Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅମିତ ଶାହାଙ୍କ ଭର୍ଚୁଆଲ ରାଲି ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି
ବୌଦ୍ଧ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵୀତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ଆଶନ୍ତା ୮ ଜୁନ୍ ଅପରାହ୍ନ ୩.୩୦ ମିନିଟ ସମୟରେ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ହେବାକୁ ଥିବା ଭର୍ଚୁଆଲ ରାଲି ପାଇଁ ରାଜ୍ୟ ବିଜେପି ଏକ ଲକ୍ ରୁ ଅଧିକଲୋକଙ୍କୁ ଯୋଡିବାର ଲକ୍ଷ୍ୟ!-->…
Read More...
Read More...
ବିଶ୍ୱ ପରିବେଶ ପାଳିତ
ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ବଘିଆପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିସାହି ଗ୍ରାମର ଯୁବ ସ୍ବେଛାସେବୀ ଅନୁଷ୍ଠାନ ୟାରା ତରଫରୁ ସାମାଜିକ ଦୂରତା ସହ ବିଶ୍ୱ ପରିବେଶ ପାଳିତ ହୋଇଛି । ଏହି ଦିବସ ଅବସରରେ ଅନୁଷ୍ଠାନ ର ସଭାପତି ଚନ୍ଦନ ବେହେରା ସମ୍ପାଦକ ତଥା ବୌଦ୍ଧ ନେହେରୁ ଯୁବ!-->…
Read More...
Read More...
ଗଜପତିରେ ପୁଣି 10 କରୋନା ପଜିଟିଭ ଚିହ୍ନଟ
ଗଜପତିରେ ପୁଣି 10 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ ଆନ୍ଧ୍ରପ୍ରଦେଶରୁ ଫେରନ୍ତା ଓ ତିନି ଜଣ ମହାରାଷ୍ଟ୍ର ଫେରନ୍ତା । ଏମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ!-->…
Read More...
Read More...
ବିଜେପିର ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର,ମୋହନା ବିଧାୟକ!-->…
Read More...
Read More...
ଗାଧୋଇବାକୁ ଯାଇ ମହିଳା ନିଖୋଜ ଘଟଣା: ୪୮ ଘଣ୍ଟା ପରେ ମଧ୍ୟ ମିଳିନାହିଁ ଖୋଜ ଖବର
ବୌଦ୍ଧ:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା ମହାନଦୀକୁ ଗାଧୋଇଯାଇ ନିଖୋଜ ହେବା ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ଏଯାଏଁ ମିଳିପାରିନାହିଁ । ଦମକଳ ବାହିନୀ ଓ ସ୍ଥାନୀୟ ଯୁବକମାନେ ତଳମୁଣ୍ଡରେ ଖୋଜାଖୋଜି!-->…
Read More...
Read More...
ଚଣ୍ଡିଖୋଲ ଛକ ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ
ଚଣ୍ଡିଖୋଲ: ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ଚଣ୍ଡିଖୋଲ ଛକ । ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ଓ ବ୍ୟସ୍ତ ବହୁଳ ଛକ ଭାବେ ଜଣାଶୁଣା । ଛକର ମଧ୍ୟ ଭାଗରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତୀ ଶୋଭା ପାଉଛି । ସୂର୍ଣ୍ଣ ହୀରକ ତ୍ରୀଭୁଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଯିବାକୁ!-->…
Read More...
Read More...
ରାଜ୍ୟରେ ପୁଣି ୧୭୩ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଜୁନ ମାସ ଆରମ୍ଭ ହେଉଣୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟ ସରକାର ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଥିବା ବେଳେ ତାହା ମଧ୍ୟ ସତ ହେବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...
ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।ସକାଳୁ ମାତ୍ର ୧୦ଜଣ ସେବକଙ୍କୁ ନେଇ ଧାଡି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ।ଅଣାଯିବା ପରେ ସମସ୍ତ ନୀତି ନିୟମ ଅନୁସାରେ ବଳଭଦ୍ରଙ୍କୁ!-->…
Read More...
Read More...
ସଟଡାଉନରେ ବି ଏହି ସବୁ ସେବାକୁ ଅନୁମତି
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଲକଅନ-୧ରେ ସଂଶୋଧନ ଅଣାଯାଇ ଚଳିତ ଜୁନ ମାସର ସମସ୍ତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ବେଳେ ଏହି ୧୧ଟି ଜିଲ୍ଲାରେ ସଂଶୋଧିତ ଗାଇଡଲାଇନକୁ ଯେପରି କଡାକଡି!-->…
Read More...
Read More...
ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର : କୋଭିଡ ୧୯ ଗାଇଡଲାଇନକୁ ଅନସରଣ କରି ଆଜି ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ନୀତି ଓ ହାତୀ ବେଶ ସଂପନ୍ନ ହୋଇଛି । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣରୁ ସ୍ନାନଯାତ୍ରାର ଦୃଶ୍ୟ ଦେଖି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀକ୍ଷେତ୍ରବାସୀ!-->…
Read More...
Read More...