Browsing Category

ରାଜ୍ୟ

ମେ ୩୦ରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ନବୀନ ଆହ୍ୱାନ

ଭୁବନେଶ୍ୱର : କରୋନା ଯୁଦ୍ଧରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କୁ ସଫଳତାର ଶ୍ରେୟ ଦେବାକୁ ପଡିବ । ଏହା କହିଛନ୍ତି କରୋନା ଯୁଦ୍ଧର ମୁଖ୍ୟ ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ମଇ ୩୦ ତାରିଖ ସଂଧ୍ୟା ସାଢେ ୫ଟାରେ ଆମେ ସମସ୍ତେ
Read More...

ଆଉ ୭୫ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଯେତେ ପରିମାଣରେ ବିଗିଡି ଯାଉଛି ତାହା ଏକ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପ୍ରତିଦିନ କିଛି ନା କିଛି କରୋନା ରୋଗୀ ସୁସ୍ଥ ହେଉଥିବାର ଖବର ଆସୁଥିବାରୁ ଏହା ମଧ୍ୟ ଅନେକ ପରିମାଣରେ ଭୟକୁ ଦୂରେଇ ଦେଉଛି । ଏହାରି ଭିତରେ ଆଜି ପୁଣି ଏକ
Read More...

ରାମଗଡ ପୋକ୍ସରେ ରବିଧାନ କିଣା ଆରମ୍ଭ

ବୌଦ୍ଧ: ଆଜି ହରଭଙ୍ଗା ବ୍ଲକ ରାମଗଡ ସେବା ସମବାୟ ସମିତିରେ ରବିଧାନ ମଣ୍ଡି ଆରମ୍ଭ କରାଯାଇଛି । ସକାଳେ ଆବଶ୍ୟକ ପୂଜାର୍ଚ୍ଚନା ପରେ ରବିଧାନ କ୍ରୟ ଆରମ୍ଭ ହୋଇଥିଲା । ଧାନ କିଣିବା ପାଇଁ ମଣ୍ଡିକୁ ରାଣୀସତୀ ରାଇସ୍ ମିଲ୍ ଓ ମାଁ ପେଡି ଇଣ୍ଡଷ୍ଟ୍ରୀର ଦୁଇଟି ଟ୍ରକ୍ ଆସିଥିଲା । ପ୍ରଥମ
Read More...

ଅନଲାଇନରେ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଭିନବ ପ୍ରଚେଷ୍ଟା

ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାକୁ ଆଗେଇ ନେବାପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଅଭିନବ ପ୍ରଚେଷ୍ଟା ସହିତ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଶୋଧ ବିଦ୍ୱାନମାନେ ସାମିଲ ହୋଇଥିଲେ । ଏହି
Read More...

କୁଅ ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମୃତ

ବୌଦ୍ଧ: ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ବୌଦ୍ଧ ସହର ଉପକଣ୍ଠ ଟୁଟୁସିଙ୍ଗା ଅଂଚଳରେ କୁଅରୁ ପଙ୍କ ଉଦ୍ଧାର କରିବା ପାଇଁ ପଶିଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ନିକଟବର୍ତ୍ତୀ ଟୁଟୁସିଙ୍ଗା ମୌଜା ଜାତୀୟ ରାଜପଥ କାର୍ଯ୍ୟାଳୟ
Read More...

ଡ.ଅଚ୍ୟୁତ ସାମନ୍ତଙ୍କ ମହନୀୟ ପ୍ରୟାସ : କିସ୍ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ପାଟଣାଗଡ: ବିଶ୍ୱର ପ୍ରଥମ ନିଶୁଳ୍କ ଆବାସିକ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ୩୦ହଜାର ଗରୀବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ବର୍ଷର ପାଠ୍ୟଉପକରଣ, ଲେଖନୀ ସାମଗ୍ରୀ, ଗୁଡ, ଚିନି, ବିସ୍କୁଟ, ଚାଉଳ ଆଦି ଶୁଖିଲା ଖାଦ୍ୟ ଉପକରଣ ସହ ସାବୁନ, ସର୍ଫ ଇତ୍ୟାଦି ସାମଗ୍ରୀ ଆଜି କିସ୍
Read More...

ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁଙ୍କ ଶ୍ର।ଦ୍ଧ ଦିବସ ପାଳିତ ହୋଇଯାଇଛି।ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ ।ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ତତ୍ୱାବଧାନ ରେ ଏହି
Read More...

ସମ୍ବଲପୁରରେ ଆଉ ୨ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,: ଆଜି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଦୁଇଟି ନୂତନ ମାମଲା ସ୍ଥାନୀୟ ଜମାଦାରପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ କରାଯାଇଛି ଓ ଉଭୟଙ୍କୁ ଚିକିତ୍ସା ପାଇଁ
Read More...

ଶୋଭାଯାତ୍ରା ବିନା ଶୀତଳଷଷ୍ଠୀ ଯାତ୍ରା ସଂପନ୍ନ

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅତ୍ୟନ୍ତ ସରଳ ଓ ନିରାଡମ୍ବର ସହିତ ଚଳିତବର୍ଷ ସଂପନ୍ନ ହୋଇଛି । ଜଗଦଜନନୀ ଆଦିମାତା ପାର୍ବତୀଙ୍କ ସହିତ ଦେବଦେବ ମହାଦେବଙ୍କ ବିବାହୋତ୍ସବ ଗତ ରାତି ସଂପନ୍ନ ହେଲାପରେ ନବବିବାହିତ ଦେବଦଂପତ୍ତି ସ୍ୱମନ୍ଦିର ପରିସରରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା
Read More...

ଗୋଟିଏ ଦିନରେ 679 ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କଲା ଜିଲ୍ଲା ପ୍ରଶାସନ

କୋଭିଡ 19 ଯୋଗୁଁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଫସିରହି ଥିବା ଓଡ଼ିଆ କିପରି ନିଜ ରାଜ୍ୟକୁ ଫେରିବେ ତାହାର ଜୋରଦାର ଉଦ୍ୟମ ସେମାନଙ୍କ ଦ୍ବାରା ଆଜି ଦେଖିବାକୁ ମିଳିଛି।ଏପରିକି ଆଜି ଗୋଟିଏ ଦିନରେ ଗଜପତି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ଖୋର୍ଦ୍ଧା,ବ୍ରହ୍ମପୁର
Read More...