Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୮ରେ!-->…
Read More...
Read More...
୩ ନୂଆ ସହିତ ସମ୍ବଲପୁର ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୧୪ ହେଲା
ସମ୍ବଲପୁର : ଆଜି ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୪ ହେଲା । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବର୍ତ୍ତମାନ ହସ୍ପିଟାଲରେ ୮ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ!-->…
Read More...
Read More...
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧ : ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳିକା ଗୁରୁତର ଭାବେ ଆହତ ହୋଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ବରଗାଁ ଗ୍ରାମ ପଞ୍ଚାୟତ ସେଲମାପାଲି ଗ୍ରାମର ସଂପର୍କୀୟ ଦୁଇଭାଇଭଉଣୀ!-->…
Read More...
Read More...
ଚଉଲସୁଖା ପଞ୍ଚାୟତରେ ଦୁଇ କରୋନା ପଜିଟିଭ ଚିହ୍ନଟ
କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଅନ୍ତର୍ଗତ ଚଉଲସୁଖା ପଞ୍ଚାୟତରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଦୁଇଜଣ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେମାନେ ୭ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଫେରି ଘରେ ରହୁଥିବା ସମୟରେ ତାଙ୍କର ପଜିଟିଭ୍ ବାହାରିଥିଲା । ଏହାପରେ!-->…
Read More...
Read More...
ପୁଣି ଗଜପତିରେ 4 କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତିରେ ପୁଣି 4 ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବା ର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଦୁଇଜଣ ତେଲେଙ୍ଗାନା ରୁ ଆସିଥିବା ବେଳେ ଜଣେ ଆନ୍ଧ୍ର ପ୍ରଦେଶର,ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା। ସେଠାରୁ!-->…
Read More...
Read More...
ସଟ୍ ଡାଉନ୍ ପାଇଁ ନୂଆ ବିଜ୍ଞପ୍ତି ଜାରି କଲା ବିଏମ୍ସି
ଭୁବନେଶ୍ୱର : ସଟ୍ ଡାଉନ୍ ରେ ବନ୍ଦ ରହିବ ଭୁବନେଶ୍ୱରର ପାର୍କ । ଏନେଇ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାକି ୫ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ଯାଏଁ ପାର୍କ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ଖୋଲା ରହିବ ।ତେବେ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ!-->…
Read More...
Read More...
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍ବାଡ୍ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ!-->…
Read More...
Read More...
ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର
ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା।ସମାଜସେବୀ ଶ୍ରୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତି ଙ୍କର ସଂଯୋଜନା ରେ କ୍ୟାପିଟାଲ ହସ୍ପିଟାଲ ର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ!-->…
Read More...
Read More...
ପଦାରେ ପଡିଲା ପୂର୍ତ୍ତ ବିଭାଗ କେଳେଙ୍କାରୀ : ରାତିରେ କାମ, ସକାଳୁ ଉଠିଲା ପିଚୁ
ଚଣ୍ଡିଖୋଲ: ବଡଚଣା ପୂର୍ତ ବିଭାଗ ସହକାରୀ ନିବାର୍ହୀଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୬ନଂ ଜାତୀୟ ରାଜପଥ ଠାରୁ ହାଇଲେବୁଲ କେନାଲ ପର୍ଯ୍ୟନ୍ତ ରାସ୍ତାକୁ ମରାମତି ପାଇଁ ବଡଚଣା-ଦର୍ପଣ ଲୁପ ବୋଲି ଦର୍ଶାଇ ଟେଣ୍ଡର କରାଯାଇଥିଲା । ରାସ୍ତ।।ର ଲମ୍ବ ପ୍ରାୟ ୯୫୦ମିଟର ହୋଇଥରଲା ବେଳେ ଏହାର ଆକଳନ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬, ସୁସ୍ଥ ହେଲେ ୩
ସୋନପୁର : ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକ ରୁ କରୋନା ପଜିଟିଭଙ୍କ ସଂଖ୍ୟା ୧୬ରେ ପହଞ୍ଚିବା ଯୋଗୁଁ ଜନସାଧାରଣରେ ଏକ ଉଦବେଗର ବାତାବରଣ ସୃଷ୍ଟି ହୋଇଛି । ତେବେ ଗତକାଲି ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସ୍ପଷ୍ଟ କରିବା!-->…
Read More...
Read More...