Browsing Category

ରାଜ୍ୟ

ଭୁବନେଶ୍ୱରକୁ ୭ ସ୍ଥାନାନ୍ତର : ବୌଦ୍ଧରେ ହିଁ ଚିକିତ୍ସିତ ହେବେ ୨୧ କରୋନା ପଜିଟିଭ

ବୌଦ୍ଧ: ଜଗତି, ତେଲିବନ୍ଧ ଓ କଣ୍ଟାମାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ବାହାରି କରୋନା ପଜିଟିଭଙ୍କୁ ଚିକିତ୍ସାପାଇଁ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ହରଭଙ୍ଗା ବ୍ଲକର ବୀରନରସିଂପୁର କେନ୍ଦ୍ରର ୨ଜଣ, ଆଡେଣିଗଡ କେନ୍ଦ୍ରର ୨୧ ଜଣ,
Read More...

ବୌଦ୍ଧରୁ ରେକର୍ଡ ସଂଖ୍ୟକ ୨୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟାକ ୨୮ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ବୌଦ୍ଧରେ କରୋନା ପଜିଟିଭ୍ ଏତେ ସଂଖ୍ୟକ ବାହାରିଥିଲେ ମଧ୍ୟ ସାର୍ବଜନୀନ ଭାବରେ ପ୍ରଶାସନ କୌଣସି ସୂଚନା ପ୍ରଦାନ କରିନାହିଁ । ଏ ସମସ୍ତ ପଜିଟିଭ ରୋଗୀମାନେ ହରଭଙ୍ଗା
Read More...

ସଟ୍ ସର୍କିଟରୁ ବୌଦ୍ଧ ଡାକ୍ତରଖାନାରେ ଲାଗିଲା ନିଆଁ

ବୌଦ୍ଧ : ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଆଜି ସଂଧ୍ୟା ପ୍ରାୟ ଘ.୭.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବଖରାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଂଶୁଘାତ ପ୍ରକୋଷ୍ଠ ସାମ୍ନାରେ ଥିବା ବଖରା ଯେଉଁଠାରେ କି
Read More...

ସଖୀ ୱାନଷ୍ଟପ ସେଣ୍ଟର ତରଫରୁ କରୋନା ସଚେତନତା

ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିଲା।ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ
Read More...

ସମ୍ବଲପୁରରେ ଆଜି ଆଉ ୨ଟି ପଜିଟିଭ ଚିହ୍ନଟ,ଆସିଲା ଆକ୍ରାନ୍ତଙ୍କ ତଥ୍ୟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜି ୨ଟି କରୋନା ପଜିଟିଭ ମାମଲା ସାମନାକୁ ଆସିଛି ଓ ଏହାସହିତ ଜିଲ୍ଲାରେ ମୋଟ ୩ଟି ମାମଲା ହୋଇଛି । ଗତ ରବିବାର ଦିନ ଜିଲ୍ଲାର ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତରେ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ କରାଯାଇଛି
Read More...

ଭୁବନେଶ୍ୱରରେ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ କମିଶନରେଟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଂପୃକ୍ତ ପୁଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା କୁହାଯାଇଛି । ୩୬ ବର୍ଷିୟ ଏହି ପୁଲିସ କର୍ମଚାରୀ
Read More...

ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’

ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ…

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା
Read More...

ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ
Read More...

ବାତ୍ୟା ପାଇଁ ଓଡ୍ରାଫ୍ ଟିମ୍ ସଜାଗ

ଭଦ୍ରକ: ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି
Read More...