Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ
ସମ୍ବଲପୁର:ଆଜି ଏକ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାର ସଂଖ୍ୟା ୮ରେ ପହଞ୍ଚିଲା । ଇତିମଧ୍ୟରେ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଜିଲ୍ଲାରେ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ୭ ରହିଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଜଣେ ୨୦!-->…
Read More...
Read More...
ଏଏନଏମଙ୍କ ଅସ୍ୱାଭାବିକ ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କବରାପାଲି ସବସେଣ୍ଟର ଏଏନଏମ ଜ୍ୟୋସ୍ନା ମହନ୍ତ (୫୫) ଙ୍କ ଗତକାଲି ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି । ସକାଳୁ ଘରର ବାହାର ଲାଇଟ ଜଳୁଥିବା ଓ ଘରକବାଟ ଅନେକ ବେଳ ଯାଏଁ ନଖୋଲିବାରୁ ଆଖପାଖ ପଡୋଶୀ ଶଙ୍କିତ ହୋଇ ତାଙ୍କୁ ଡାକିଥିଲେ । ଏହାର କୌଣସି!-->…
Read More...
Read More...
ପଶ୍ଚିମ ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଶତକ ପାରହେଲା : ପ୍ରଥମ ଶତକ ପାଇଁ ୫୦ଦିନ ହେଲେ ଦ୍ୱିତୀୟ ଶତକ ପାଇଁ…
ସମ୍ବଲପୁର: ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପଶ୍ଚିମ ଓଡିଶାର ସ୍ଥିତି ଭଲ ଅଛି ହେଲେ ଏଠାରେ କରୋନା ମାତ୍ର ୫୫ ଦିନରେ ଦ୍ୱିଶତକ ପାର୍କରିଛି । ଏହାଠାରୁ ବଡ ଚିନ୍ତାର ବିଷୟ ହେଉଛି ଏଠାରେ ଆରୋଗ୍ୟ ହାର ଯଥେଷ୍ଟ କମ୍ ରହିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ!-->…
Read More...
Read More...
ଧାନ ବିହନ ଚଢାଦରରେ ବିକ୍ରି ହେଉଥିବା ବେଳେ ବିଭାଗ କର୍ତ୍ତୃପକ୍ଷ ନିଦାଵିଷ୍ଣୁ ପାଲଟିଛି
ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ରିହାତି ଦରରେ ଧାନବିହନ ଡିଲର ସମବାୟ ସମିତି ଜରିଆରେ ବିକ୍ରି କରାଯାଉଛି।ସରକାର ଚାଷୀଙ୍କ ସକାଶେ ବିଭିନ୍ନ କିସମର ବିହନ ଯୋଗାଉ ଥିବା ବେଳେ ଚାଷୀ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ବସ୍ତା ପିଛା10 ରୁ 20 ଟଙ୍କା ଅଧିକା ନେଉଥିବା ଅଭିଯୋଗ ହେଉଛି!-->…
Read More...
Read More...
ପଥପ୍ରାନ୍ତ ନାଟକ ଜରିଆରେ ସାଇବର କ୍ରାଇମ ଉପରେ ସଚେତନତା କରାଇଲା ଗଜପତି ପୋଲିସ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ସମ୍ମୁଖରେ ଏକ ପଥପ୍ରାନ୍ତ ସଚେତନତା ନାଟକ ସାଇବର ଅପରାଧ ଉପରେ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତକ୍ଷ ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଦିନକୁ ଦିନ ସାଇବର ଅପରାଧ!-->…
Read More...
Read More...
ଜୀବିତଙ୍କୁ ସରକାରୀ ନଥିପତ୍ରରେ ମୃତ ଦର୍ଶାଯାଇଥିବା ଅଭିଯୋଗ
ବୌଦ୍ଧ:ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ କରାଯାଉଛି ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲାରେ । କାଳିଆ ଯୋଜନାର ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାକ୍ଷସକୁଟି ଗ୍ରାମର କଳାବତୀ ସନ୍ୟାସୀ ଜୀବିତ ଥିବା!-->…
Read More...
Read More...
ରାଜ୍ୟର ପ୍ରଥମ ବସ୍ଭାବେ ବୌଦ୍ଧ ଆସିଥିଲା ମିନାର ବସ୍
ବୌଦ୍ଧ:ରାଜ୍ୟସରକାରଙ୍କ ପରିବହନ ବିଭାଗ ଓ ରାଜ୍ୟବସ୍ ମାଲିକ ସଂଘର ବୁଝାମଣା ପରେ ଗୁରୁବାର ସକାଳୁ କିଛି ଘରୋଇ ବସ୍ ସେମାନଙ୍କର ରୁଟ୍ରେ ଯାତ୍ରା ଆରମ୍ଭ କରିଥିଲେ । କାଲି ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ପ୍ରଥମ ବସ୍ ଭାବରେ ମିନାର ବୌଦ୍ଧ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।!-->…
Read More...
Read More...
ବୌଦ୍ଧରେ କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି
ବୌଦ୍ଧ : ଆଜି ସଂଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅଂଚଳରେ କୁଆପଥର ବୃଷ୍ଟି ଓ ଜୋରରେ ପବନ ବହିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ବଡବଡ ଆକାରର କୁଆପଥ ପଡିବା ଯୋଗୁଁ ଆଜବେଷ୍ଟସ, ଟାଇଲ ଓ ଖପର ଛାତ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା!-->…
Read More...
Read More...
ଦୁଇଟି ପୃଥକ୍ ଦୁର୍ଘଟଣାରେ ୨ଗୁରୁତର
ବୌଦ୍ଧ : ଆଜି ସଂଧ୍ୟାରେ ଜାତୀୟ ରାଜପଥ ନଂ-୫୭ର ସାହାଜପାଲ ଓ ତେଲିବନ୍ଧ ଛକଠାରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଦୁର୍ଘଟଣା ଘଟାଇଥିବା ଗାଡି ଦୁଇଟି ମଧ୍ୟ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିିଛି । ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ପ୍ରାୟ!-->…
Read More...
Read More...
ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ
ବୌଦ୍ଧ : ପଶ୍ଚିମଓଡିଶାର ବୌଦ୍ଧ, ସୋନପୁର ଓ ଆଠମଲ୍ଲିକ ଅଂଚଳରୁ ସୁଦୁର ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିବା ୧୮ଜଣ ଶ୍ରମିକଙ୍କୁ ଏକ ସୂତାକଳର ମାଲିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରମିକମାନେ ଭାଇରାଲ କରିଥିବା ଭିଡିଓ ଅନୁଯାୟୀ!-->…
Read More...
Read More...