Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେବା ମହୋତ୍ସବ ଉଦଘାଟିତ, ଦେବାରେ ଆନନ୍ଦ….
ହରଭଙ୍ଗା,୬/୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର "ଜର୍ଣ୍ଣାଲିଷ୍ଟ ଆସୋସିଏସନ, ହରଭଙ୍ଗା "ଆନୁକୂଲ୍ୟରେ ମଙ୍ଗଳବାର ଦିନ ଠିଡ଼ିକାଜୋର ଜଗନ୍ନାଥ ମନ୍ଦିର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସେବା ମହୋତ୍ସବ । ପ୍ରଥମେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିିଳନୀର ଖଣ୍ଡଗିରି ସାଧୁ ଓ!-->…
Read More...
Read More...
ବୌଦ୍ଧରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ
ବୌଦ୍ଧ,୬/୨:- ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅବସରରେ ବୌଦ୍ଧରେ ମଧ୍ୟ ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ସଦର ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ସହରର!-->…
Read More...
Read More...
ବୌଦ୍ଧରେ ଦୁଇଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ବୌଦ୍ଧ:- ଆଜି ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସର୍ମପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି (୨୧) ଏବଂ ଚମ୍ପା କୋରାମ (୨୨) । ଉଭୟେ ଛତିଶଗଡର । ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ!-->…
Read More...
Read More...
ବୌଦ୍ଧ ଜିଲ୍ଲାପାଳଙ୍କ କାରକୁ ରାସ୍ତାରେ ଅଟକାଇ ସମସ୍ୟା ଜଣାଇଲେ ମହିଳା
ବୌଦ୍ଧ : ଆଜି ଅପରାହ୍ନ ୨ ଘଣ୍ଟିକା ସମୟରେ ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଜେ ସୋନାଲ ନିଜ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ତାଙ୍କ କାରକୁ ରାସ୍ତାରେ ଅଟକାଇ ମହିଳାମାନେ ତାଙ୍କର ସମସ୍ୟା ଜଣାଇଥିଲେ । ଦୀର୍ଘ ୨ ମାସ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରୀବ ଜନସାଧାରଣ!-->…
Read More...
Read More...
ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଡ଼ା.ରୀନା!-->…
Read More...
Read More...
କମ୍ବିଂ ବେଳେ ଗୁଳି ବିନିମୟ: ଜଣେ ନକ୍ସଲ ନିହତ
ବାଲିଗୁଡା :ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବେରିକିଆ ଅଞ୍ଚଳରେ ସୁରକ୍ଷା କର୍ମୀ କୁମ୍ବିଂ ଅପରେସନ୍ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଜବାନ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିବା ବେଳେ ଜଣେ ଡିଭିଏଫ୍ ଜବାନ ଆହାତ ହୋଇଥିଲେ।ଏହି!-->…
Read More...
Read More...
ଆସନ୍ତାକାଲି ପୁରୀରେ ହେବ ନୂଆ ଓ ଉତ୍ସବ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ…
ପୁରୀ : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ନୂଆ ଓ ଉତ୍ସବ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହି ଡିଜିଟାଲ ଉତ୍ସବରେ ଯୋଗ ଦେବେ । ୫-ଟି!-->…
Read More...
Read More...
ବ୍ଲକସ୍ତରୀୟ ମା’ ଭୈରବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ପୁରୁଣାକଟକ ଚମ୍ପିୟାନ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ହାଇସ୍କୁଲ ପଡିଆଠାରେ ଚାଲିଥିବା ବ୍ଲକ ସ୍ତରୀୟ ମା' ଭୈରବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଯୁବରାଜପୁର ଓ ପୁରୁଣାକଟକ ମୁହାଁମୁହିଁ ହୋଇଥିଲେ ।ପ୍ରଥମେ ବ୍ୟାଟିଂ କରି ପୁରୁଣାକଟକ!-->…
Read More...
Read More...
ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରଥମ ସମନ୍ୱୟ ବୈଠକ
ପୁରୀ : କୋଣାର୍କ ମାଘ ମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଚଳିତ ବର୍ଷ ଲକ୍ଷ୍ୟାଧିକ ଶ୍ରନ୍ଧାଳୁଙ୍କୁ ଆଖିରେ ରଖି ଚନ୍ଦ୍ରଭାଗା ପୁଷ୍କରଣୀକୁ ଓ ମାଘ ପଡିଆ ସିସିଟିଭିରେ ଛାଉଣୀ କରାଯିବା ସହ ଲକ୍ଷାଧିକ ଶ୍ରନ୍ଧାଳୁ କିପରି ଆସି ମାଘମେଳା ବୁଲିଯିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ସ୍ନାନ କରି!-->…
Read More...
Read More...
“ଆମ ଓଡିଶା, ନବୀନ ଓଡିଶା’ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ଦଶପଲ୍ଲା : ଆଜି ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବାଣିଗୋଛା ଠାରେ ପ୍ରଥମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ବାଣିଗୋଛା ଗ୍ରାମପଞ୍ଚାୟତ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇ ନିଜ ନିଜର!-->…
Read More...
Read More...