟ ପୁରୁଷ, ଜଣେ ୫୪ ବର୍ଷିୟ ପୁଲିସ ଓ ୫୪ବର୍ଷିୟା ମହିଳାଙ୍କ!-->…
Read More...
Read More...
ଲୁଟେର ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ୍ ପୁଲିସ
ଭୁବନେଶ୍ୱର : କମିଶନରେଟ୍ ପୁଲିସ ଆଜି ଏକ ବଡ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ନବନିଯୁକ୍ତ ଡିସିପି ଡକ୍ଟର ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ!-->…
Read More...
Read More...
ପ୍ରଶାସନିକସ୍ତରରେ ଅଦଳବଦଳ : ସନତ୍ ମହାନ୍ତି ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ
ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚୀଚ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ସନତ କୁମାର!-->…
Read More...
Read More...
ଅଜବ କରୋନା କଟକଣା: ରାକ୍ଷୀପୂର୍ଣ୍ଣିମା ଯୋଗୁଁ ପ୍ରଶାସନ ନିୟମକୁ ଫୁ….
ବାଲିଗୁଡା :ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁର ସଂକ୍ରମଣ ବଢିଚାଲିଛି, ଏହାର ଦମନ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଠିକ ଟିକା ବାହାରିନଥିବା ବେଳେ ଏହାକୁ ରୋକିବା ପାଇଁ ସଚେତନ ହିଁ ଦରକାର ରହିଛି । ଏଣୁ ଏଥିପ୍ରତି ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାର ଏବଂ!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ରକ୍ଷା ବନ୍ଧନ
ବୌଦ୍ଧ : ଆଜି ଫ୍ରେଣ୍ଡସିଫ୍ କ୍ଲବ ପରିବାରର ଭଉଣୀମାନେ ରାକ୍ଷୀପୂର୍ଣିମା ଅବସରରେ ଯେଉଁ କରୋନା ଯୋଦ୍ଧାମାନେ ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କୁ ରାକ୍ଷୀବନ୍ଧନ କରି ଭଉଣୀମାନଙ୍କ ସୁରକ୍ଷା କରିବାକୁ ଏବଂ ମାସ୍କ ଦେଇ ନିଜର ସୁରକ୍ଷା କରିବାକୁ ଯୋଦ୍ଧା ଭାଇମାନଙ୍କ ପାଖରେ ଅଳି କରିଥିଲେ!-->…
Read More...
Read More...
ରାକ୍ଷୀ ବଦଳରେ ମାସ୍କ ପିନ୍ଧିଲେ ଚଣାପଦର ଯୁବକ ସଂଘର ସଦସ୍ୟ
କ.ନୂଆଗାଁ-କରୋନା କଟକଣା ଯୋଗୁଁ ରାକ୍ଷୀ ପୂର୍ଣ୍ଣିମା ଫିକା ପଡିଥିବା ବେଳେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଚଣାପଦର ସାହିର ଯୁବକ ସଂଘ ତରଫରୁ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବଦଳରେ ମାସ୍କ ପିନ୍ଧି ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା!-->…
Read More...
Read More...
ମାଆ ହତ୍ୟାକାରୀ ପୁଅ ଗିରଫ
ଫୁଲବାଣୀ:ସଦର ଥାନା ପୁଲିସ ମାଆକୁ ଛୁରୀ ମାରି ହତ୍ୟା କରିଥିବା ପୁଅ ଭାଗୀରଥି ବେହେରାକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଗତ ୨୬ ତାରିଖରେ ନିଜ ଭଣଜା ମୋଟର ସାଇକେଲ ଭାଙ୍ଗିଦେଇଥିବା ଘଟଣାକୁ ନେଇ ଅତ୍ୟଧିକ ମଦ୍ୟପାନ କରି ଭଉଣୀକୁ ଟଙ୍କା ମାଗିଥିଲେ,ନଦେବାରୁ ଭଣଜାକୁ!-->…
Read More...
Read More...