Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏସାର ପେଟ୍ରୋଲ ଟାଙ୍କିରେ ଗ୍ରାହକ ଠକାମୀ ର ଶିକାର ! ଟାଙ୍କିରେ ମାପ ଓ ଓଜନ ବିଭାଗର ଚଢ଼ାଉ, ଘଟଣାକୁ ଚାପିଦେବାକୁ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି l ଯାହାଫଳରେ ଗତକାଲି ସନ୍ଧ୍ୟାରେ ତରଫରୁ ଜିଲ୍ଲା ମାପ ଓ ଓଜନ ବିଭାଗ ଇନ୍ସପେକ୍ଟର ସାଗରିକା ସାବତ ଏସାର ଟାଙ୍କିରେ ଚଢ଼ାଉ କରିଥିଲେ l!-->…
Read More...
Read More...
ସମର୍ପିତ ଓଡିଶା ,ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର
ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗ ରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ!-->!-->!-->…
Read More...
Read More...
ବୌଦ୍ଧ ହେଲା ନକ୍ସଲମୁକ୍ତ ଜିଲ୍ଲା- ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ
ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲାକୁ ସରକାର ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିବା ସଂପର୍କରେ ଆଜି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ!-->…
Read More...
Read More...
ସେବା ଫାଉଣ୍ଡେସନ ପକ୍ଷରୁ ସହରରେ ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର।
ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଗୋ ବଂଶ ର!-->…
Read More...
Read More...
ସମ୍ବଲପୁରରେ ଆଜି ୨ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପଜିଟିଭ ଚିହ୍ନଟ ହେଲାପରେ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଫେରିଯିବା ପରେ ବାକି ୬୦ଜଣଙ୍କ ଚିକିତ୍ସା ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ!-->…
Read More...
Read More...
ଭିମସାରରେ ୪ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ : ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ଦିନିଆ ସଟଡାଉନ
ସମ୍ବଲପୁର : ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଭିମସାରର ଆଇସୋଲେଶନ ୱାର୍ଡରେ ୨୪ଘଣ୍ଟା ଭିତରେ ଚାରିଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଚାରିଜଣଙ୍କ ଲକ୍ଷଣ ଅନୁଧ୍ୟାନ କରି ସନ୍ଦିଗ୍ଧ କରୋନା ମାମଲା ଭାବେ!-->…
Read More...
Read More...
ଗଜପତିରେ ପୁଣି ୩୦ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୦/୭- ଗଜପତିରେ ପୁଣି ୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ରାୟଗଡ ବ୍ଳକରୁ ୫ ଜଣ, କାଶୀନଗର ବ୍ଳକରୁ ୨ ଜଣ ଓ ଗୋଶାଣୀ ଜଣେ, ମୋହନା ବ୍ଳକରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।!-->…
Read More...
Read More...
ରାମଗଡ ଗ୍ରାମର ଯୁବକ ପାରାଦ୍ୱୀପରେ ନିଖୋଜ !
ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଜଣେ ଯୁବକ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ନିଖୋଜ ହୋଇଯାଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମଗଡ ଗ୍ରାମର ଏକାଦଶୀ ମାହାରଙ୍କ ସାନପୁଅ ସନ୍ତୋଷ ମାହାର (୨୪) ନୟାଗଡ ଅଞ୍ଚଳର ଏକ ଟ୍ରକରେ!-->…
Read More...
Read More...
ବସୁନ୍ଧରା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ପାଇଁ ଏମ୍ସିଏଲ୍ ତରଫରୁ ୮୯.୭୦ ଲକ୍ଷ ଟଙ୍କା ମଞ୍ଜୁରୀ
ସମ୍ବଲପୁର : ଗ୍ରାମାଞ୍ଚଳ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ତରପରୁ ବସୁନ୍ଧରା କ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଗ୍ରାମର ପଢ଼ୁଥିବା ୬୦ ଜଣ ଏସ୍ସି, ଏସ୍ଟି ଛାତ୍ରମାନଙ୍କ ପାଇଁ ଟିକିଲିପଡ଼ାସ୍ଥିତ ବସୁନ୍ଧରା ଉଚ୍ଚ ବିଦ୍ୟାଳୟରେ!-->…
Read More...
Read More...
ରାଜ୍ୟରେ ରେକର୍ଡ ପଜିଟିଭ ଚିହ୍ନଟ, ଦିନକରେ ୭୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ କରୋନା ସ୍ଥିତି ଅଣାୟତ ହେବାକୁ ବସିଲାଣି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ । ଜୁଲାଇ ମାସ ଆରମ୍ଭ ହେଉଣୁ କରୋନା ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି । ଆଜି ରାଜ୍ୟରେ ରେକର୍ଡ!-->…
Read More...
Read More...