Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ବାର୍ଷିକ ସାମୟିକ ଛୁଟି
ଭୁବନେଶ୍ବର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ!-->…
Read More...
Read More...
ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ…
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର!-->…
Read More...
Read More...
ଓଏସ୍ଆରଟିସି ବସକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ ଓ ୩୦ ଯାତ୍ରୀ
ହରଭଙ୍ଗା :ଛିଡା ହୋଇଥିବା ଓଏସ୍ଆରଟିସି ବସକୁ ପଛରୁ ଧକ୍କା ଦେଲା ଦ୍ରୁତ ଗାମୀ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ଯାତ୍ରୀ । ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ ବ୍ରହ୍ମପୁର ରୁ ଝାରସୁଗୁଡ଼ା ଯାଉଥିବା ବସ!-->…
Read More...
Read More...
ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା ସମିତିର ବୈଠକ : ଏପ୍ରିଲ ୭ରେ ୧୩ ଶମ୍ଭୁ ମିଳନ ପାଇଁ ନିଷ୍ପତ୍ତି
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ସାତାଜାର୍ଗୀ ଠାରେ ପଞ୍ଚୁଦଣ୍ଡ ପରିଚାଳନା ସମିତିର ଏକ ବୈଠକ ରବିବାର ଦିନ ସଭାପତି କିଶୋର କୁମାର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବିବରଣୀ ପଠନ କରିଥିଲେ । ଚଳିତ ବର୍ଷର ତେରଶମ୍ଭୁ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ପବିତ୍ର ମହା ଶିବରାତ୍ରୀ ଅବସରରେ ଏକ ନିଆରା ଢଙ୍ଗରେ ଭକ୍ତଙ୍କୁ ପବିତ୍ର ଶିବ ରାତ୍ରୀର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପବିତ୍ର ଶିବ ରାତ୍ରୀ ଅବସରରେ ପୁରୀର ନିଳାଦ୍ରୀ ବିଚ୍ରେ ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ ।!-->…
Read More...
Read More...
ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ
ପୁରୀ : ମହା ଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି!-->…
Read More...
Read More...
କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ନୂଆଗାଁ : ନୂଆଗାଁ ଥାନା ୫୭ତମ ଜାତୀୟ ରାଜପଥ ଗଦାଧରପୁର ନିକଟରେ କାର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ସୂଚନା ଥାଉକି ଏକ କାର ନଂ OD02AL3080 ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ସମୟରେ ଗଦାଧରପୁରଠାରେ ଛିଡା ହୋଇଥିବା ବାଇକଚାଳକ ବାଇଗେନିଆ ଗ୍ରାମର ଶରତ!-->…
Read More...
Read More...
ସରକାରୀ ଯାତ୍ରୀବାହୀ ବସ ଦୁର୍ଘଟଣା,୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ
ହରଭଙ୍ଗା :ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ!-->…
Read More...
Read More...
ରେଢାଖୋଲ ଜନସଭାରେ ଯୋଗଦେଲେ ରାଷ୍ଟ୍ରପତି, ଭୀମ ଭୋଇଙ୍କ ଦୃଷ୍ଟିରେ ସାନ-ବଡର ଭେଦଭାବ ନଥିଲା
ଭୁବନେଶ୍ୱର/ରେଢାଖୋଲ : ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।’ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି!-->…
Read More...
Read More...
ଧର୍ମଶାଳା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନ ପର୍ବ
ଧର୍ମଶାଳା: ଗଣତନ୍ତ୍ର ର 3ଟି ସ୍ତମ୍ଭ ବ୍ୟବସ୍ତପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା।ଏହି 3ଟି ସ୍ତମ୍ଭ ପରେ ଯଦି ଅନ୍ୟ ଏକ ସ୍ତମ୍ଭ ବିଚାରକୁ ଆସେ ତାହା ହେଉଛି ପ୍ରେସ ଓ ମିଡ଼ିଆ। 4ର୍ଥ ସ୍ତମ୍ଭ ଭାବେ ପ୍ରେସ ଓ ମିଡ଼ିଆ କୁ ଲିଖିତ ସାମ୍ବିଧାନିକ ପ୍ରତିଶ୍ରୁତି ମିଳି ନଥିଲେ ମଧ୍ୟ ସାଧାରଣ!-->…
Read More...
Read More...