Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ
ଭୁବନେଶ୍ୱର : ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣାପଡିଛି । ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହୃଦଘାତ ଯୋଗୁଁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାର ତାଙ୍କୁ!-->…
Read More...
Read More...
ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ : ତିନି ଗୁରୁତର,୧୦ଆହତ
ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ପିଛା ଛାଡୁନି । ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ନିକଟ କିନାରିପଡ଼ାରେ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍ ପୁଣି ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ ୪୯ ଜଣ ପ୍ରବାସୀ ଗୋଆରୁ ଟ୍ରେନ୍ ରେ ଆସି!-->…
Read More...
Read More...
ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ନେଇ ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ, କରୋନାଜନିତ!-->…
Read More...
Read More...
ସୁସ୍ଥ ହେଲା ଆଉ ୮୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୭୩୩ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ୮୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୪, ଯାଜପୁରରୁ!-->…
Read More...
Read More...
ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ଭାବିବା ଠିକ୍ ନୁହେଁ
ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆମେ ଗତ ଦୁଇ ମାସ ହେଲା ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ ଓ ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ମଧ୍ୟ ହାସଲ କରିଛୁ । ଏହି ଉପଲବ୍ଧି ଆମକୁ ଭବିଷ୍ୟତ କୌଶଳ ନିର୍ଦ୍ଧାରଣ ପାଇଁ ସାହାଯ୍ୟ କରିବ । ଆମେ ନିଜକୁ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ କରିବାକୁ!-->…
Read More...
Read More...
ଝିଅର ବହି ଆଣିବା ମା’ ପାଇଁ କାଳ ହେଲା
ଫୁଲବାଣୀ : ଝିଅର ବହି ଆଣିବା ମା’ ପାଇଁ କାଳ ହେଲା । ଏପରି ଏକ ଦୁର୍ଘଟଣାରେ ମା’ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ଚାଳକ ଫେରାର ହୋଇଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଜି. ଉଦୟଗିରି ଥାନା ଅନ୍ତର୍ଗତ ପେ ନାଲା ଗ୍ରାମର ଅସିତ ପ୍ରଧାନଙ୍କ ସ୍ତ୍ରୀ ମେନକା ପ୍ରଧାନ (୩୫)!-->…
Read More...
Read More...
ଅଘୋଷିତ ବିଦ୍ୟୁତ କାଟ ଓ ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ
ସମ୍ବଲପୁର: ଗତ ଦୁଇମାସ ହେଲା ଲକଡାଉନ ଘୋଷଣା ସହିତ ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିତରଣରେ ଅବ୍ୟବସ୍ଥା ଓ ଲୋ ଭୋଲଟେଜ ସମସ୍ୟା ପାଇଁ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ଏନେଇ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତକରି ସ୍ୱର ଉଠାଇବା ସହିତ ଏକ!-->…
Read More...
Read More...
ବୌଦ୍ଧରେ ଆଜିଠାରୁ ଦୋକାନ ଖୋଲିବାର ପ୍ରତିବନ୍ଧକ ଉଠିଲା
ବୌଦ୍ଧ:ଚତୁର୍ଥ ପର୍ଯ୍ୟାୟର ଲକ୍ଡାଉନ ସରିବାକୁ ଆଉ ୫ଦିନ ସମୟ ବାକିଥିବାବେଳେ ବିଭିନ୍ନ ଦୋକାନ ବଜାର ଖୋଲିବାକୁ ନେଇ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକ ଏବେ ହଟାଯାଇଛି । କେବଳ ମଦ ଦୋକାନ ବ୍ୟତୀତ ଅନ୍ୟ ସଂସ୍ତ ଦୋକାନ ପ୍ରତିଦିନ ସକାଳ ୭ଘଣ୍ଟାରୁ ସନ୍ଧ୍ୟା ୭ଘଣ୍ଟା ଯାଏଁ ଖୋଲାଯାଇପାରିବ ବୋଲି!-->…
Read More...
Read More...
ଜେଡି ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତାଦେଖା ଆରମ୍ଭ
ବୌଦ୍ଧ:ଆଜିଠାରୁ ବୌଦ୍ଧ ସହରସ୍ଥିତ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଛି । କରୋନା ଯୋଗୁଁ ଖାତାଦେଖା କେନ୍ଦ୍ରରେ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷକ!-->…
Read More...
Read More...
ଗଞ୍ଜେଇ ଚୋରା ବେପାରୀଙ୍କୁ ଫରକ ପଡୁନି ଲକ୍ଡାଉନ
ବୌଦ୍ଧ: ଲକ୍ଡାଉନ ସମୟରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ମାଦକ ଦ୍ରବ୍ୟର ଚୋରା ଚାଲାଣକାରୀଙ୍କୁ ଏହାର କୌଣସି ଫରକ ପଡୁନଥିବା ସାରା ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳୁଛି । ଗଞ୍ଜେଇ ଭଳି ନିଷିଦ୍ଧ ମାଦକ ଦ୍ରବ୍ୟ ଧରି ଦିନ ଦ୍ୱିପ୍ରହରରେ ପ୍ରତ୍ୟେକଦିନ ଚୋରାଚାଲାଣ!-->…
Read More...
Read More...