Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୧୩୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ରାଜ୍ୟରେ ପୁଣି ୧୩୬ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…
Read More...
Read More...
ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି l ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି l ଯେଉଁ ମାନଙ୍କୁ ସମଗ୍ର ବିଶ୍ୱ ଆଜି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ!-->…
Read More...
Read More...
କିସ୍ ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍ : ୩୦ ହଜାର ପିଲାଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ
ଭୁବନେଶ୍ୱର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସେସ୍(କିିସ୍) ଉଦ୍ୟମରେ ଏବଂ କଳିଙ୍ଗ ଟିଭି ପ୍ରୟାସରେ କିସ୍ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ବୁଧବାର କିସ୍ରେ ଉଦ୍ଘାଟିତ ହୋଇଯାଇଛି । କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ!-->…
Read More...
Read More...
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ଼ ଡିଏଫ୍ଓ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଅଫିସ୍ ଓ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ । ଡିଏଫ୍ଓ ପ୍ରଣବ ମହାନ୍ତି ରେଞ୍ଜର ଜଗନ୍ନାଥ ଦାସଙ୍କୁ ୧ ଲକ୍ଷ ୬୭ହଜାର ଟଙ୍କା ପିସି ମାଗିଥିଲେ । ଡେପୁଟି ରେଞ୍ଜର ଚିତ୍ତରଞ୍ଜନ!-->…
Read More...
Read More...
ଜଙ୍ଗଲ ଉପରେ ଅଧିକାରକୁ ନେଇ ଦୁଇସାହି ମଧ୍ୟରେ ବିବାଦ
ବୌଦ୍ଧ: ବନବିଭାଗର ବୌଦ୍ଧ ରେଞ୍ଜ ବଘିଆପଡା ସେକସନ ଅନ୍ତର୍ଗତ ଏରେଡା ଗ୍ରାମରେ ଥିବା ଗୌଡଦେଇ ଜଙ୍ଗଲ ଉପରେ ଅଧିକାରକୁ ନେଇ ଗ୍ରାମର ଦୁଇସାହି ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ଏକ ୱାର୍ଡ ହେଉଛି ଏରେଡା । ତଳ ଏରେଡା ଓ ଉପର ଏରେଡା ନାମରେ ଗ୍ରାମର!-->…
Read More...
Read More...
ଗଜପତିରେ ପୁଣି ୧୧ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।୧୦ ଜଣ ମହାରାଷ୍ଟ୍ରରୁ ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ!-->…
Read More...
Read More...
ମୁଖ୍ୟରାସ୍ତା ପାଲଟିଛି କୃତ୍ରିମ ହ୍ରଦ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଫାୟାର ଷ୍ଟେସନ ଛକଠାରୁ ଫରେଷ୍ଟ ଗେଟ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଯାହାଫଳରେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୌସୁମୀ ଆଗମନ ପୂର୍ବରୁ!-->…
Read More...
Read More...
ଗାଁକୁ ପଶିଲା କରୋନା, ସଟ୍ଡାଉନ ହେଲା ଆକ୍ରାନ୍ତଙ୍କ ଗାଁ
ବୌଦ୍ଧ:ବୌଦ୍ଧଜିଲ୍ଲାରେ ପୂର୍ବରୁ ବାହାରିଥିବା ୩୪ଗୋଟି କରୋନା ପଜିଟିଭ କେବଳ ସଙ୍ଗରୋଧ କେନ୍ଦ୍ରରୁ ହିଁ ହୋଇଥିଲା । ପ୍ରବାସୀ ଶ୍ରମିକ ହିଁ ହୋଇଥିଲେ ଆକ୍ରାନ୍ତ । ଏବେ ପ୍ରଶାସନ ଓ ଜନସାଧାରଣଙ୍କ ଚିନ୍ତା ବଢାଇଛି ୩୫ ନମ୍ବର ପଜିଟିଭ । ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଏହି ୪୫ ବର୍ଷୀୟା!-->…
Read More...
Read More...
ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ ପ୍ରଶାସନ ଶୁଣିଲାନି ! ଗାଁ ଲୋକଙ୍କୁ ନେଇ ତିଆରି କଲେ କାଠ ପୋଲ
ବାଲିଗୁଡ଼ା: ଗାଁ କୁ ନଥିଲା ରାସ୍ତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ଗାଁ ର ଜଣେ ଆଦିବାସୀ ଯୁବକ ସିଭିଲ୍ ଇଞ୍ଜିନିୟର ଛାତ୍ରଙ୍କ ବୁଦ୍ଧି ବଳରେ ଗାଁ ଲୋକେ ତିଆରି କରିଛନ୍ତି କାଠ ପୋଲ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କନ୍ଧମାଳ ଜିଲ୍ଲା କୁ.ନୂଆଗାଁ!-->…
Read More...
Read More...
ରାଜ୍ୟରେ ପୁଣି ୧୧୦ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ପୁଣି ୧୧୦ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…
Read More...
Read More...