Browsing Category

ରାଜ୍ୟ

ଦାରିଙ୍ଗବାଡ଼ିରେ କ୍ଷମତା ହାସଲ ଲଢେ଼ଇ : ରାଜନୈତିକ ଚାପରେ ୩ମାସରେ ୩ ବିଡିଓଙ୍କ ହୋଇଛି ବଦଳି !

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲ୍ା ଦାରିଙ୍ଗବାଡ଼ି ବ୍ଲକରେ ରାଜନୈତିକ ଉଷ୍ମତା ବର୍ଷତମାମ ଲାଗିରହିଛି । କେତେବେଳେ ବ୍ଲକ ଅଧ୍ୟକ୍ଷ ପଦବୀ ରଦ୍ଦ ହୋଇ ଉପନିର୍ବାଚନ ହେଉଛି ତ’ଆଉ କେତେବେଳ ରାଜନୈତିକ ଚାପ ଯୋଗୁଁ ବିଡିଓଙ୍କ ଘନ ଘନ ବଦଳି ହେଉଛି । ଏଭଳି ଭାବେ ଏହି ମାର୍ଚ୍ଚ ମାସ ଠାରୁ ଜୁନ ମାସ
Read More...

ମା ଓ ଝିଅ ନିଖୋଜ ହେବାର ୪ଦିନ ପରେ ମଧ୍ୟ ରହସ୍ୟ ଅବ୍ୟାହତ

ସମ୍ବଲପୁର,୨/୭- ଗତ ସୋମବାର ଦିନରୁ ନିଖୋଜ ମହିଳା ଓ ତାଙ୍କ ଶିଶୁକନ୍ୟା ବିଷୟରେ ସଠିକ କିଛି କୁହାଯାଇ ପାରୁନାହିଁ ଯେ ତାଙ୍କର କଣ ହୋଇଛି, ଏହା ଏଯାବତ ରହସ୍ୟାବୃତ୍ତ ହୋଇରହିଛି । ଆରମ୍ଭରୁ ଏହାକୁ ଏକ ଆତ୍ମହତ୍ୟାର ମାମଲା ବିବେଚିତ କରି ପୁଲିସ ଓ ଅଗ୍ନିଶମଦଳ ପକ୍ଷରୁ ମହାନଦୀଗର୍ଭରେ
Read More...

ବୌଦ୍ଧ : ୩ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସିଡିଏମଓ

ବୌଦ୍ଧ,୨/୭ - ଆଜି ବୌଦ୍ଧଜିଲ୍ଲାରେ ଯେଉଁ ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଛି ସେମାନଙ୍କ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି । ଉଭୟ ମହିଳା ଅନ୍ୟ ରାଜ୍ୟରୁ
Read More...

ଅଫିମଚୋପା ତସ୍କରୀ ରେକେଟ ଠାବ ୨୪କିଲୋଗ୍ରାମ ଅଫିମଚୋପା ଜବତ ଓ ଜଣେ ଗିରଫ

ସମ୍ବଲପୁର,୨/୭- ଜିଲ୍ଲା ଅବକାରୀ ଗୁଇନ୍ଦା ଟିମ ପକ୍ଷରୁ ଚଢ଼ାଉ କରି ସ୍ଥାନୀୟ ଧମା ନିକଟସ୍ଥ ଏକ ଢାବାରୁ ପ୍ରାୟ ୨୪ କିଲୋଗ୍ରାମ ଅଫିମଚୋପା ଜବତ କରାଯାଇଛି । ଏକ ବସ୍ତାରେ ଲୁଚାଇ ରଖାଯାଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ବୋଲି କୁହାଯାଇଛି, ଯାହାକି କଲିକତାରୁ ଏଠାକୁ ଟ୍ରକ ଯୋଗେ
Read More...

ବୌଦ୍ଧରେ ୩ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨/୭- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗଣମାଧ୍ୟମରେ ସୂଚନା ଦେଇଛି । ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲାରେ ୩ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ଜନସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ଆଲୋଚନା
Read More...

ଜେସିବି ଓ କାର୍ ମଧ୍ୟରେ ଧକ୍କା

ବୌଦ୍ଧ,୨/୭ - ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ଜମଟାଙ୍ଗୀ ନିକଟ ବାଘନଦୀ ପୋଲ ପାଖରେ ଆଜି ସକାଳ ପ୍ରାୟ ୬ ଘଣ୍ଟା ସମୟରେ ଗୋଟିଏ ଜେ. ସି. ବି. ଓ ୱାଗନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୋନପୁର ସହର ରାମଜୀ ନଗର
Read More...

ବୌଦ୍ଧ : ଜିଲ୍ଲାପାଳଙ୍କ ସମେତ ୫୩ କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ

ବୌଦ୍ଧ,୨/୭ - ଗତକାଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫୩ ଜଣ କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯୁଗ୍ମ ଅଭିଯୋଗ ଶୁଣାଣୀ
Read More...

କୋଭିଡ ସ୍ୱାବ ଟେଷ୍ଟ ନାମରେ ଚାନ୍ଦା ଆଦାୟ, ୨ ଅଟକ

ବୌଦ୍ଧ,୧/୭ - ଛତିଶଗଡକୁ କୌଣସି କାମରେ ଯାଇ ବଉଦ ଥାନା ସରସରା ଗ୍ରାମର ୨ ଜଣ ଯୁବକ ଓ ଜଣେ ୫୨ ବର୍ଷିୟ ମହିଳା ଫେରି ହରଭଙ୍ଗା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେମାନଙ୍କ କୋଭିଡ ସ୍ୱାବ ପରୀକ୍ଷା କରାଇ ଦେବାକୁ କହି ୨ ଜଣ ବ୍ୟକ୍ତି ତାଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗତକାଲି
Read More...

୨ ଆଲୁମିନିୟମ ତାର ଚୋର ଗିରଫ, ମୋଟରସାଇକେଲ ଜବତ

ଯୋଡା,୧/୭ - ଯୋଡା ଥାନା ଅନ୍ତର୍ଗତ ହିରାକୁଦ କଲୋନୀ ବିଦ୍ୟୁତ୍ ବିଭାଗ ପରିସରରୁ ଗଚ୍ଛିତ ଥିବା ପ୍ରାୟ ୮୦ କିଲୋ ଆଲୁମିନିୟମ ତାର ଚୋରି ହୋଇଥିବା ନେଇ ଯୋଡା ଥାନାରେ ନେସ୍କୋ ପକ୍ଷରୁ ଅଭିଯୋଗ ହୋଇଥିଲା । ପୁଲିସ ଏହି ଅଭିଯୋଗରେ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ
Read More...

ଛାତରୁ ପଡି ମିସ୍ତ୍ରୀର ମୃତ୍ୟୁ

ଯୋଡା,୧/୭ - ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡ କଣ୍ଟ୍ରାକ୍ଟର କଲୋନୀରେ ଏକ ଘର ମରାମତି କରୁଥିବା ମିସ୍ତ୍ରୀ ଛାତ ଉପରୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଘଟିକା ସମୟରେ ପଞ୍ଚାନନ ନାଏକଙ୍କ ଘର ମରାମତି କରୁଥିବା ବେଳେ ଜୀବନ ବେଙ୍ଗରା (୪୮) ନାମକ
Read More...