Browsing Category

ରାଜ୍ୟ

ସୀମା ସିଲ୍ ସମାଧାନ ନୁହେଁ, ଆଭ୍ୟନ୍ତରୀଣ ସ୍ଥିତି ସୁଧାରିବାକୁ ଦାବି

ବୌଦ୍ଧ : ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଅବାଧରେ ଜିଲ୍ଲା ମଧ୍ୟରେ ହରକତ କରୁଥିବା ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଜିଲ୍ଲାକୁ ଥିବା ପ୍ରବେଶପଥ ମାନଙ୍କରେ ପୋଲିସ ଚେକପୋଷ୍ଟ ସ୍ଥାପନକରି ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା
Read More...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ହଜାର ଅତିକ୍ରମ କଲା, ମୃତକଙ୍କ ସଂଖ୍ୟା ୧୫୬୮

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ ଦିନକୁ ପ୍ରାୟ ଅଢେଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ହେି ସମରେ ୧୯୫ ଜଣଙ୍କ ଏହି
Read More...

ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ୧୭୦ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ
Read More...

ବ୍ରାହ୍ମଣୀଗାଁ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ…

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ ।ସୂଚନା ଅନୁଯାୟୀ ଗତ ଫେବୃଆରୀ10
Read More...

ରଥ ନିର୍ମାଣ ହେବ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବ । ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି
Read More...

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ବାଉଁଶୁଣୀ ଛକ ନିକଟରେ ବାଇକକୁ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ ଘଣ୍ଟା ବେଳେ ଡୁମୁରୀପାଲି ଗ୍ରାମର କ୍ଷେତ୍ର ଦେହୁରୀ (୭୦) ବାଇକରେ ଏକ ଗ୍ୟାସ୍ ସିଲିଣ୍ଡର ଧରି
Read More...

ABVP ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ସଚେତନତା ଓ କୋଭିଡ଼-19 କିଟ ବଣ୍ଟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସୁବାଷ ନଗର ଓ ବିଭିନ୍ନ ସାହି ପରିକ୍ରମା କରି କୋର ନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ABVP ଓ ବିପର୍ଣ୍ଣ ସହାୟତା ସମିତି ମିଳିତ ଭାବରେ ସହର ପରିକ୍ରମା କରି କୋର ନା ସଚେତନତା ସହ ବିଭିନ୍ନ ବିଦ୍ୟାର୍ଥୀ ମାନଙ୍କୁ କୋଭିଡ଼-19
Read More...

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ପୁଣି ଆଉ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ
Read More...

ଗ୍ରୀନ୍ ଜୋନରେ ଚାଲିବ ବସ୍‌

ଭୁବନେଶ୍ୱର : ରାଜ୍ୟର ଗ୍ରୀନ୍ ଜୋନ୍ ଅନ୍ତର୍ଗତ ଜିଲ୍ଲାଗୁଡିକରେ ଯାତ୍ରୀବାହୀ ବସ୍ ଚଳାଚଳ କରିବ । ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଏହା ଘୋଷଣା କରିଛନ୍ତି । ଏ ନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ତେବେ ବସ୍ ଚଳାଚଳ ବେଳେ ନିର୍ଦ୍ଧାରିତ ନିୟମ ଲାଗୁ ହେବ । ରେଡ
Read More...

ଗ୍ରୀନ୍‌ରୁ ଅରେଞ୍ଜ ଜୋନ ହେବା ପରେ କ’ଣ କହୁଛନ୍ତି ବଲାଙ୍ଗୀର ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ରିପୋର୍ଟ ଆଣିଛି ଖୁସି- ବହୁ ଦିନ ଗ୍ରୀନ୍ ଜୋନ୍ ରେ ଥିବା ବଲାଙ୍ଗୀର 1ତାରିଖ ଦିନ ତୁଷୁରା ନିକଟ ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା 2ଯୁବକ କୋଭିଡ 19 ଭୁତାଣୁ ସଂକ୍ରମଣ ଜଣାଗଲା I 21ଟି ଗାଁକୁ ସଟ୍ ଡାଉନ୍ କରାଯାଇ ସେମାନଙ୍କ ପରିବାର ସମେତ ମିଳାମିଶା କରିଥିବା ଲୋକଙ୍କୁ ଠାବ କରି
Read More...