Browsing Category

ରାଜ୍ୟ

ଲକ୍ ଡାଉନ ସମୟରେ ପାସ୍ ପ୍ରସଙ୍ଗ : ଜାଲ୍‌ପାସ୍‌ର ଚେର ଲମ୍ବିଛି ବହୁ ଦୂରକୁ !

ବୌଦ୍ଧ: ଲକ୍‌ଡାଉନ ସମୟରେ ଗାଡିମଟର ଓ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ସରକାର କଟକଣା ଜାରି କରିଛନ୍ତି । କୌଣସି ଜରୁରୀ କାମରେ ଆବଶ୍ୟକତାକୁ ଉପଲବ୍‌ଧିକରି ପ୍ରଶାସନ ପାସ୍ ଦେଇପାରିବାର ବ୍ୟବସ୍ଥା ମଧ୍ୟ ସରକାର ରଖିଛନ୍ତି । ଏହି ସୁଯୋଗର ଦୁରୁପଯୋଗ କରି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ
Read More...

ଡାକୁଛି ହୀରାକୁଦର ପର୍ଯ୍ୟଟନ ବିଭବ, କିଏ ନିରବ ?

ସମ୍ବଲପୁର:ଆମ ଆଖପାଖରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରାକୃତିକ ମନୋରମ ସ୍ଥାନ ରହିଛି ଯାହାକି ସହସ୍ରାଧିକଙ୍କୁ ରୋଜଗାର ଯୋଗାଇବା ସହିତ ରାଜ୍ୟପାଇଁ ବିପୁଳ ପର୍ଯ୍ୟଟନ ରାଜସ୍ୱ ଆଣିଦେଇପାରିବ କିନ୍ତୁ ରାଜ୍ୟସରକାର ଚରମ ଅବହେଳା କରିଆସୁଥିବା ଅଭିଯୋଗ ହୋଇଥାଏ ।
Read More...

ଅବକାରୀ ବିଭାଗର ଚଢ଼ଉ: ୬୦ ଲିଟର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ଓ ୧୮୮୦ କେଜି ମହୁଲପୋଚ ଜବତ

ଦେବଗଡ଼ : ଜିଲାରେ କରୋନା ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ
Read More...

ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍‌

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା
Read More...

ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଏହି 3 ଜିଲ୍ଲାକୁ ବ୍ୟାପିଲା

ଭୁବନେଶ୍ୱର : ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହି ୩ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡା. ଓ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନା
Read More...

ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

ବାଲିଗୁଡ଼ା: ଜୁଆ ଆଡ୍ଡାରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ନଗଦ ୧୪ହଜାର ୩୫୦ଟଙ୍କା ଜବତସହ ଛ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ
Read More...

ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା କଲେ କେ.ତାତେୟା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ପାରଳା ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି କେ. ତାତେୟାଙ୍କ ଝିଅ 5000 ଟଙ୍କାର ଚେକ ତାଙ୍କ ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କୋରନା ମୁକାବିଲା ସକାଶେ କେ ନାରାୟଣ ରାଓଙ୍କ
Read More...

ଟେଲି ମେଡିସିନ ସେବା ୪ ଜିଲ୍ଲାରେ ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜିଠୁ ରାଜ୍ୟର ୪ଟି ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ କରିଛନ୍ତି । ଏହି ଜିଲ୍ଲାଗୁଡିକ ଯଥାକ୍ରମେ ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର । ଲକଡାଉନ ସମୟରେ ଜନସାଧାରଣ ଘରେ ନିରାପଦରେ ରହି ଡାକ୍ତରଙ୍କଠାରୁ ରୋଗର ନିଦାନ
Read More...

ସରକାର୍ କା ମାଲ୍… ଭ୍ରାମ୍ୟମାଣ ବ୍ୟାଙ୍କିଂ ସେବା କେବେ ଆସିବ କାମରେ ?

ବୌଦ୍ଧ- ରାଷ୍ଟ୍ରୀୟ କୃଷିବିଭାଗ ଯୋଜନା ଓ ଓଡିଶା ସରକାରଙ୍କ ସହଯୋଗିତାରେ ୩ବର୍ଷ ତଳେ ଗ୍ରାମାଞ୍ଚଳ ଲୋକଙ୍କୁ ଭ୍ରାମ୍ୟମାଣ ବ୍ୟାଙ୍କ ସୁବିଧା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ଦୁଇଟି ବସ୍ ଆସିଥିଲା । ଗ୍ରାମାଞ୍ଚଳରେ ଥିବା
Read More...

ବ୍ରିଜ ମରାମତି ବେଳେ ଅଘଟଣ : ୨ ମୃତ, ଜଣେ ଗୁରୁତର

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ତମିଆଁ ମୁନ୍ଦଲସର ବ୍ରିଜ ଆଜି ମରାମତି ବେଳେ ଭୁଶୁଡି ପଡିଛି । ବ୍ରିଜ୍ ଭୁଶୁଡିବା ପରେ ଏଥିରେ ନିୟୋଜିତ ୨ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ମାସ ପୂର୍ବରୁ ଏହି ବ୍ରିଜର
Read More...