Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଆଜି ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୬ ଓ ଯାଜପୁରରୁ ୪ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ୫୯ରେ ପହଞ୍ଚିଛି । ଏ ସଂପର୍କିତ ସୂଚନା!-->…
Read More...
Read More...
ଅମୃତଆହାର କାର୍ଯ୍ୟକ୍ରମ ର ୧୦୦ ତମ ସପ୍ତାହ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡ଼ିଶାର ଶୁଖିଲା ଖାଦ୍ୟ ବଣ୍ଟନ
ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ "ଅମୃତ ଆହାର" ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର ସ୍ଥିତ ଜଗନ୍ନାଥ!-->…
Read More...
Read More...
ଅନୁଗୋଳରେ ରେଡ୍ ଜୋନ କଟକଣା ଲାଗୁ କଲେ ଜିଲ୍ଲାପାଳ
ଅନୁଗୋଳ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଗ୍ରାସ କରିବାରେ ଲାଗିଛି । ଏବେ ନୂଆ ଜିଲ୍ଲା ଭାବେ ଅନୁଗୋଳରେ ଏହା ପ୍ରବେଶ କରିଛି । ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ବାକି ଜଣେ ବ୍ୟକ୍ତି!-->…
Read More...
Read More...
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗ୍ରସ୍ତ
ପାରଳାଖେମୁଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ T.E. ଆପାଙ୍ଗ ଆଓ ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ଼ି-19 ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅତିରିକ୍ତ!-->…
Read More...
Read More...
ରକ୍ତଦାନ ପାଇଁ ମୋବାଇଲ ଭ୍ୟାନ ହେଲା କାର୍ଯ୍ୟକ୍ଷମ
ସମ୍ବଲପୁର: କରୋନା କଟକଣା ଯୋଗୁଁ ବ୍ଲଡବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତଦାନ ଶିବିର ସୀମିତ ହୋଇ ରହିଯାଇଛି ଯାହାକି ରକ୍ତଦାନ ପାଇଁ ଉତ୍ସାହିତ ବ୍ୟକ୍ତିବିଶେଷଙ୍କୁ ହତୋତ୍ସାହିତ କରୁଥିଲା । ଏଥିସକାଶେ ଏକ ସ୍ୱୟଂ ସଂପନ୍ନ ରକ୍ତଦାନ ବାହନର ଅଭାବ ଏଠାରେ ଅନୁଭବ କରାଯାଉଥିଲା ।
!-->!-->!-->!-->…
Read More...
Read More...
ଅବ୍ୟବସ୍ଥା ଘେରରେ ବଲଣ୍ଡା ସଙ୍ଗରୋଧ ଶିବିର
ବୌଦ୍ଧ: ହରଭଙ୍ଗା ବ୍ଲକ ପୀତାମ୍ବରପୁର ଗ୍ରାମ ପଞ୍ଚାୟତର ବଲଣ୍ଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଅଭିଯୋଗ ହୋଇଛି । ୬ଦିନ ହେଲା ବଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ବଲଣ୍ଡା ଓ ଫୁଲଝରୀ ଗ୍ରାମର ୪ଜଣ ବାହାର!-->…
Read More...
Read More...
ବୌଦ୍ଧ ସମବାୟ ବ୍ୟାଙ୍କର ପ୍ରଶାସକ ଦାୟିତ୍ୱ ନେଲେ ଜିଲ୍ଲାପାଳ
ବୌଦ୍ଧ: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଭାରପ୍ରାପ୍ତ ପ୍ରଶାସକ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚିତ ପରିଚାଳନା କମିଟିର ୫ବର୍ଷିଆ କାର୍ଯ୍ୟକାଳ ମେ ମାସ ପ୍ରଥମ ସପ୍ତାହରେ ପୂରଣ!-->…
Read More...
Read More...
ଅଫିସର ଅମାନିଆ ହେଲେ ଲୋକଙ୍କୁ ବୁଝାଇବ କିଏ ?
ବୌଦ୍ଧ: ବୌଦ୍ଧଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଯେତେ ତତ୍ପର ହେଲେ ମଧ୍ୟ ଅମାନିଆଙ୍କ ହରକତ ମୁଣ୍ଡବିନ୍ଧାର କାରଣ ହେଉଛି । ଲୋକଙ୍କ ହରକତ, କ୍ୱାରେଣ୍ଟାଇନ କେନ୍ଦ୍ର ଦାୟିତ୍ୱରେ ଥିବା ଲୋକ ଓ ସର୍ବୋପରି ବାହାରୁ ଆସୁଥିବା ଲୋକଙ୍କ ଦାୟିତ୍ୱହୀନତା ଓ ଅମାନିଆପଣ ପ୍ରଶାସନର!-->…
Read More...
Read More...
ରକ୍ତଦାନ କରି ବିବାହ ବାର୍ଷିକଉତ୍ସବ ପାଳନ କଲେ ଦମ୍ପତି
କୁହାଯାଏ ରକ୍ତଦାନ ଜୀବନ ଦାନ ।ଏପରି କଥାକୁ ଠିକ ବୁଝିଛନ୍ତି ଏ ଦମ୍ପତି । ସୁବର୍ଣପୁର ଜିଲ୍ଲା ର ପୋଲିସ ରେ କାର୍ଯ୍ୟରତ ଶେଷଦେବ କର୍ଣ ଓ ତାଙ୍କ ସହଧର୍ମିଣୀ ଆରତୀ କର୍ଣ୍ଣ ।ନିଜେ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଭଣ୍ଡାର ସୁବର୍ଣପୁର ରେ ରକ୍ତଦାନ କରି ନିଜର 19ତମ ବିବାହ ଉତ୍ସବକୁ ପାଳନ!-->…
Read More...
Read More...
ଦେଶରେ ୬୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନକୁ କେନ୍ଦ୍ର ସରକାର କିଛି ମାତ୍ରାରେ କୋହଳ କରିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ହଜାର ଅତିକ୍ରମ କରିଥିବା ଜଣାପଡିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା!-->…
Read More...
Read More...