Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୟୁରଭଞ୍ଜକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ହେଲା
ଭୁବନେଶ୍ୱର : ମାତ୍ର ୨ ସପ୍ତାହ ପୂର୍ବରୁ କରୋନା ସଂକ୍ରମଣରେ ଆମ ରାଜ୍ୟରେ ନିୟନ୍ତ୍ରିତ ଥିବାବେଳେ ଏବେ ବେଲଗାମ ଗତିରେ ମାଡି ଯାଉଛି ଯାହା ମହାରାଷ୍ଟ୍ର ରେକର୍ଡ ଭାଙ୍ଗିବା ଆଶଙ୍କା ସୃଷ୍ଟି କଲାଣି । ଗୋଟିଏ ପରେ ଗୋଟିଏ ଜିଲ୍ଲା ଡେଇଁ କରୋନା ଏବେ ଅଧା ଓଡିଶାରେ ପହଞ୍ଚି ଗଲାଣି । ଆଜି ସକାଳୁ!-->…
Read More...
Read More...
ଘୋଡାଗାଡି ଶିବ ମନ୍ଦିରର ଦଧିନଉତି ଉଡିଗଲା, ଭକ୍ତଙ୍କ ମନରେ ନାନାଦି ଆଶଙ୍କା
ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଗାଡି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଗତକାଲି ରାତି ଘ.୧୧.୪୦ ମି.ରେ ହୋଇଥିବା ଝଡବାତ୍ୟାରେ ଉଡିଯାଇଛି । ବାତ୍ୟାର ତୀବ୍ରତା ଏତେ ଥିଲା ଯେ ମନ୍ଦିର ଚୂଡାରେ ଥିବା କଳସ,!-->…
Read More...
Read More...
ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଲା
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡା ଜିଲ୍ଲାର । ଏହା ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।!-->…
Read More...
Read More...
କେରାଣ୍ଡି ପଞ୍ଚାୟତରେ ହିତାଧିକାରୀଙ୍କୁ 3 ମାସର ଚାଉଳ ବଣ୍ଟନ
ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ର କେରାଣ୍ଡି ପଞ୍ଚାୟତ ରେ ହିତାଧିକାରୀ ମାନଙ୍କୁ 3 ମାସର ଚାଉଳ ବଣ୍ଟନ କରାଯାଇଛି ଏବଂ ତା ସାଙ୍ଗକୁ 1000 ଟଙ୍କା ମଧ୍ୟ ପ୍ରଦାନ କରାଯାଇ ଥିବା ର ଜଣାପଡିଛି।ହିତାଧିକାରୀ ମାନେ ସାମାଜିକ ଦୂରତା ରକ୍ଷା କରି ଯୋଗାଣ ସହାୟକ,ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ!-->…
Read More...
Read More...
ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ଭୁବନେଶ୍ୱର : ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୁବାଷ ଚୌହାନ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଏଣୁ ତାଙ୍କୁ ଗତକାଲି ମଧ୍ୟରାତ୍ରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ଯାଜପୁରରୁ ପୁଣି ପଜିଟିଭ୍ : ୧୩ଟି ଗାଁ କଣ୍ଟେନମେଣ୍ଟ ଜୋନରେ ରହିଲା
ଭୁବନେଶ୍ୱର : ପୁଣି ଯାଜପୁରରୁ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାର ୧୩ଟି ଗାଁକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ରସୁଲପୁର ବ୍ଲକର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିବାରୁ କୋଭିଡ-୧୯ର ଲକଡାଉନ ନିୟମକୁ ଅତ୍ୟନ୍ତ!-->…
Read More...
Read More...
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ରିସ୍କ ନେବାକୁ କେହି ରାଜି ନୁହଁନ୍ତି
ଭୁବନେଶ୍ୱର : ଅକ୍ଷୟ ତୃତୀୟଠାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଆଜି ମଧ୍ୟ ନୃସିଂହ ଚତୁର୍ଦ୍ଦଶୀରେ ରଥ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଇତି ମଧ୍ୟରେ ଦୁଇଥର ପରିଚାଳନା କମିଟି ବସିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ,!-->…
Read More...
Read More...
ଜୁଲାଇ ୨୪ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟାର ପରୀକ୍ଷା
ଭୁବନେଶ୍ୱର : ବିଶ୍ୱ କରୋନା ମହାମାରୀ ପାଇଁ ହଲଚଲ ହୋଇଯାଇଥିବା ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି!-->…
Read More...
Read More...
ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ
ବୌଦ୍ଧ : ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ବୌଦ୍ଧକୁ ଫେରୁଥିବା ୧୨ଜଣ ଶ୍ରମିକଙ୍କୁ ବରଗଡ ଜିଲ୍ଲା ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ସୀମାରୁ ଉଦ୍ଧାର କରି ମନ୍ତ୍ରୀ ସୁଶାନ୍ତି ସିଂ ନିଜେ ଗାଡି ଚଳାଇ ବୌଦ୍ଧରେ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ
ରାଉରକେଲା : ଡ୍ୟୁଟିରେ ଥିବା ବେଳେ ଜଣେ ସିଆରପିଏଫ୍ ଯବାନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗତକାଲି ରାଉରକେଲାରେ ଏହି ଘଟଣା ଘଟିଛି । ଘଟଣା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାକୁ ନେଇ କୌଣସି ସିଆରପିଏଫ୍ ଅଧିକାରୀ ମୁହଁ ଖୋଲୁନାହାନ୍ତି । ସିଆରପିଏଫ୍ ଯବାନଙ୍କ!-->…
Read More...
Read More...