Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀତ୍ରିନାଥ ଦେବାୟ ଟ୍ରାଭେଲ୍ ଏଜେଣ୍ଟ ସଂଘ୍ ପକ୍ଷରୁ ରକ୍ତଦାନ ଶିବିର।
ପୁରୀ:ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ୍ ଏଜେଣ୍ଟ ସଂଘ୍ ପକ୍ଷରୁ ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଆର ପି ଏଫ ଇନ୍ସପେକ୍ଟର ଅପରେଶ ବେହେରା,ପୁରୀ ଟ୍ରାଭେଲ୍ସ ଆସୋସିଏସନର ସଭାପତି ଗିରିଶ ନାୟକ ପ୍ରମୁଖ!-->…
Read More...
Read More...
OTET ପାସ୍ କରିଥିବା ଗଣଶିକ୍ଷକ ମାନେ ହେବେ
ଏକ୍ସ କ୍ୟାଡର ସହକାରୀ ଶିକ୍ଷକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।ସୂଚନାଯୋଗ୍ୟ ଯେ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଆଜିର ବୈଠକରେ ଶ୍ରୀମନ୍ଦିରର!-->…
Read More...
Read More...
୧୫ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ମିହିର୍ ରଞ୍ଜନ ପରିଡ଼ା ଆଜି ଏକ ୧୫ ବର୍ଷୀୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୧ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଓ ପୀଡିତାଙ୍କ ବୟାନ ଆଧାରରେ ଘଟଣାର ଅଭିଯୁକ୍ତ ସରୋଜ ସାଣ୍ଢ (୨୬) କୁ ଦୋଷୀ!-->…
Read More...
Read More...
ପ୍ରକୃତିର ରକ୍ଷକ ହେଉଛନ୍ତି ଆଦିବାସୀ, ଆଦିବାସୀଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ସମ୍ଭବ : ରାଷ୍ଟ୍ରପତି
କେନ୍ଦୁଝର : ଗୁରୁବାର ଦିନ ଦିନିକିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍ ସମୟରେ ରାଇସୁଆଁ ଏଆର ଷ୍ଟ୍ରିପ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଆସି ୧୦.୫୨ ମିନିଟରେ ଗୋନାସିକା!-->…
Read More...
Read More...
ବାଣ ଫୁଟେଇବା ହେଲା କାଳ
ଆଠମଲ୍ଲିକ : ବାଣ ଫୁଟାଇଲାବେଳେ, ଅସାବଧାନତା ସାଜିଲା କାଳ l ଯୁବକ ହେଲେ ଗୁରୁତର l ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରାଯାଇଛି ସ୍ଥାନାନ୍ତର l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା, ଆଠମଲ୍ଲିକ ଅନ୍ତର୍ଗତ,ଅଏଡ଼ା!-->…
Read More...
Read More...
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ସର୍ବାପଡ଼ା ମାଝୀ ସାହି ତ୍ରିନାଥ ମନ୍ଦିର ସାମ୍ନାରେ ଚଢ଼ାଉ କରି ଗୁରୁ ଚରଣ ଭୋଇ (୩୨) ବର୍ଷ ନାମକ ଜଣେ!-->…
Read More...
Read More...
ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭାବରେ ଗୁରୁ ରଘୁନାଥ ପାତ୍ର ମନୋନୀତ
ଗଜପତି : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ନୂତନ ସାଧାରଣ ପରିଷଦ ଗଠିତ ହୋଇଛି, ଏଥିରେ ଗଜପତି ଜିଲ୍ଲା ତଥା ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଦୀର୍ଘ ବର୍ଷ!-->…
Read More...
Read More...
ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା
ଭୁବନେଶ୍ୱର : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତା’ ସହିତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ବଢ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ଘୋଷଣା। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ, ମିନି!-->…
Read More...
Read More...
ସମ୍ବଲପୁରରେ ବଢିଚାଲିଛି ସାଇବର ଅପରାଧ
ସମ୍ବଲପୁର: ସମ୍ବଲପୁରରେ ସାଇବର୍ ଠକେଇ କମିବା ନାଁ ଧରୁନି। ଅପରାଧୀ ଧରା ନ ପଡ଼ିବାକୁ ବଢ଼ୁଥିବା ସାଇବର ଠକେଇ ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍ସାଇଟ୍ ମାଧ୍ୟମରେ ସାଇବର୍ ଠକେଇର!-->…
Read More...
Read More...