Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଶ୍ରୀମନ୍ଦିର ଓ ଏକାମ୍ରର ଐତିହ୍ୟ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ଜୀବନ ଅସ୍ୱାଭାବିକ ହେବା ତଥା ଲକଡାଉନ ଯୋଗୁଁ ଅଟକୀ ରହିଥିବା ପୁରୀ ଶ୍ରୀମନ୍ଦିରର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ!-->…
Read More...
Read More...
ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍
ଭୁବନେଶ୍ୱର : ଆସନ୍ତାକାଲିଠାରୁ ସମସ୍ତ ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ରାଜ୍ୟ ଘରୋଇ ବସ୍ ମହାସଂଘର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠୁ ୧୪ହଜାର ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ହେବେ । ତେବେ ଦୀର୍ଘ ୨ ମାସ ଧରି ଯାତ୍ରୀବାହୀ ବସଗୁଡିକ ଅଫରୋଡ!-->…
Read More...
Read More...
ବାଇକ ଦୁର୍ଘଟଣା, ଜଣେ ଗୁରୁତର
ବୌଦ୍ଧ:ଗତକାଲି ବିଳମ୍ବିତ ରାତ୍ରୀରେ ପୁରୁଣାକଟକ-ଧଳପୁର ରାସ୍ତାର ଖଣ୍ଡହତା ନାଳ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଠିକାସଂସ୍ଥାର ହାଇୱା ଚଳାଉଥିବା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମ ପଞ୍ଚାୟତ ମଧୁସୂଦନପୁର!-->…
Read More...
Read More...
ନିମ୍ନମାନର ଖାଦ୍ୟ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ଧର୍ମଘଟ
ବୌଦ୍ଧ: ନିମ୍ନମାନର ଖାଦ୍ୟ ଓ ସେବା ଯୋଗାଇ ଦେବାରେ ବହିରା ସଙ୍ଗରୋଧ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପ୍ରତ୍ୟେକଦିନ ନିମ୍ନମାନର ଜଳଖିଆ ଓ ଭୋଜନ ଦିଆଯାଉଥିବାର ଅଭିଯୋଗକରି ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ୫୪ଜଣ ଅନ୍ତେବାସୀ ଧର୍ମଘଟ କରିଛନ୍ତି!-->…
Read More...
Read More...
ସ୍ୱଚ୍ଛସାଥୀ ଓ ସଫେଇ କର୍ମଚାରୀ ସମ୍ମାନିତ
ସମ୍ବଲପୁର: କୋଭିଡ-୧୯ ପାଇଁ ଉପୁଜିଥିବା ସାଂପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନରେ ରହିଛି । ଘରେ ରହିବା, ସାମାଜିକ ଦୂରତା ନିର୍ବାହ କରିବା ଓ ସ୍ୱଚ୍ଛତା ହିଁ ଏହି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ମଧ୍ୟ ନିଜ ଜୀବନକୁ ବାଜିଲଗାଇ ସମାଜ!-->…
Read More...
Read More...
କନ୍ୟା ପାର୍ବତୀଙ୍କ ଅଭିଷେକ ଓ ଗଣଶନ ଶେଷ : ଆଜି ରାତି ଶିବ-ପାର୍ବତୀଙ୍କ ବିବାହପରେ ଦେବ ଦଂପତ୍ତିଙ୍କ ଘରବାହୁଡା
ସମ୍ବଲପୁର: ଶୀତଳଷଷ୍ଠୀ ରୂପେ ମୁଖ୍ୟତଃ ପରିଚିତ ଅଲୌକିକ ଶିବବିବାହ ଉପଲକ୍ଷେ ଗତକାଲି ଦିନତମାମ ସମସ୍ତ ମନ୍ଦିରମାନଙ୍କୁ ଯାଇ ପ୍ରଭୁଙ୍କ ଅନୁଚର ଭାବେ ହନୁମାନ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ଆସିଛନ୍ତି ଯାହାକି ପତରପେଣ୍ଡି ରୂପେ ପରିଚିତ । ଆଜି ସକାଳୁ ଗଣ୍ଠାଳଫିଟା!-->…
Read More...
Read More...
ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ରରେ ଅବ୍ୟବସ୍ଥା !
ବୌଦ୍ଧ: ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଯୋଗୀନ୍ଦ୍ରଦେବ ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଠାରେ ୭୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନରେ ନିଯୁକ୍ତ ହୋଇଛନ୍ତି । ଗତକାଲି ଖାତା ଦେଖାର ପ୍ରଥମ ଦିନରେ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ!-->…
Read More...
Read More...
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ବୌଦ୍ଧ: ଆଜି ରାତି ପ୍ରାୟ ୧ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ମନମୁଣ୍ଡା ଥାନା ଦହ୍ୟା ନିକଟରେ ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନମୁଣ୍ଡା ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ!-->…
Read More...
Read More...
ବିନା ସ୍ୱାବ ପରୀକ୍ଷାରେ ଘରକୁ ପ୍ରବାସୀଙ୍କୁ ଛଡାଯାଉଥିବାରୁ ଲୋକେ ଆତଙ୍କିତ
ବୌଦ୍ଧ : ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ପ୍ରଥମେ ୧୪ଦିନ, ତାପରେ ୨୧ଦିନ, ପୁଣି ୧୪ଦିନ ଓ ଏବେ ୭ଦିନ ହେବାପରେ କ୍ୱାରେଣ୍ଟାଇନରୁ ଘରକୁ ପଠାଇ ଦେଉଥିବାରୁ ଲୋକେ କରୋନା ସଂକ୍ରମଣର ଆଶଙ୍କାକରି ଆତଙ୍କିତ ହୋଇପଡୁଛନ୍ତି । ସରକାର ତଥା ପ୍ରଶାସନର ଥରକୁ ଗୋଟିଏ ଗୋଟିଏ ନିୟମ ବାହାରୁଥିବାରୁ!-->…
Read More...
Read More...
ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସରେ ଗରିବଙ୍କୁ ରାସନ ବଣ୍ଟନ
ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାଖେମୁଣ୍ଡି ମହାରାଜା ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସରେ ଗଜପତି ଜିଲ୍ଲା ବିଜେଡି ଦଳର ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ ଗରିବ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି।ସନ୍ଧ୍ୟାରେ ସ୍ଥାନୀୟ କବି ଚନ୍ଦ୍ର!-->…
Read More...
Read More...