Browsing Category

ରାଜ୍ୟ

ଆଶୁତୋଷ ମିଶ୍ର ଓଡିଶୀ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ପୁରସ୍କୃତ

ଗତ 29 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ"ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସ୍ତରୀୟ ଓଡିଶୀ ରାଗ କଣ୍ଠ ସଙ୍ଗୀତ 2020 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ସ୍ଥାନୀୟ ଯୁବ କଣ୍ଠଶିଳ୍ପୀ ତଥା ଗୁରୁ ରଘୁନାଥ
Read More...

ଘରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଂଚଳରୁ ୧ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆମ୍ବଝରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଳିପଡା ଗ୍ରାମର ଉମେଶ ନାୟକଙ୍କ ଘରେ କିଛି ଗଞ୍ଜେଇ ବାହାରକୁ ଚାଲାଣ ପାଇଁ ଗଚ୍ଛିତ ଥିବା ଖବର
Read More...

ମୃଦ୍ୟୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା

ପାରଳାଖେମୁଣ୍ଡି : ଆଧୁନିକରେ ହଜି ଯାଇଥିବା ମଣିଷଟିଏ ମୃଦ୍ୟୁ ପାନୀୟକୁ ବହୁଳ ବ୍ୟବହାର କରି ଥାଏ ତଥାପି ଏବେ ବି ତାଳର ଚାହିଦା ଜମି ରହିଛି । ଗ୍ରୀଷ୍ମ ଋତୁରେ ମୃଦ୍ୟୁ ପାନୀୟର ଚାହିଦା ଅଧିକ ରହିଥାଏ ସେହିଭଳି ସ୍ଥଳରେ ତାଳ ଚାହିଦା ବି କମ ନ ଥାଏ ଗତ ବର୍ଷ ତାଳର ଚାହିଦା ଥିବା ବେଳେ
Read More...

ଏଲକେବିକେ ତରଫରୁ ରିଲିଫ୍ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର , ସରସରା ତରଫରୁ ଟି.ଏଚ୍‌.ପି ଇଣ୍ଡିଆ ସହାୟତାରେ ଗରିବ, ଅସହାୟ, ଶ୍ରମିକ, ବିଧବା , ଦିବ୍ୟାଙ୍ଗ ଆଦି ଲୋକଙ୍କୁ ଶୁଖିଲା ଖାଦ୍ୟ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ଆବଶ୍ୟକ ଜିନିଷ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ
Read More...

ଆଉ ଜଣେ ପଜିଟିଭ ଚିହ୍ନଟ, ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୮ ହେଲା

ସମ୍ବଲପୁର: ଆଜି ଆଉ ଜଣେ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୧୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି ଓ ବାକି ସକ୍ରିୟ ରୂପେ ୬ ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ଆମ ହସ୍ତଗତ ସୂଚନା ଅନୁସାରେ
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ତାମିଲନାଡୁ ଫେରନ୍ତା ଥିବା ବେଳେ,ଜଣେ ଆନ୍ଧ୍ର ପ୍ରଦେଶରୁ ଓ ଅନ୍ୟ ଜଣେ ଗୁଜରାଟରୁ ଫେରନ୍ତା ଅଟନ୍ତି । ସେମାନେ ଅସ୍ଥାୟୀ
Read More...

ହୋମ କ୍ୱାରେଣ୍ଟାଇନରେ ଡାକ୍ତର : ତାଙ୍କ ପାଖରେ ଚିକିତ୍ସା ହୋଇଥିବା ରୋଗୀଙ୍କ ଚିନ୍ତା ବଢିଲା

ବୌଦ୍ଧ:ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜନୈକ ମହିଳାଙ୍କ କରୋନା ପଜିଟିଭ ବାହାରିବାପରେ କିଛିଦିନ ଆଗରୁ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଗତକାଲିଠାରୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଡାକ୍ତରଙ୍କୁ ହୋମ କ୍ୱାରେଣ୍ଟାଇନରେ
Read More...

କୋଭିଡ ସାମଗ୍ରୀ କିଣା ମହାଦୁର୍ନୀତିର ତଦନ୍ତ ଦାବିରେ କଂଗ୍ରେସର ଦାବିପତ୍ର ପ୍ରଦାନ

ବୌଦ୍ଧ: କରୋନା ଭଳି ମହାମାରୀ ରାଜ୍ୟରେ ବ୍ୟାପିଥିବାବେଳେ ବିଭିନ୍ନ ସାମଗ୍ରୀ କ୍ରୟରେ ରାଜ୍ୟରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ଦାବିକରି କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୬ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ଔଷଧ ନିଗମ
Read More...

ବୌଦ୍ଧ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟପ୍ରାଣୀ ଶିକାର

ବୌଦ୍ଧ:- ବୌଦ୍ଧ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ମାନଙ୍କରୁ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ବନବିଭାଗ ସେମାନଙ୍କୁ ଧରିବାରେ କାଁଭାଁ ସଫଳ ହେଉଛନ୍ତି । କୌଣସି ସ୍ଥାନରେ ବନ୍ୟପ୍ରାଣୀ ଶିକାର ସଂପର୍କରେ ସ୍ଥାନୀୟ ଲୋକ ସୂଚନା ଦେଲେ ଯାଇ ହିଁ ଚଢଉ କରାଯାଉଛି ।
Read More...

ଗଞ୍ଜେଇ ଚାଷ ପାଇଁ ଗୋବର ଖତର ଚାହିଦା ବୃଦ୍ଧି

ବୌଦ୍ଧ : ମୌସୁମୀ ଆସିବା ପୂର୍ବରୁ ବଣଜଙ୍ଗଲ ମଧ୍ୟରେ ଲୁଚିଛପି ଗଞ୍ଜେଇ ଚାଷ କରୁଥିବା ଚାଷୀ ଓ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ଚର୍ଚ୍ଚା ହେଉଛି । ଯୋଗାଯୋଗ ନଥିବା ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବାରୁ ମୌସୁମୀ ପୂର୍ବରୁ ହିଁ ଚାଷ ଉପକରଣ ଅଗମ୍ୟ ଅଞ୍ଚଳରେ ପହଞ୍ଚାଇବା ପାଇଁ କାମ ଆରମ୍ଭ
Read More...