Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ଟ୍ରାକ୍ଟର
ବୌଦ୍ଧ : ଜାତୀୟ ରାଜପଥ ନମ୍ବର ୫୭ର ତେଲିବନ୍ଧ ଛକ ନିକଟରେ ରାସ୍ତାପାଶ୍ୱର୍ରେ ଥିବା ଏକ ଷ୍ଟଲ ମଧ୍ୟକୁ ଗୋଟିଏ ଟ୍ରାକ୍ଟର ପଶି ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଘଣ୍ଟା ସମୟରେ ରାମପୁରଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବାହାର!-->…
Read More...
Read More...
ରାଜ୍ୟରେ ପୁଣି ୧୦୩ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୧୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁରରୁ ୧, ବାଲେଶ୍ୱରରୁ ୫, ଭଦ୍ରକରୁ ୮,!-->…
Read More...
Read More...
କୋଭିଡ଼ ହସ୍ପିଟାଲ ଗଜପତିରେ ମକ ଡ୍ରିଲ
ଗଜପତି ଜିଲ୍ଲାର କୋଭିଡ଼ି ହସ୍ପିଟାଲରେ ଆଜିମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ଡ଼ ଶ୍ରୀକାନ୍ତ ରେଡିଙ୍କ ନେତୃତ୍ୱରେ ଏବଂ UNFPAର ପ୍ରତିନିଧି ଓ ରାହୁଲ ଲକ୍ଷଣ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଵ୍ରହ୍ମପୁରର ଡ଼ ଦେବାଶିଷ ଦାସ ଓ!-->…
Read More...
Read More...
ବିସିସିବିର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସର ପ୍ରାୟ କେଡର ସଂପାଦକ ତଥା ଜୁନିୟର ସୁପରଭାଇଜରମାନଙ୍କୁ ଆଜି ବିସିସିବି ୱାର୍କରସ୍ ୟୁନିଅନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତାଳସରଡା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବସ୍ତମପୁର(ଗୋବିନ୍ଦପୁର) ଗୋଷ୍ଠୀ କେନ୍ଦ୍ରରେ ଏକ!-->…
Read More...
Read More...
ଆସନ୍ନ ପ୍ରସବା ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ !
ବୌଦ୍ଧ : ମନମୁଣ୍ଡା ଥାନା ରକ୍ସା ଗ୍ରାମରେ ଜଣେ ଆସନ୍ନ ପ୍ରସବା ୯ ମାସର ଗର୍ଭବତୀ ସ୍ତ୍ରୀକୁ ତା'ର ସ୍ୱାମୀ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରକ୍ସା ଗ୍ରାମର କବିତା ମେହେର ଆଜି ସକାଳୁ ମରିପଡିଥିବା ତାଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ!-->…
Read More...
Read More...
ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ପହଣ୍ଡି କରିବେ ୧୫୦ ସେବାୟତ
ଭୁବନେଶ୍ୱର : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ଜଣ ସେବାୟତ ପହଣ୍ଡି କରିବେ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ରବିବାର ଦଇତାପତି ପ୍ରତିନିଧି ବିନାୟକ ଦାସ ମହାପାତ୍ର ଆମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦଇତାପତି ଏକ ଗୋଷ୍ଠୀଗତ ସେବା । ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ ।!-->…
Read More...
Read More...
ବିଦେଶୀ ମଦ ଦୋକାନ ନଖୋଲିବା ପାଇଁ ନିଷ୍ପତ୍ତି
ଭୁବନେଶ୍ୱର : ରାଜ୍ୟରେ ଅନଲାଇନ ମଦ ଡେଲିଭରୀକୁ ସରକାରୀ ସ୍ୱୀକୃତି ମିଳିଥିଲେ ମଧ୍ୟ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ କେବଳ ଅନଲାଇନ ମାଧ୍ୟମରେ ମଦ ବିକ୍ରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରିଛି । ଏଥିସହ!-->…
Read More...
Read More...
ଆଉ ୫୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩, କେନ୍ଦୁଝରରୁ ୨ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ଉଲ୍ଲେଖଯୋଗ୍ୟ ଯେ,!-->…
Read More...
Read More...
ବଦଳିଲା କ୍ୱାରେଣ୍ଟାଇନ ନିୟମ : ଗାଡି ଚଳାଚଳକୁ ଅନୁମତି
ଭୁବନେଶ୍ୱର : ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମକୁ ବଦଳାଇଛନ୍ତି । ଏ ନୂଆ ନିୟମ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ରିଲଫ କମିଶନର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୱାରେଣ୍ଟାଇନର ନୂଆ ନିୟମ ଅନୁପାଳନ ସଂପର୍କରେ ସୂଚନା ଦେଇଛନ୍ତି । ନୂଆ!-->…
Read More...
Read More...
ରୋଗୀଙ୍କ ଜୀବନ ଯାଉ ପଛେ ଡାକ୍ତରଙ୍କ ପଇସା ରୋଜଗାର ହେଉ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ବିରୁଦ୍ଧରେ ଏକ୍ସପାଏର ଡେଟର ସାମ୍ପୁଲ ମେଡ଼ିସିନ ଦେଇ ପଇସା ନେଇ ଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ କରୋନା ଯୋଦ୍ଧା ନାମରେ ଆଖ୍ୟା ଦେଇଛନ୍ତି l କରୋନା ସହ ଲଢୁ ଥିବା ଏହି ଯୋଦ୍ଧା ଙ୍କ ଉପରେ ଭରଷା!-->…
Read More...
Read More...