Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ଯୋଗଶିକ୍ଷା ଦେଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହୁଥିବା ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ ପାଇଁ ଜିଲ୍ଲା ପ୍ରଶାସନ ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୮୨ ଅନ୍ତେବାସୀଙ୍କୁ ଯୋଗ!-->…
Read More...
Read More...
ଅଂଶୁଘାତ ଓ ହୃଦ୍ଘାତ ଯୋଗୁଁ ହାତୀଶାବକର ମୃତ୍ୟୁ
ସମ୍ବଲପୁର : ଚିକିତ୍ସାଧୀନ ଏକ ହାତୀ ଶାବକର ମୃତ୍ୟୁ ଘଟିଛି । ବନବିଭାଗୀୟ କର୍ମଚାରୀ ଏହି ହାତୀ ଶାବକକୁ ଶନିବାରଦିନ ହାତୀପଲ ସହିତ ଦେଖିଥିଲେ କିନ୍ତୁ ପରେ ଏହା ହଠାତ ଅସୁସ୍ଥ ହୋଇପଡିଥିଲା । ଏହା ଜାଣିବାପରେ ରବିବାରଦିନ ଏହାକୁ ଠାବକରି ତାହାର ଚିକିତ୍ସା କରାଗଲା କିନ୍ତୁ ଚିକିତ୍ସାରତ!-->…
Read More...
Read More...
ଆଗ ଚକ ଖୋଲିଯିବାରୁ ବୋଲେରୋ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ପୋଲ ନିକଟରେ ଗାଡିର ଚକ ଖୋଲିଯିବାରୁ ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡି-୦୨ଏଜି୮୬୧୦ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡି ସୋନପୁରରୁ ଟିକାବାଲି ଅଭିମୁଖେ ଯାଉଥିବାବେଳେ ବୌଦ୍ଧଥାନା!-->…
Read More...
Read More...
ନିଜ ଜିଲ୍ଲାକୁ ପହଞ୍ଚି ପାରିଲେନି ପ୍ରବାସୀ ଶ୍ରମିକ
ବୌଦ୍ଧ:ସୁଦୂର ଆନ୍ଧ୍ରରୁ ଓଡିଶାକୁ ସିନା ଫେରିପାରିଲେ ହେଲେ ନିଜ ଜିଲ୍ଲା ବୌଦ୍ଧ ସୀମାନ୍ତ ନୟାଗଡ ଜିଲ୍ଲା ଟାକରା ଗ୍ରାମରୁ ଆସିପାରୁନାହାନ୍ତି ନିଜ ଜନ୍ମମାଟିକୁ । ଏଭଳି ସମସ୍ୟାରେ ଟାକରା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ ଗ୍ରାମର ପ୍ରଶାନ୍ତ!-->…
Read More...
Read More...
ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା
ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ । ସରକାର ନିୟମରେ!-->…
Read More...
Read More...
ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, କରୋନା ମାନଚିତ୍ରରେ ଯୋଡି ହେଲା କନ୍ଧମାଳ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୨ଜଣ ଥିବା ଜଣାପଡିଛି । ଆଜି କରୋନା ମାନଚିତ୍ରରେ ନୂତନ ଜିଲ୍ଲା ଭାବେ କନ୍ଧମାଳ ଯୋଡି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତ!-->…
Read More...
Read More...
ଗରିବ ପରିବାରଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସୁବିଧା
କଣ୍ଟାବାଞ୍ଜି : ବିଶ୍ୱ ମହାମାରୀ କୋରନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ଯୋଗୁଁ ବହୁ ଗରିବ ପରିବାର ନିଜନିଜର ଜୀବିକା ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଏମିତି କେତେକ!-->…
Read More...
Read More...
ବୌଦ୍ଧରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୂର୍ବରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣକ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଣ୍ଟାମାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ବାହାରିବା ପରେ ଜିଲ୍ଲାରେ କରୋନା!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା କାର
ବୌଦ୍ଧ : ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ବାଣିଭୂଷଣପୁର ଗ୍ରାମ ପଞ୍ଚାୟତର ତେଇଶି ମାଇଲ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଡ୍ରାଇଭରଙ୍କ ବ୍ୟତୀତ କେହି ଯାତ୍ରୀ ନଥିବା ଜଣାପଡିଛି । ଡ୍ରାଇଭର ସାମାନ୍ୟ ଆହତ ହୋଇ!-->…
Read More...
Read More...
ମାଙ୍କଡର ଉପଦ୍ରବ, ଲୋକେ ଆତଙ୍କିତ
ବୌଦ୍ଧ : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତର ରାଜିଙ୍ଗ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରୁ ଏକ ଜଙ୍ଗଲୀ ମାଙ୍କଡ ଉପଦ୍ରବ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ନିକଟସ୍ଥ ଯାଜପୁର ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ମାଙ୍କଡଟି ବିଭିନ୍ନ!-->…
Read More...
Read More...