Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହିଳା ଗୋଷ୍ଠୀଙ୍କ ଅଭିଯୋଗ : କିସ୍ତି ଆଦାୟ ପାଇଁ ଜୁଲୁମ କରୁଛନ୍ତି ଘରୋଇ ଋଣଲଗାଣ ସଂସ୍ଥା
ବୌଦ୍ଧ : ବୌଦ୍ଧଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଲଗାଇ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି ଅନେକ ଘରୋଇ ଋଣଲଗାଣ ସଂସ୍ଥା । ଲକଡାଉନ ପାଇଁ ଜୁନ ମାସ ପର୍ଯ୍ୟନ୍ତ ମାସିକ କିସ୍ତି ଆଦାୟ ନକରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ସଂସ୍ଥାମାନେ!-->…
Read More...
Read More...
କର୍କଟ ପୀଡିତ ଯୋଗେନ୍ଦ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ : ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସମିତି ସଭ୍ୟ
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମଆ ପଞ୍ଚାୟତ ଚମ୍ପାପୁର ଗାଁର ଯୋଗେନ୍ଦ୍ର ଭୋଇ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏବେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ତାଙ୍କର ଏହି ରୋଗର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ତାଙ୍କ ପରିବାର ସେ ହିଁ ଥିଲେ ଜଣେ ମାତ୍ର ରୋଜଗାରକ୍ଷମ!-->…
Read More...
Read More...
ଭୁତ କୋଠିରେ ପରିଣତ ହେଲାଣି ବୌଦ୍ଧ କଲେଜର ପୁରୁଣା କୋଠା
ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜର ପୁରୁଣା କୋଠା ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠିରେ ପରିଣତ ହେବାକୁ ବସିଛି । ପୂର୍ବରୁ ଏଠାରେ କଲେଜ ଅଧ୍ୟକ୍ଷଙ୍କ ଚେମ୍ବର, ପ୍ରଶାସନିକ କାର୍ଯ୍ୟାଳୟ, ଫି’ ଡିପୋଜିଟ କାଉଣ୍ଟର ସମେତ କେତୋଟି ବିଭାଗର ଅନର୍ସ କ୍ଲାସ ମଧ୍ୟ ହୋଇ ଆସୁଥିଲା । ୨/୩ ବର୍ଷ ତଳେ!-->…
Read More...
Read More...
ଖତ ଖାଉଛି ମଶାମରା ଟିଫା ମେସିନ
ବୌଦ୍ଧ:ବୌଦ୍ଧ ସହରରେ ଦିନକୁ ଦିନ ମଶାମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ୪୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ମଶାମାନଙ୍କ ବଂଶବୃଦ୍ଧି ଘଟିବାର ଦେଖାଯାଉଛି । ନିୟମିତ ଡ୍ରେନ ସଫା କରାଯାଉନଥିବା ଓ ବିଭିନ୍ନ ଡ୍ରେନଗୁଡିକର ଉପରଅଂଶ ଲୋକେ ଅବରୋଧ କରିଥିବାରୁ ଡ୍ରେନ ସଫେଇରେ ମଧ୍ୟ ସମସ୍ୟା!-->…
Read More...
Read More...
ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଗଜପତି ବିଜେଡିର ଶୋକସଭା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ସ୍ବର୍ଗତ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପ!-->…
Read More...
Read More...
ରାସ୍ତା ଖାଲଖମା, ବିଭାଗ ସାଜିଛି ନିଦାବିଷ୍ଣୁ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ବଜାର ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ହୋଇ ରହିଛି।ଯାହା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି ଓ ଛୋଟ ମୋଟ!-->…
Read More...
Read More...
ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା
ବୌଦ୍ଧ : ଆସନ୍ତା ୫ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ବୌଦ୍ଧ ଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାରଂପରିକ ଭାବରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଚଳିତ!-->…
Read More...
Read More...
ଲୋକପ୍ରିୟତାର ଶୀର୍ଷରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ପାଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ସି-ଭୋଟର୍ସ ସର୍ଭେ ନବୀନଙ୍କ ବ୍ୟକ୍ତିତ୍ୱକୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ଦେଶ କରୋନା ସହିତ ଲଢୁଥିବା ବେଳେ ସି-ଭୋଟର୍ସ ସର୍ଭେ!-->…
Read More...
Read More...
ପୁଣି ୮୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଖୁସି ଖବର ମିଳିଛି । କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ପ୍ରତିଦିନ ବଢିଚାଲିଥିବା ବେଳେ ପ୍ରତିଦିନ ମଧ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ମିଳୁଛି । ଏହି କ୍ରମରେ ଆଜି ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ!-->…
Read More...
Read More...
ସମ୍ବଲପୁରରେ ୧୨ତମ କରୋନା ରୋଗୀ ଚିହ୍ନଟ
ସମ୍ବଲପୁର :ଆଜି ସମ୍ବଲପୁରରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଜିଲ୍ଲା ରେ ସର୍ବମୋଟ ସଂଖ୍ୟା ୧୨ରେ ପହଞ୍ଚିଛି । ଏହାସହିତ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ସକ୍ରିୟ ରୂପେ ୭ଟି ପଜିଟିଭ ମାମଲା ଚିକିତ୍ସାଧୀନ ରହିଛି । ଆଜି ଜଣେ ୨୦ବର୍ଷୀୟ ଯୁବକକୁ କରୋନା ପଜିଟିଭ ରୂପେ!-->…
Read More...
Read More...