Browsing Category

ରାଜ୍ୟ

ହଜାରେ ନିକଟତର ହେଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଟକ ଜିଲ୍ଲାର ୭୫ବର୍ଷ ବୟସର ଜଣେ ବୃଦ୍ଧ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ରାଜ୍ୟରେ ମୃତକଙ୍କ ସଂଖ୍ୟା 5କୁ
Read More...

ଦୟନୀୟ ହେଉଛି ପ୍ରବାସୀଙ୍କ ସ୍ଥିତି ଭୋକ ଉପାସରେ ପଡିରହିଛନ୍ତି ଇରୋଡ ଷ୍ଟେସନ ବାହାରେ

ବୌଦ୍ଧ,:ପ୍ରବାସୀ ଶ୍ରମିକ ମାନଙ୍କୁ ଓଡିଶାକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ଘୋଷଣା କରିବାପରେ ବାହାରେ ରହୁଥିବା ଓଡିଆ ଶ୍ରମିକଙ୍କ ମନରେ ଘରକୁ ଫେରିବାର ଆଶା ସଂଚାର ହୋଇଥିଲା । ହେଲେ ଏବେ ତାହା ଧୂଆଁବାଣରେ ପରିଣତ ହୋଇଛି । ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି ।
Read More...

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ଅମ୍ଫନ

ଭୁବନେଶ୍ୱର : ମହାବାତ୍ୟ ରୂପ ନେଇଥିବା ଅମ୍ଫନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ଏହି ସୂଚନା ଦେଇଛନ୍ତି । ମହାବାତ୍ୟା ୨୦ ତାରିଖ ଅପରାହ୍ନ କିମ୍ବା ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ । ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗର ୨୪
Read More...

ଜଗତସିଂହପୁରରୁ ୨୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସରକାର କିଛି ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲାକୁ କରୋନା ମୁ୍‌କ୍ତ ଜିଲ୍ଲା ଘୋଷଣା କରିଥିଲେ । ଏବେ ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ନାଉଗାଁରୁ ୧୯ ଓ କୁଞ୍ଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ସମାଜସେବୀ ଜନ୍ମ ଦିନରେ ବାଣ୍ଟିଲେ ପନିପରିବା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଣେ ସମାଜସେବୀ ପ୍ରଦୀପ ବୁଜ୍ଜି ତାଙ୍କର ଜନ୍ମ ଦିନରେ ସହରର 6 ନମ୍ବର ୱାଡ଼ର ଗରିବ ଓ ଅସହାୟଙ୍କୁ ପନି ପରିବା ବଣ୍ଟନ କରିଛନ୍ତି। ଲକଡାଉନ ସମୟରେ ଗରିବ ଓ ଅସହାୟ ନିଜର ଗୁଜରାଣ ମେଣ୍ଟାଇବା ସକାଶେ ଅତି ଆବଶ୍ୟକ ସାମଗ୍ରୀ ଦରକାର ପଡୁ ଥିବାରୁ
Read More...

ଖୁବଶୀଘ୍ର ବସ ଚଳାଚଳ ହେବ ସ୍ୱାଭାବିକ

ଭୁବନେଶ୍ୱର: ରାଜ୍ୟରେ ଯାତ୍ରୀ ପରିବହନ ସେବା ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ଅନୁଯାୟୀ ପରିବହନ ବ୍ୟବସ୍ଥା ଉପରେ ନିୟମ କୋହଳ କରାଯାଇଛି । ଏହି ଅନୁଯାୟୀ ରେଡ୍ ଜୋନ ଓ ଅରେଞ୍ଜ ଜୋନରେ ଯାତ୍ରୀ
Read More...

ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ

ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି
Read More...

ଖାଉଟିଙ୍କ ଠାରୁ କିରୋସିନ ଦର ଦୁଇଗୁଣା ଆଦାୟ ଅଭିଯୋଗ

ବୌଦ୍ଧ:ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରରେ ଖାଉଟିଙ୍କୁ ସରକାରୀ ରିଟେଲରମାନେ କିରୋସିନ ବିକ୍ରି କରିଥିବା ଆଲୋଚନା ଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତରେ ସରକାରୀ ଧାର୍ଯ୍ୟଦର ୧୫ଟଙ୍କା ଥିବାବେଳେ
Read More...

ଚିନ୍ତା ବଢାଉଛି ଅଧାପନ୍ତରିଆ ଫ୍ଲାଇଓଭର : ଟ୍ରାଫିକ ସମସ୍ୟା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ହୋଇପାରୁନି

ସମ୍ବଲପୁର: ସମ୍ବଲପୁର ନଗର ମଝି ନିର୍ମାଣଧୀନ ଫ୍ଲାଇଓଭର ବର୍ତ୍ତମାନ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ମାଣ ପୁରାକରିବା ପାଇଁ ବାରମ୍ବାର ସମୟନେଇ ଏହାର ଠିକାଦାର କାମ ସାରିପାରୁନାହିଁ । ମୂଳତଃ ଏହାର ନିର୍ମାଣ କାର୍ଯ୍ୟ ୧୨ ଫେବୃଆରୀ ୨୦୧୬ରେ ଆରମ୍ଭହୋଇ ୨୧ମେ
Read More...

ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ

ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ
Read More...