Browsing Category

ରାଜ୍ୟ

ମଣ୍ଡିରେ ଖୋଲାଆକାଶ ତଳେ ପଡ଼ିଛି ୬୦୦୦ କୁଇଣ୍ଟାଲ ଧାନ

ସୋନପୁର : ଚାଷୀ ଙ୍କୁ ଘାରିଛି ଧାନବିକ୍ରୀ ଚିନ୍ତା। କଷ୍ଟ ଉପାର୍ଜିତ ଧାନ ଚାଷ କରି ଏବେ ବିକ୍ରି କରିନପାରି ଭାଗ୍ୟକୁ ଆଦରି ମୁଣ୍ଡରେ ହାତମାରି ବସିଛି ଚାଷୀ।ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିରେ ଧାନରଖି ଅପେକ୍ଷା କରିଛି କେବେ ଗାଡ଼ି ଆସିବ ଓ ସେ ତା ନିଜରଧାନକୁ ବିକ୍ରି କରିପାରିବ। ବିନିକା ବ୍ଲକ
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ତରଫରୁ କରୋନା ମହାମାରିରେ ମୁକାବିଲା କରିଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସେଥିରେ ପୋଲିସ ପ୍ରଶାସନ ଅଧିକାରୀ, ଡାକ୍ତର ମିଡ଼ିଆ ବନ୍ଧୁ ମେଡ଼ିସିନ ଦୋକାନ ସମାଜ ସେବକ ମୁନିସ ପାଲଟି କର୍ମଚାରୀ କଲେକ୍ଟରି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ମାଆ-ପୁଅ ମୃତ

ଯୋଡା: ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ମୋଟରସାଇକେଲରେ ଯାଉଥିବା ମାଆ ଏବଂ ପୁଅଙ୍କର ଘଟଣାସ୍ଥଳରେହିଁ ମୃତ୍ୟୁ ଘଟିଥିବା ବେଳେ ଏହା ଏକ ଶୋକାକୂଳ ବାତାବରଣ ସୃଷ୍ଟି କରିଛି । ଘଟଣାରୁ
Read More...

କିମସ କୋଭିଡ୍ ହସପିଟାଲରେ ପ୍ରଥମ ସନ୍ତାନ ଜନ୍ମ

ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କିମସର ସ୍ଵତନ୍ତ୍ର କୋଭିଡ୍ ହସପିଟାଲ କାରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କାରୋନା ଆକ୍ରାନ୍ତ ପ୍ରସୂତିଙ୍କ ସନ୍ତାନ ପ୍ରସବ ସଫଳତାର ସହ କରାଇ ପାରିଛନ୍ତି। 
Read More...

ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ:ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣର ନିୟନ୍ତ୍ରଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଙ୍ଗପାଳ ଆକ୍ରମଣରୁ ରକ୍ଷା ପାଇବା ପାଇଁ କିପରି ସତର୍କତାମୂଳକ
Read More...

ଲଲିତ ମେହେର ଭିମସାରର ନିର୍ଦ୍ଦେଶକ ନିଯୁକ୍ତ

ସମ୍ବଲପୁର :ଓଡିଶା ସରକାର ଭିମସାରର ନୂତନ ନିର୍ଦ୍ଦେଶକ ରୂପେ ପ୍ରୋ. ଲଲିତ କୁମାର ମେହେରଙ୍କୁ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗୀର ମେଡିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଥିଲେ । ନୂଆକରି ଗଢି ଉଠି ଥିବା ଏହି ମେଡିକାଲ କଲେଜକୁ ଗତ ତିନିବର୍ଷ ମଧ୍ୟରେ ପ୍ରତିଷ୍ଠିତ କରି ପାରିଥିବା
Read More...

ସୁବର୍ଣ୍ଣପୁରରେ କାୟା ମେଲୁଛି କରୋନା : ୨୫ ଆକ୍ରାନ୍ତଙ୍କ ମଧ୍ୟରେ ଦେଢ଼ବର୍ଷର ଶିଶୁ କନ୍ୟା

ସୋନପୁର : ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ମାତ୍ର ୯ ଦିନ ମଧ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି କାଲି
Read More...

ଜଳ ଯୋଗାଣ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ

ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଉପରେ ଜଳ କଷ୍ଟ ସମ୍ବଲପୁରବାସୀଙ୍କୁ ଅତିଷ୍ଠ କରିଛି । ବର୍ତ୍ତମାନ ମହାନଗର ନିଗମରର କୌଣସି ଅଂଚଳ ଏପରି ସମସ୍ୟାରୁ ବର୍ତ୍ତି ନାହିଁ । ବିଶେଷ କରି ସାକ୍ଷୀପଡା ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ ଲୋକେ ନାହିଁ ନଥିବା ଅସୁବିଧା
Read More...

ସମ୍ବଲପୁର ଜିଲ୍ଲାରୋ କରୋନା ପଜିଟିଭ ସଂଖ୍ୟା ୧୫ ହେଲା : ନୂଆ ତିନୋଟି ମାମଲା ମଧ୍ୟରୁ ଜଣେ ମହିଳା

ସମ୍ବଲପୁର:ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଜିଲ୍ଲାରେ ସର୍ବପ୍ରଥମ ପଜିଟିଭ କେସ ଗତ ମେ ୧୭ ତାରିଖରେ ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ କରାଗଲା ଓ ଗତ ୧୯ଦିନରେ
Read More...

କରୋନା ମୁକାବିଲାରେ ଅବହେଳା : ରାତିସାରା ଏଣେତେଣେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟରେ କେତେ ସଚେତନ ତା\'ର ନଗ୍ନ ନମୂନା ଦେଖିବାକୁ ମିଳିଥିଲା ହରଭଙ୍ଗା ସଦର ମହକୁମା ଚାରିଛକରେ । ବାଙ୍ଗାଲୋର ଓ କେରଳରୁ ଭୁବନେଶ୍ୱର ଯାଏଁ ନିଜ ଖର୍ଚ୍ଚରେ ରେଳ ଯୋଗେ ଓ ଭୁବନେଶ୍ୱରରୁ ବସଯୋଗେ
Read More...