Browsing Category

ରାଜ୍ୟ

ବୌଦ୍ଧରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି । ଗତ ଦୁଇଦିନ ତଳେ ମଧ୍ୟ ଜଗତି ସଙ୍ଗରୋଧ କେନ୍ଦ୍ରରୁ ସମ୍ କୋଭିଡ ହସ୍ପିଟାଲ ଯାଇଥିବା ୩ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେଲିବନ୍ଧ ସଙ୍ଗରୋଧ
Read More...

ପୁଣି ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ, ଅନୁଗୁଳରୁ ସର୍ବାଧିକ ୧୫

ଭୁବନେଶ୍ୱର : ରାଜ୍ୟରେ ପୁଣି ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀ, କେନ୍ଦ୍ରାପଡା, କଟକ ଓ
Read More...

ରାସ୍ତାକାମ ନିମ୍ନମାନର ଅଭିଯୋଗ

ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଛକରୁ ବାଉଁଶୁଣୀ ଗ୍ରାମକୁ ଯାଇଥିବା ରାସ୍ତାକାମ ଚାଲିଛି କିନ୍ତୁ ଏହି ରାସ୍ତାକାମ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୌଦ୍ଧ ପୂର୍ତ୍ତ (ରାସ୍ତା ଓ କୋଠାବାଡି) ବିଭାଜନ ପକ୍ଷରୁ ବାଉଁଶୁଣୀ ଗ୍ରାମକୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ
Read More...

ତାମିଲନାଡୁରୁ ବୌଦ୍ଧ ବସ୍‌ଯୋଗେ ଫେରୁଛନ୍ତି ବୌଦ୍ଧର ୯ଜଣ ପ୍ରବାସୀ

ବୌଦ୍ଧ: ତାମିଲନାଡୁକୁ କାମ କରିବାକୁ ଯାଇ ଲକଡାଉନରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୧୧ଜଣ ପ୍ରବାସୀ ଶ୍ରମିକ ଆଜି ବସ୍ ଭଡାକରି ତାମିଲନାଡୁର ମଙ୍ଗଳମ ବସଷ୍ଟାଣ୍ଡରୁ ବାହାରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ସେମାନେ ଆନ୍ଧ୍ର୍‌ପ୍ରଦେଶର ନେଲୋର ଠାରେ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଦୁଇମାସ
Read More...

କାଶୀନଗର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 4ଲକ୍ଷ 83 ହଜାର 7ଶହ 51 ଟଙ୍କାର ଚେକ ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ
Read More...

ଛୁରାମାଡ଼ରେ ନାବାଳକ ଗୁରୁତର ଆହତ

ସମ୍ବଲପୁର: ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ମିଳୁଥିବା କୋହଳ ଅପରାଧୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଯାହାକି ଗତ ଦୁଇ ଦିନରେ ତିନୋଟି ଛୁରାମାଡ଼ ଘଟଣାରୁ ସ୍ପଷ୍ଟ ହାଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗତକାଲି ସ୍ଥାନୀୟ ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଛୁରାମାଡ଼ ଘଟଣାରେ ଜଣେ ଗୁରୁତର ଆହତ
Read More...

ଜିଲ୍ଲାରେ ୫ଟି ପଜିଟିଭ ଯୋଗୁଁ ପ୍ରଶାସନର କଡା ଆଭିମୁଖ୍ୟ : ଗତକାଲି ପରି ଆଜି ବଜାର ଛକରେ ଭିଡନାହିଁ

ସମ୍ବଲପୁର: ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତକାଲି ୫ ହୋଇଗଲା ପରେ ଆଜି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଓ ସାବିତ୍ରୀ ବ୍ରତ ପାଇଁ ବଜାର ଭିଡ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଗୋଲବଜାରଛକ ଓ ବୈଦ୍ୟନାଥ ଛକରେ କୌଣସି ଫଳଠେଲା କିମ୍ବା
Read More...

ବୌଦ୍ଧର ନାବାଳିକା କଳାକାର ଜଗତସିଂହପୁରରେ ଦୁଷ୍କର୍ମ !

ବୌଦ୍ଧ: ଏକ ମେଲୋଡି ପାର୍ଟିରେ ନର୍ତ୍ତକୀ ଭାବରେ କାର୍ଯ୍ୟ କରୁଥିବା ବୌଦ୍ଧର ଜଣେ ନାବାଳିକା କଳାକାରଙ୍କୁ ଜଗତସିଂହପୁର ଜିଲ୍ଲାର ସଂପୃକ୍ତ ମେଲୋଡି ପାର୍ଟିର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳର ଉକ୍ତ ନାବାଳିକା ନାଚଗୀତ ଶିଖିଥିଲେ ।
Read More...

ଚା’ଦୋକାନୀଙ୍କୁ ଥାନାକୁ ନେଲା ପୋଲିସ

ବୌଦ୍ଧ: ଆଜି ସକାଳ ୫ଘଣ୍ଟା ସମୟରେ ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବାବେଳେ ବୌଦ୍ଧସହର ଗାନ୍ଧୀଛକରେ ଚା’ ଦୋକାନ ଖୋଲିଥିବା ୨ଜଣ ଦୋକାନୀଙ୍କ ଦୋକାନ ବନ୍ଦ କରି ବୌଦ୍ଧ ପୁଲିସ ଥାନାକୁ ନେଇଯାଇଥିବା ଜଣାପଡିଛି । ଚତୁର୍ଥପର୍ଯ୍ୟାୟ ଲକ୍‌ଡାଉନ ସମୟରେ ବୌଦ୍ଧ ସହରରେ ଭୋର୍ ସମୟରୁ କିଛି ସମୟ
Read More...

ହୋଟେଲ ଆଗରେ ଖାଇବାକୁ ଦେଇ ତଣ୍ଡ ଗଣିଲେ ଦୋକାନୀ

ବୌଦ୍ଧ:ଲକ୍‌ଡାଉନ ଗାଇଡଲାଇନ ଅନୁଯାୟୀ ହୋଟେଲମାନେ ରୋଷେଇକରି କେବଳ ପାର୍ସଲ ଯୋଗାଇବାର ଅନୁମତି ଥିବାବେଳେ ଦୋକାନ ଆଗରେ ବାହାର ରାଜ୍ୟର ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇ ୧ହଜାର ଟଙ୍କା ଫାଇନ ଗଣିଛନ୍ତି ଦୋକାନୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧସହର ଏନଏସି ଛକ ନିକଟ ମାର୍କେଟ କଂପ୍ଲେକ୍ସରେ
Read More...