Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁର ଶୀତଳଷଷ୍ଠୀ ଉତ୍ସବ ଉତ୍ସାହ ବିହୀନ
ସମ୍ବଲପୁର: ସମ୍ବଲପୁର ଇତିହାସ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମଗ୍ର ପଶ୍ଚିମାଞ୍ଚଳରେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ର ରୂପେ ପରିଗଣିତ । ଏହି ଅବସରରେ ପ୍ରାୟ ୪ଲକ୍ଷରୁ ଅଧିକ ଦର୍ଶକ ଏଥିପାଇଁ ଏକତ୍ରିତ ହୁଅନ୍ତି ଓ ଉପଭୋଗ କରନ୍ତି । ପ୍ରାୟ ସାତହଜାର କଳାକାର ସେମାନଙ୍କ ମନୋରଞ୍ଜନ କରନ୍ତି ।!-->…
Read More...
Read More...
ପଶ୍ଚିମ ଓଡିଶାରେ ଶତକ ପାରହେଲା କରୋନା
ସମ୍ବଲପୁର,୨୪/୫(ହୀ.ପ୍ର)- କରୋନା ସଂକ୍ରମଣରେ ଅପେକ୍ଷାକୃତ ସୁରକ୍ଷିତ ରହିଥିବା ପଶ୍ଚିମ ଓଡିଶାରେ ବର୍ତ୍ତମାନ ରୋଗୀସଂଖ୍ୟା ଶତକ ଟପି ୧୦୩ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ଏହି ସୂଚୀରେ ଆଜି ସକାଳୁ ବରଗଡ ଓ ପରେ ନୂଆପଡା ଜିଲ୍ଲା ସାମିଲ ହୋଇଛନ୍ତି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା!-->…
Read More...
Read More...
ନଳକୂପ ଅଚଳ, ପାଣି ପାଇଁ ଲୋକେ କଲବଲ
ବୌଦ୍ଧ : କରୋନା ନାମରେ ଗ୍ରାମ ପଞ୍ଚା.ତ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଚଳ ନଳକୂପ ଗୁଡିକୁ ମରାମତି କରିବାପାଇଁ ଭୁଲିଯାଇଛି । ଅନେକ ବ୍ଲକ ଓ ପଞ୍ଚାୟତମାନେ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କ୍ରୟ କରିନଥିବାରୁ ଅଚଳ ନଳକୂପ ମରାମତି କରିପାରୁନଥିବା ଚର୍ଚ୍ଚାର ବିଷୟ ହୋଇଛି ।କଣ୍ଟାମାଳ ବ୍ଲକ!-->…
Read More...
Read More...
ଗଞ୍ଜେଇ ମାଫିଆଙ୍କ ଅବାଧ କରିଡର ବୁଟୁପାଲି-ପନ୍ଥାଇ ରାସ୍ତା
ବୌଦ୍ଧ: ଲକ୍ଡାଉନ ସମୟରେ ପୁଲିସ ଓ ଅବକାରୀ ବିଭାଗକୁ ଫାଙ୍କି ଗଞ୍ଜେଇ ଓ ମହୁଲିମଦର ଚୋରାଚାଲାଣ ଅବାଧରେ ଚାଲିଛି । ପୁଲିସ ଯେତେ ଚେକ୍ ପୋଷ୍ଟ କରି ତନଖି କରୁଥିଲେ ମଧ୍ୟ ମାଫିଆମାନେ ନୂଆଁନୂଆଁ ରାସ୍ତା ଓ ଉଦ୍ଭଟ କୌଶଳମାନ ଆପଣେଇ ଚୋରା ନିଶାଦ୍ରବ୍ୟ ଚାଲାଣକୁ ସୁଗମ କରିଚାଲିଛନ୍ତି । ଜାତୀୟ!-->…
Read More...
Read More...
ଆଜିଠୁ ଅନଲାଇନରେ ମିଳିବ ମଦ
ବୌଦ୍ଧ: ଆଜିଠାରୁ ସମଗ୍ର ରାଜ୍ୟରେ ଅନଲାଇନରେ ମଦ ବିକ୍ରି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଓଡିଶାର କେଉଁ କେଉଁ ଜିଲ୍ଲା ଓ ସ୍ଥାନରେ ବିଦେଶୀ ମଦପାଇଁ କେଉଁ ଇମେଲରେ ମଦ ଦୋକାନୀଙ୍କ ସହ ଯୋଗାଯୋଗ କରି ନିଜର ଅର୍ଡର ଦେଇ ହେବ ତାର ଏକ ତାଲିକା ଜାରି କରିଛନ୍ତି । ଇମେଲ!-->…
Read More...
Read More...
ଗଜପତି ଜିଲ୍ଲାରେ 4 ଟି କୋରନା ପଜିଟିଭକୁ ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତି ଜିଲ୍ଲା ଦୀର୍ଘଦିନ ହେଲା ଗ୍ରୀନ ଜୋନ ଥିବା ବେଳେ ଶନିବାରେ 4ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ଜରିଆରେ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି।ସ୍ୟାମ୍ପୁଲ ସ୍ୱାବ ସଂଗ୍ରହ କରି ଟେଷ୍ଟଟିଙ୍ଗ ପାଇଁ ପଠାଯାଇଥିଲା ସେଥିରୁ ମଧ୍ୟରୁ 4ଟି ପଜିଟିଭ!-->…
Read More...
Read More...
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଦିନିକିଆ ଗଜପତି ଗ୍ରସ୍ତ
ଶନିବାର ସକାଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି.ଇ. ଆପାଙ୍ଗ ଆଓ ମଧ୍ୟାହ୍ନ୧୨ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଆଲୋଚନା!-->…
Read More...
Read More...
ରାଜ୍ୟରେ ପୁଣି ୬୭ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ନୂଆପଡା ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୭ଜଣଙ୍କ ମଧ୍ୟରୁ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ ରାଜ୍ୟ କରୋନା ମାନଚିତ୍ରରେ!-->…
Read More...
Read More...
ଘରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ପ୍ରବାସୀ
ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଦୁଇମାସର ଲକ୍ଡାଉନ ଯୋଗୁଁ ଭୋକ ଉପାସରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୩୦ଜଣ ପ୍ରବାସୀ ଶ୍ରମିକ ସେମାନଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ପଶିଲେ ପ୍ରବାସୀ
ବୌଦ୍ଧ,: କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା ଓ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କେଉଁଠି କାହାକୁ ରଖାଯିବ ସେ ସଂପର୍କରେ ବୌଦ୍ଧଜିଲ୍ଲାରେ ମୂଳରୁ ହିଁ ଅବ୍ୟବସ୍ଥା ଲାଗିରହିଛି । ଏସବୁ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ସରପଞ୍ଚମାନେ ଅନେକ ସ୍ଥାନରେ ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି!-->…
Read More...
Read More...